ଟୋଲ ପ୍ଲାଜାରେ ଗାଡି ପ୍ରଥମେ ବାହାର କରିବା ପାଇଁ ଲାଗିଲା ଖଣ୍ଡଯୁଦ୍ଧ: ସିସିଟିଭିରେ ରେକର୍ଡ ହୋଇଗଲା ସମ୍ପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ନୋଏଡା ଏବଂ ଗ୍ରେଟର ନୋଏଡାରେ ବଢି ଚାଲିଛି ଅସାମାଜିକ ଲୋକଙ୍କ ରାଜୁତି । ବଢୁଛି ବିଶୃଙ୍ଖଳା ଆଉ ଦିନରାତି ଚାଲିଛି ଅପରାଧ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ୯୧ ହାଇୱେର ଲୁହାରଲୀ ଗ୍ରାମ ନିକଟସ୍ଥ ଟୋଲ…

କୋଲକାତାରେ କଳା ବାଦଲ: ବର୍ଷା ପାଇଁ ମ୍ୟାଚ ନ ହେଲେ କିଏ ପାଇବ ଫାଇନାଲର ଟିକେଟ?

କୋଲକାତା: ଚଳିତ IPL ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଆଜି ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଏଠାରେ ଆଜି ପ୍ରବଳ ବର୍ଷା…

ରାଜଧାନୀରେ ଆରମ୍ଭ ହେଲା ଇ-ବସ ସେବା: ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଲେ ଏହି ସୁବିଧା

ନୂଆଦିଲ୍ଲୀ: ଆଜିଠୁ ଦେଶର ରାଜଧାନୀରେ ଆରମ୍ଭ ହୋଇଛି ଇ-ବସ ସେବା । ଦିଲ୍ଲୀରେ ପ୍ରତିଦିନ ବସରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଏହା ଏକ ବଡ ଉପହାର ବୋଲି କୁହାଯାଉଛି । ରାଜଧାନୀର ରାଜରାସ୍ତାରେ ଏହି ସେବାକୁ ନୀଳ…

ପୁରୁଷ-ପୁରୁଷ ବିବାହ କଲେ ପିଲା ଜନ୍ମ କିପରି ହେବ? ସମଲିଙ୍ଗୀ ସଂପର୍କ ଉପରେ ନୀତୀଶ କୁମାରଙ୍କ ଟିପ୍ପଣୀ

ବିହାର ମୁଖ୍ୟମନ୍ତ୍ରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମଲିଙ୍ଗୀ ସମ୍ପର୍କ ଉପରେ ଟିପ୍ପଣୀ କରିଛନ୍ତି । ପାଟଣାର ମଗଧ ମହିଳା କଲେଜରେ ନିର୍ମାଣ ହୋଇଥିବା ଏକ ହଷ୍ଟେଲର ଉଦଘାଟନ କାର୍ଯ୍ୟକ୍ରମରେ ସମଲିଙ୍ଗୀ ସଂପର୍କ…

୪ ଦିନରେ ଧରାଶାୟୀ ହେଲା ଧାକଡ଼! ଚତୁର୍ଥ ଦିନରେ ପୁଣି କମିଲା ଆୟ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ର କଲେକ୍ସନକୁ ନେଇ ନିରାଶାଜନକ ଖବର ଆସିଛି । ଫିଲ୍ମ ଧାକଡ଼ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ରିଲିଜର ୪ର୍ଥ ଦିନରେ ବି ଫିଲ୍ମର ନିରାଶାଜନକ ପ୍ରଦର୍ଶନ ରହିଛି ।…

ଶିଖର ଧାଓ୍ଵନଙ୍କୁ ଫୋନ କରିଥିଲେ ରାହୁଲ ଦ୍ରାବିଡ, ଜଣାଇଲେ କ’ଣ ପାଇଁ ଟି-୨୦ ଦଳରେ ଚୟନ କରାଗଲା ନାହିଁ !

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଜୁନ ୯ରୁ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳ…

୨୩ ବର୍ଷରେ ଯେତିକି ଆୟ କରିନଥିଲେ କରୋନାର ୨୪ ମାସରେ କରିଛନ୍ତି ସେତିକି ଆୟ: ରିପୋର୍ଟ

କରୋନା ଯେତେବେଳେ ଦୁନିଆରେ ହାହାକାର ମଚାଇଥିଲା, କୋଟି କୋଟି ଲୋକ ଚାକିରି ହରାଇଥିଲେ କୋଟି କୋଟି ପରିବାରର ସଞ୍ଚୟ ଶେଷ ହୋଇଯାଇଥିଲା, ଚିକିତ୍ସା ପାଇଁ ଲୋକଙ୍କୁ ଋଣ ଆଣିବାକୁ ପଡ଼ିଥିଲା । କିନ୍ତୁ ଏହି ସମୟରେ ଏମିତି ଲୋକ…

ନିଜ ମନ୍ତ୍ରୀଙ୍କୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ, ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ: ସରକାର ଗଠନ ହେବାର କେଇ ମାସ ନଯାଉଣୁ ଆକ୍ସନ ନେବା ଆରମ୍ଭ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ସେ ନିଜ ସରକାରର ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ…

ଚିନ୍ତନ ଶିବିର ପରେ ଆକ୍ସନରେ କଂଗ୍ରେସ, ଟାସ୍କ ଫୋର୍ସ ସହ ୩ କମିଟି ଗଠନ, ୨୩ ନେତା ସମ୍ଭାଳିବେ ଦାୟିତ୍ଵ

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ଚିନ୍ତନ ଶିବିର ପରେ କଂଗ୍ରେସ ପାର୍ଟି ନିଜର ସାଂଗଠନିକ ସ୍ଥିତି ମଜବୁତ ପାଇଁ ଗମ୍ଭୀରତାର ସହ କାର‌୍ୟ୍ୟ କରିବା ଆରମ୍ଭ କରି ଦେଇଛି। ଏହି କ୍ରମରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା…

ଚଳନ୍ତା ଟ୍ରକରେ ବାନ୍ଧିଦେଲେ ଯୁବକଙ୍କୁ, ମୋବାଇଲ ଚୋରି କରିଥିଲେ ବୋଲି ମିଳିଲା ଏମିତି ଦଣ୍ଡ ?

ଭୁଲିଗଲେ ମାନବିକତା... ମୋବାଇଲ ଚୋରିକୁ ନେଇ ଦେଲେ ଅମାନୀବୟ ଦଣ୍ଡ... ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ଟ୍ରକ୍ ଇଞ୍ଜିନରେ ବାନ୍ଧି ଟ୍ରକ ଚଳାଇଲେ, ଆଉ ଜୋତାମାଳ ବି ପିନ୍ଧାଇଲେ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।…