ହଜମ ପ୍ରକ୍ରିୟା ଠିକ୍ ରଖିବାକୁ ନିୟମିତ ତୁଳସୀ ପତ୍ର ଖାଇଥାନ୍ତି ଅମିତାଭ ବଚ୍ଚନ

ଫିଟ୍ ରହିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ କେତେ ଉପାୟ ଗ୍ରହଣ କରିଥାଏ ଓ କିଏ କେତେ ପଇସା ପାଣି ପରି ଖର୍ଚ୍ଚ କରିଥାଏ ତାର ହିସାବ କରିବା କଷ୍ଟକର । ବହୁ ଲୋକ ସବୁ ଉପାୟ ଗ୍ରହଣ କରିବା ସତ୍ତେ୍ୱ ମଧ୍ୟ ଏଥିରେ…

ଫୋନ୍ ଖୋଜିବା ଲାଗି ୪ ଦିନର ରେସ୍କ୍ୟୁ ଅପରେସନ, ଜଳାଶୟରୁ ଖାଲି କରାଗଲା ୧୫ ଫୁଟ ଉଚ୍ଚତାର ପାଣି

କାଙ୍କେର: ଏ ପର୍ଯ୍ୟନ୍ତ ଆପଣ ଲୋକଙ୍କ ଜୀବନ ରକ୍ଷା ଲାଗି ବହୁ ରେସ୍କ୍ୟୁ ଅପରେସନ କରାଯାଇଥିବା କଥା ଶୁଣିଥିବେ । କିନ୍ତୁ ଛତିଶଗଡ କାଙ୍କେର ଜିଲ୍ଲାର ପଙ୍ଖାଜୁର ଅଞ୍ଚଳରେ ଜଣେ ସରକାରୀ ଅଧିକାରୀଙ୍କ କାରନାମା ବିଷୟରେ…

ବିଲ ମଧ୍ୟକୁ ଟାଣି ନେଇ ଗଣ ଦୁଷ୍କର୍ମ, ଭିଡିଓ ଭାଇରାଲ୍ ପରେ ମୁହଁ ଖୋଲିଲେ ଯୁବତୀ

ବାରଣାସୀ:ଉତ୍ତର ପ୍ରଦେଶ ବାରଣାସୀ ଜିଲ୍ଲା ଥାନା ଫୁଲପୁରରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ଏହି ଘଟଣାଟି ୧୯ ତାରିଖରେ ଘଟିଥିଲା । କିନ୍ତୁ ସଂପୃକ୍ତ ଯୁବତୀଙ୍କୁ ଅଭିଯୁକ୍ତଙ୍କ ପକ୍ଷରୁ ଭିଡିଓ ଭାଇରାଲ୍…

୧୭ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ ନିଲାମ ହେଲା ଟିପୁଙ୍କ ଶେଷ ସନ୍ତକ

ନୂଆଦିଲ୍ଲୀ:ମହୀଶୂରର ପ୍ରସିଦ୍ଧ ଶାସକ ଟିପୁ ସୁଲତାନଙ୍କ ଶେଷ ସନ୍ତକ ଏବେ ଲଣ୍ଡନରେ ନିଲାମ ହୋଇଛି । ୧୭୯୯ରେ ବ୍ରିଟିଶ ସେନାଙ୍କ ସହ ଯୁଦ୍ଧ କରୁଥିବା ସମୟରେ ଟିପୁ ସୁଲତାନଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବ୍ରିଟିଶ ସେନା…

Q2-GT vs MI; ବର୍ଷା ଯୋଗୁଁ କ୍ୱାଲିଫାୟାର-୨ ବାତିଲ ହେଲେ… କେଉଁ ଦଳକୁ ମିଳିବ ଫାଇନାଲ ଟିକେଟ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପ୍ଲେଅଫର ଦ୍ୱିତୀୟ କ୍ୱାଲିଫାୟାରରେ ଆଜି ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଅହମ୍ମଦାବାଦ ଷ୍ଟାଡିୟମରେ ଉଭୟ ଚମ୍ପିଆନ ଦଳ ମଧ୍ୟରେ ହେବ ଏହି କଡା ଟକ୍କର ।…

୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ।…

ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ ପାଇ ରହିଛି ୭୦୧୯୧ଟଙ୍କା

ନୂଆଦିଲ୍ଲୀ:ସୁନା ଓ ରୂପା ଦର ଚଳିତ ସପ୍ତାହରେ ଲଗାତର ଉପର ତଳ ହେବାରେ ଲାଗିଛି । ତେବେ ଏବେ ଦର ହ୍ରାସ ପ୍ରକିୟା ଜାରି ରହିଛି । ରୂପା ମୂଲ୍ୟ ଗତ ୨୦ ଦିନରେ ୭୦୦୦ଟଙ୍କା ଓ ସୁନା ୧୭୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି…

ICC WTC FINALରେ କେତେ ଟଙ୍କା ପାଇବ ବିଜେତା? ଘୋଷଣା ହେଲା ୨୦୨୧-୨୩ ର ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତା ଜୁନ ୭ ତାରିଖରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ । ତେବେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ଇଂଲଣ୍ଡର…

ନବ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ: ୫୪୩ ପୃଷ୍ଠାର ଚାର୍ଜସିଟ ଦାଖଲା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ବହୁଚର୍ଚ୍ଚିତ ଏହି ହତ୍ୟାକାଣ୍ଡ ମାମଲାରେ ଦାଖଲ ହୋଇଛି ୫୪୩ ପୃଷ୍ଠାର ଏକ ଚାର୍ଜସିଟ୍ ।…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବାକୁ ଯାଉଥିବା ପୂଜାରୀଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ:ଯେଉଁ ପୂଜାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜଦଣ୍ଡ ବା ସେନଗୋଲ ପ୍ରଦାନ କରିବେ ସେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ କଥା କହିଛନ୍ତି । ସେ କହିଛନ୍ତି ନରେନ୍ଦ୍ର ମୋଦି ୨୦୨୪ରେ ପୁନର୍ବାର…