ନମୋ ନମୋ ଗୀତ ଗାଇ ରୋଗୀଙ୍କୁ ସୁସ୍ଥ ହେବାକୁ ଉତ୍ସାହିତ କରୁଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ
କୋଭିଡ-୧୯ ଭୂତାଣୁର ଦ୍ୱିତୀୟ ଲହରର ଭୟାବହତା ଜାରି ରହିଛି । ଏହି ଯୁଦ୍ଧରେ ଅନେକ ନିଜ ପ୍ରିୟଜନଙ୍କୁ ହରାଉଛନ୍ତି । ସମସ୍ତେ ଏହି ମହାମାରୀ ବିରୋଧରେ ଲଢେଇ ଜାରି ରଖିଛନ୍ତି । ସମ୍ମୁଖ ଯୋଦ୍ଧା ଭାବେ ନିରନ୍ତର କାମ…