XIMBରେ ୪୫ ପଜିଟିଭ ଚିହ୍ନଟ, ସକାଳେ ସିଲ୍ କରିଥିଲା ବିଏମସି

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ (XIMB)ରେ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା…

ନିୟମ ନମାନିଲେ ପୁଣି ଓଡିଶାରେ ଲକଡାଉନ୍, ଜାଣନ୍ତୁ କିଏ କହିଲେ?

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଆଜି ବି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଥିବା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । କୋଭିଡ…

ଆଉ ୪ ଅଧିକାରୀଙ୍କୁ ଓଡିଶା ସରକାରଙ୍କ ଛାଟ, କାହାର ପେନସନ ବନ୍ଦ ତ ଆଉ କାହାର ଗଲା ଚାକିରି

ଭୁବନେଶ୍ୱର,୨୨ ।୩(ଓଡିଶା ଭାସ୍କର): ଦୁର୍ନୀତିଖୋର ଓ ଅପାରଗତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଶୂନ୍ୟ ସହିଷ୍ଣୁତା ନୀତି ଆଧାରରେ ଆଉ ୪ ଅଧିକାରୀଙ୍କ ବିରୋଧରେ ନିଆଯାଇଛି…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଡେରାଡୁନ,୨୨ ।୩: କରୋନା ମହାମାରୀକୁ ନେଇ ଆସିଛି ବଡ ଖବର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କରୋନାରେ ସଂକ୍ରମିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏ ସମ୍ପର୍କରେ ଆଜି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି…

ଦୋଳ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଆସିଲା ଗାଇଡଲାଇନ୍, ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୨ା୩ (ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଜି ପଜିଟିଭଙ୍କ ସଂଖ୍ୟା ୧୦୦ ଟପିଯାଇଛି । ତେଣୁ କୋଭିଡ କଣକଣାରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ । ଏନେଇ…