ଗେମିଂ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଦ୍ୱାଦଶ ପରେ ନିଯୁକ୍ତିର କ’ଣ ରହିଛି ସୁଯୋଗ ଏବଂ କେତେ ରହିଛି…
ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ମାତ୍ର ଗୋଟିଏ କ୍ଲିକରେ ଘରେ ବସି ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି । ସାଧାରଣତଃ ବୋର୍ଡ଼ ପରୀକ୍ଷା ଶେଷ ହେଲା ପରେ ଅଧିକାଂଶ ଅଭିଭାବକ ଏବଂ…