ପାର୍ଟନରଙ୍କ ସହ ବୃଦ୍ଧି ହେବ ତିକ୍ତତା, କାମରେ ବାରମ୍ବାର ଦେଖାଯିବ ବାଧା, ଜାଣନ୍ତୁ କେଉଁ Numerology ପାଇଁ ଅଶୁଭ ରହିବ ସପ୍ତାହ
ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଅଙ୍କ ଜ୍ୟୋତିଷ(Numerology)ର ମହତ୍ୱ ରହିଛି । ଏହା ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ଅଙ୍କ ଜ୍ୟୋତିଷ ରାଶିଫଳ ମୂଳାଙ୍କ ଉପରେ ଆଧାରିତ । ମାର୍ଚ୍ଚ ୧୮ରୁ ନୂତନ ସପ୍ତାହ…