ପରୀକ୍ଷା ପ୍ରସ୍ତୁତି: କପି ରୋକିବା ପାଇଁ ୪୧ ସ୍କ୍ୱାଡ୍ ଗଠନ କରିଛି ବୋର୍ଡ଼

ଓଡ଼ିଶା ଭାସ୍କର: ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ପରୀକ୍ଷା କିପରି ସୁରୁଖୁରୁରେ ଚାଲିବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେଇଥିବା ନେଇ ବୋର୍ଡ଼ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ପ୍ରଶ୍ନପତ୍ର ଲିକ୍…

ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ କାହାଣୀ ନେଇ ଆସୁଛନ୍ତି ରିତେଶ ଦେଶମୁଖ, ଘୋଷଣା କରିଲେ ଫିଲ୍ମର ନାଁ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ରିତେଶ ଦେଶମୁଖ । ବର୍ତ୍ତମାନ ସେ ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେ ତାଙ୍କ ନୂତନ ପ୍ରୋଜେକ୍ଟ ବିଷୟରେ ଏକ ପୋଷ୍ଟ ଶେୟାର…

(Video): ଶ୍ରୀ କଳକୀ ଧାମ୍ ଶିଳାନ୍ୟାସ ଉତ୍ସବ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରଶଂସାରେ ଏମତି କିଛି କହିଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ପରେ…

ନିର୍ବାଚନ ପାଇଁ ଟିକେଟ କସରତ, ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା

ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ନିର୍ବାଚନ ଲାଗି ଆରମ୍ଭ ହେଲାଣି ଟିକେଟ କସରତ । ମାର୍ଚ୍ଚ ପହିଲା ସୁଦ୍ଧା କଂଗ୍ରେସ…

Vastu Tips: ଘରେ ଆର୍ଥିକ ସଂକଟ ଦେଖାଯାଉଛି କି ? ଜାଣନ୍ତୁ କେଉଁ ଦିଗରେ ରଖିବେ Dustbin ?

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଉଭୟ ସକାରତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର ପାଳନ କରିବା ଦ୍ୱାରା ଜୀବନରେ ଉନ୍ନତି ହେବା ସହ ସଫଳତା ମିଳିଥାଏ ।…

ବାରମ୍ବାର ମିଠା ଖାଇବା ପାଇଁ ଇଚ୍ଛା ହେଉଛି କି ? କେବଳ ଡାଇବେଟିସ୍ ନୁହେଁ ହୋଇପାରେ ଏହି ଗମ୍ଭୀର ରୋଗ

ଓଡ଼ିଶା ଭାସ୍କର: ସାଧାରଣତଃ ଅଧିକାଂଶ ବ୍ୟକ୍ତି ମିଠା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଚକଲେଟ୍, ଆଇସକ୍ରୀମ୍, ମିଠା, ମୃଦୁ ପାଦୀୟ ଇତ୍ୟାଦି ଆମ ମୁଡକୁ ଖୁସି କରିଥାଏ । କିଛି ବ୍ୟକ୍ତି ପ୍ରତି ଭୋଜନ ପରେ ମିଠା ଖାଇବାକୁ…

ପାପୁଆ ନ୍ୟୁ ଗିନିରେ ହିଂସାକାଣ୍ଡ ଘଟଣା: ଆଦିବାସୀଙ୍କ ବିବାଦ ମଧ୍ୟରେ ୬୪ ଜଣଙ୍କୁ ହତ୍ୟା

ପୋର୍ଟ ମୋରେସବି: ପାପୁଆ ନ୍ୟୁ ଗିନିରେ ଦୁଇ ଆଦିବାସୀ ପ୍ରତିପକ୍ଷଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରାଯାଉଛି । ସୋମବାର ପୋଲିସ ୬୪ମୃତ ଦେହ ଜବତ…

ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା ଥାନା ଆଇଆଇସିଙ୍କୁ ଆକ୍ରମଣ

ଜଳେଶ୍ୱର: ଜଳେଶ୍ୱରରେ ମହିଳା ଥାନା ଆଇଆଇସିଙ୍କ ଉପରେ ଆକ୍ରମଣ । ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ଆକ୍ରମଣ ପଛରେ ନିଶା ମାଫିଆଙ୍କ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି ।…

ଗୋରୁ ବୋଝେଇ ପିକଅପ୍ ଓଲଟି ୧୩ ଗୋରୁ ମୃତ, ଡ୍ରାଇଭର ଫେରାର

ଓଡ଼ିଶା ଭାସ୍କର: ଦଶପଲ୍ଲା ସ୍ଥିତ ଯୋଗୀବନ୍ଧ ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଗୋରୁ ବୋଝେଇ ପିକଅପ୍ ଓଲଟି ପଡ଼ିବା ଯୋଗୁଁ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣା ଘଟାଇ ଡ୍ରାଇଭର…

‘ରଙ୍ଗୀନ ଧାନ’ କୋରାପୁଟକୁ ଦେବ ନୂତନ ପରିଚୟ, ଗବେଷଣାରୁ ପ୍ରକାଶ

ଓଡ଼ିଶା ଭାସ୍କର: ପାହାଡ଼, ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ବର୍ତ୍ତମାନ ରଙ୍ଗିନ ଧାନ ଜିଲ୍ଲାକୁ ଦେବ ନୂତନ ପରିଚୟ । ଅନ୍ୟ ଧାନ ଠାରୁ ଏହି ପ୍ରଜାତି ଅଧିକ ପୁଷ୍ଟିକର ହେବ ବୋଲି ଗବେଷଣାରୁ ଜଣାପଡ଼ିଛି…