fbpx
BSKY
BJD YOUTH SKY
BJD MS SKY

ବାଇଡେନଙ୍କ ପାଟିରୁ ଖସିଗଲା ଭୁଲ୍, କହିଲେ ପୁଟିନ୍ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଏକ ମୌଖିକ ବାର୍ତ୍ତାରେ କହିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି । କିନ୍ତୁ ପ୍ରକୃତରେ ସେ ୟୁକ୍ରେନ୍…

ଅପହରଣ ପରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ!

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ପୁଣି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସୁକୁମା ଜିଲ୍ଲାରୁ ମାଓବାଦୀମାନେ ୨ ଜଣଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି ।…

ଆମ୍ବୁଲାନ୍ସରେ ବରଯାତ୍ରୀଙ୍କୁ ଧରି ପହଞ୍ଚିଲା ବର, ଷ୍ଟ୍ରେଚରରେ ବସି କନ୍ୟା ସହ କଲେ ବେଦୀ ପରିକ୍ରମା

ପଲାମୁ: ବିବାହକୁ ସ୍ମରଣୀୟ କରିବା ଲାଗି କିଏ କେତେପ୍ରକାର ପ୍ରୟାସ କରିଥାନ୍ତି । କିନ୍ତୁ ଏବେ ଝାରଖଣ୍ଡର ପଲାମୁରୁ ଏପରି ଏକ ବିବାହର ଚିତ୍ର ସାମନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କୁ ଏହା କୌଣସି ଏକ ଫିଲ୍ମର…

ଆପତ୍ତିଜନକ କହି ସେନସର ବୋର୍ଡ କଲା ପ୍ରତ୍ୟାଖ୍ୟାନ , ପଛକୁ ନ ହଟି ଡିଜିଟାଲ୍ ପ୍ଲାଟଫର୍ମରେ ଟ୍ରେଲର ରିଲିଜ୍ କଲେ ନିର୍ମାତା

ନୂଆଦିଲ୍ଲୀ: ଫିଲ୍ମ ‘୭୨ ହୁରେଁ’ର କାହାଣୀ ଆତଙ୍କବାଦର କଳା ଦୁନିଆର ଚିତ୍ର ସାମ୍ନାକୁ ଆଣିଛି । ଆତଙ୍କବାଦୀମାନେ ପ୍ରଥମେ କିପରି ଯୁବକମାନଙ୍କ ବ୍ରେନ୍ ୱାଶ୍ କରିଥାନ୍ତି ଓ ପରେ ନୀରିହ ଲୋକଙ୍କୁ ହତ୍ୟା କରିବା ଲାଗି…

ଗରମ ବଢୁଥିବାରୁ ମୌସୁମୀର ପ୍ରକୃତି ବଦଳୁଛି, ଏବେବି ଦେଶର ୪୭ ପ୍ରତିଶତ ଅଞ୍ଚଳକୁ ଛୁଇଁନି ମୌସୁମୀ

ନୂଆଦିଲ୍ଲୀ: କେରଳରେ ୭ ଦିନ ବିଳମ୍ବରେ ପହଞ୍ଚିବା ପରେ ବି ଦକ୍ଷିଣ ପଶ୍ଚିମ ମୌସୁମୀ ଦ୍ରୁତ ଗତିରେ ଦେଶର ଅଧିକାଂଶ ଭାଗରେ ପ୍ରବାହିତ ହୋଇସାରିଛି । ଶକ୍ତିଶାଳୀ ଘୂର୍ଣ୍ଣିିର୍ଝଡ ବିପର୍ଯ୍ୟୟ ପ୍ରଭାବହୀନ ହେବା ପରେ ପରେ…

ଖାଉଟୀଙ୍କ ଲାଗି ଖୁସି ଖବର, ଖୁବ୍ ଶୀଘ୍ର ଶସ୍ତା ହେବ ହରଡ ଡାଲି

ନୂଆଦିଲ୍ଲୀ: ଏବେ ଦେଶରେ ବିଭିନ୍ନ ଖାଦ୍ୟପଦାର୍ଥର ଦାମ୍ ଯେପରି ଆକାଶଛୁଆଁ ହୋଇଛି ସେଥିରେ ବିଚରା ଖାଉଟୀ ଅଧା ପେଟରେ ରହିବା ସାର ହୋଇଛି । କିନ୍ତୁ ଏବେ ଖାଉଟୀଙ୍କ ଲାଗି ଏକ ଖୁସି ଖବର ସାମ୍ନାକୁ ଆସିଛି । ଆମ ଦେଶରେ…

ନଦୀକୁ ଖସିଲା ବରଯାତ୍ରୀଙ୍କୁ ଧରି ଆସୁଥିବା କାର୍, ଯୁବତୀଙ୍କ ସହିତ ୪ ମୃତ

ସିମଳା: ହିମାଚଳ ପ୍ରଦେଶର ସିମଳା ଜିଲ୍ଲା ରାମପୁରରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଗୁରୁତର ଯୁବକଙ୍କୁ ହସ୍ପିଟାଲ୍…

ସବୁ ପୁରୁଣା ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ ହାସଲ କଲା ନିଫ୍ଟି ୫୦, ବୈଶ୍ୱିକ ବଜାରରୁ ଆସୁଥିବା ସକରାତ୍ମକ ସଂକେତରୁ ମିଳିଛି ଶକ୍ତି

ନୂଆଦିଲ୍ଲୀ:ଭାରତୀୟ ସେୟାର ବଜାର(ଇଣ୍ଡିଆନ ଷ୍ଟକ ମାର୍କେଟ୍) ଆଜି ଐତିହାସିକ ଉଚ୍ଚତାକୁ ଛୁଇଁ ଯାଇଛି । ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ(ନିଫ୍ଟି ୫୦) ଏହାର ସମସ୍ତ ପୁରୁଣା ଅଲ୍ ଟାଇମ୍ ରେକର୍ଡକୁ ପଛରେ ପକାଇ ନୂଆ ରେକର୍ଡ…

ଶିକ୍ଷା ବିଭାଗର କଡା ନିଷ୍ପତ୍ତି: ଅଭ୍ୟାସଗତ ଭାବରେ ଅନୁପସ୍ଥିତ ରହୁଥିବା ୧୦୦୦ରୁ ଅଧିକ ଶିକ୍ଷକଙ୍କ ଦରମା ବନ୍ଦ

ପାଟନା: ଯେଉଁମାନେ ଏଣିକି ବାରମ୍ବାର ଅଫିସରେ ନିଜ କାର୍ଯ୍ୟରେ ଅନୁପସ୍ଥିତ ରହିବେ ସେମାନଙ୍କ ଦରମା ବନ୍ଦ କରିଦିଆଯିବ । ବିହାରର ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି । ଯେଉଁମାନେ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ…

୨୦୨୪ ନିର୍ବାଚନ ଲାଗି ମୋଦୀଙ୍କ ଶଙ୍ଖନାଦ: ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ ଓ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ଫୋକସ୍

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଲୋକସଭା ନିର୍ବାଚନ ଲାଗି ବିଜେପିର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ମୋଦୀ ବିରୋଧୀ ଦଳଙ୍କୁ ଟାର୍ଗେଟ୍ କରିବା ସହ ଗାଁ, କୃଷକ, ମୁସଲମାନ, ଭ୍ରଷ୍ଟାଚାର ଓ…