ଲତା ମଙ୍ଗେସକରଙ୍କୁ କରୋନା ସହ ହୋଇଛି ନିମୋନିଆ, ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୯୨ ବର୍ଷୀୟା ଲତା ମଙ୍ଗେସକର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଲତା ଦିଦି ଖୁବଶୀଘ୍ର ସୁସ୍ଥ…

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହେଲା କରୋନା

ଚଣ୍ଡିଗଡ଼: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜନୀତି କ୍ଷେତ୍ରରେ ଅନେକ ନେତା ଓ ମନ୍ତ୍ରୀମାନେ ଏହାର ଶିକାର ହେଉଛନ୍ତି । ପଞ୍ଜାବ ନିର୍ବାଚନର ଏକ ମାସ ପୂର୍ବରୁ ରାଜ୍ୟର ପୂର୍ବତନ…

(ଭିଡ଼ିଓ)ସମସ୍ତଙ୍କୁ ହେବ ଓମିକ୍ରନ, ଏହାକୁ ରୋକିପାରିବନି ବୁଷ୍ଟର ଡୋଜ୍-ମେଡିକାଲ ବିଶେଷଜ୍ଞଙ୍କ ଦାବି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଜଣେ ଟପ୍ ମେଡିକାଲ ବିଶେଷଜ୍ଞ ଓମିକ୍ରନକୁ ନେଇ ଚେତାବନୀ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଓମିକ୍ରନ…

ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମଗିରି: ପୁଣି ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଉ ଜଣେ ବାବୁ । ପୂର୍ବତନ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି । ପୁରୀ…

ସାବଧାନ୍, ଆହୁରି ୨ ମାସ ବଢ଼ିବ କରୋନା ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ହୁ ହୁ ହୋଇ ମାଡ଼ିବାରେ ଲାଗିଛି । କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ଓ ମୃତ୍ୟୁ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ସଂକ୍ରମଣକୁ ନେଇ…

ଦେଶରେ କରୋନାକୁ ନେଇ ଚିନ୍ତାରେ ସରକାର; ସୁସ୍ଥଠାରୁ ୩ ଗୁଣା ଅଧିକ ନୂଆ ମାମଲା, ୨୪ ଘଣ୍ଟାରେ ୪୪୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା…

ୱାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଏହି ଖେଳାଳୀଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ୱାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିକୁ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର କରୋନାରେ ସଂକ୍ରମିତ…

ବଡ଼ ଖବର: ଓଡ଼ିଆ ଅଭିନେତା ମିହିର ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ଜଗତର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ । ମଲ୍ଟି ଅର୍ଗାନରେ ଫେଲୁଅର ରୋଗରେ ପୀଡ଼ିତ ଥିଲେ ମିହିର । କିଛି ଦିନ ତଳେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ମିହିର ।…

ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ସପାରେ ସାମିଲ

ଲଖନଉ: ଉତ୍ତରପ୍ରଦେଶ ବିଧାନସଭା ପୂର୍ବରୁ ଘନେଇଛି ରାଜନୀତି । ନିର୍ବାଚନ ପୂର୍ବରୁ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ଏହା ପରେ ସେ ସମାଜବାଦୀ ପାଟି ବା ସପାରେ ସାମିଲ ହୋଇଛନ୍ତି ।…

ମକର ସଂକ୍ରାନ୍ତି/ପୋଙ୍ଗଲ ପାଇଁ ଲାଗିଲା କଟକଣା, ଜାଣନ୍ତୁ କ’ଣ କହିଲେ ଏସଆରସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟି ରଖି ସରକାରଙ୍କ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଆଗକୁ ମକର ସଂକ୍ରାନ୍ତି ଆସୁଥିବା ବେଳେ…