ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାରିପଦା(ଓଡ଼ିଶା ଭାସ୍କର): ବାରିପଦାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜାତୀୟ ରାଜପଥରେ ଚଳନ୍ତା କାରରେ ଲାଗିଗଲା ନିଆଁ । ବେତନଟୀ ଫ୍ଲାଏ ଓଭର ଉପରେ ଯାଉଥିବା କାରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଳ୍ପକେ…

ଚିଲିକା ବିଧାୟକ ଜଣେ ଅଭ୍ୟାସଗତ ଅପରାଧୀ, ଦଳରୁ ବହିଷ୍କାର କରୁ ବିଜେଡି: ସମ୍ବିତ ପାତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ବିଜେଡି, କଂଗ୍ରେସ ଓ ବିଜେପିର ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଇ…

ପୁରୁଷଙ୍କ ଏହି ଅଭ୍ୟାସ କମ୍ କରିପାରେ ସ୍ପର୍ମ କ୍ୱାଲିଟି, ପିତା ହେବାରୁ ହୋଇପାରନ୍ତି ବଞ୍ଚିତ୍

ନୂଆଦିଲ୍ଲୀ: ସ୍ପର୍ମ କ୍ୱାଲିଟି ଖରାପ ହେବାରୁ ପୁରୁଷଙ୍କଠାରେ ଇନଫର୍ଟିଲିଟି ବା ବନ୍ଧ୍ୟାକରଣ ସମସ୍ୟା ବଢ଼ିଯାଏ । ଏହି କାରଣରୁ ପିତା ହେବାରେ ଅନେକ ସମସ୍ୟା ଦେଖାଦେଇଥାଏ । ଅନେକ କାରଣରୁ ସ୍ପର୍ମର କ୍ୱାଲିଟି ଖରାପ…

(ଦେଖନ୍ତୁ Video) ଏକାସାଙ୍ଗରେ ୮୧ ଜଣ ଲୋକଙ୍କୁ ଦିଆଗଲା ଫାଶୀ: ଜାଣନ୍ତୁ କ’ଣ ଥିଲା ଅପରାଧ

ଦୁବାଇ: ହତ୍ୟା ଓ ଆତଙ୍କବାଦ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିଛି ସାଉଦି ଆରବ । ଆତଙ୍କୀ ସହ ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣ ଲୋକଙ୍କୁ ସାମୂହିକ…

ପାନ୍ କାର୍ଡ ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା! ଏହି ଭୁଲ ଦ୍ୱାରା ଲାଗିପାରେ ୧୦ ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଆଜି ଯୁଗରେ ପାନ୍ କାର୍ଡ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଏହା ବିନା କୌଣସି ଆର୍ଥିକ କାରବାର ହୋଇପାରିବ ନାହିଁ । ଏହାର ଆବଶ୍ୟକତା ପ୍ରତ୍ୟେକ ଆର୍ଥିକ ଟ୍ରାଞ୍ଜାକ୍ସନ କରିବା ଓ ବ୍ୟାଙ୍କରେ ଆକାଉଣ୍ଟ…

ଅଧିକ କଦଳୀ ଖାଉଥିଲେ ସାବଧାନ୍! ଦେଖାଦେଇପାରେ ଏହି ୫ ସାଇଡ୍ ଇଫେକ୍ଟ

କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ମିଠା ଲାଗିଥାଏ । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କଦଳୀକୁ ବହୁତ ପସନ୍ଦ କରନ୍ତି । ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ…

ଗଞ୍ଜେଇ ମାଫିଆଙ୍କୁ ସହଯୋଗ ପଡିଲା ମହଙ୍ଗା: ASI ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର): ୪୨୦ କିଲେ ଗଞ୍ଜେଇ ଚାଲାଣ ଘଟଣାରେ ଗିରଫ ହୋଇଛନ୍ତି ଏଏସଆଇ । ମାଲକାନଗିରି ମାଥିଲି ଥାନା ଅଧିନ କର୍ତ୍ତନପାଲ୍ଲୀରେ କାର୍ଯ୍ୟରତ ଏଏସଆଇ ଜୟଦାଶ ଖରା ଗିରଫ ହୋଇଥିବା ଜଣାପଡିଛି । ଏଏସଆଇ…

କିଭରେ ରୁଷ ସୈନ୍ୟଙ୍କ ଗୁଳିମାଡ଼: ଶିଶୁ ସମେତ ୭ ମୃତ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହିଛି । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । କିଭରେ ରୁଷ ସୈନ୍ୟଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…

ଏଣିକି ରବିବାରରେ ବି ଜଗାଦର୍ଶନ: ହଟିଲା କଟକଣା

ପୁରୀ(ଓଡ଼ିଶା ଭାସ୍କର): କରୋନା ପାଇଁ ଶ୍ରୀମନ୍ଦିରରେ ଲାଗିଥିବା କଟକଣାକୁ ହଟାଯାଇଛି । ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଶ୍ରୀମନ୍ଦିର ଖୋଲା ରହିବ । ସବୁଦିନ ଭଳି ରବିବାର ଦିନ ବି ସାଧାରଣ ଭକ୍ତ ଦର୍ଶନ କରିପାରିବେ ।…

ବିଧାୟକଙ୍କ ଗାଡ଼ି ମଡ଼ାଇବା ଘଟଣା: ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ

ବାଣପୁର(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । ୧୪୪ ଧାରା ଲାଗୁ କରିଛନ୍ତି…