ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର, ଏହି ରାଜ୍ୟର ସିଏମ ହୋଇପାରନ୍ତି ସାମିଲ

ଅହମଦାବାଦ: ଜୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ ଆଜିର ଦିନ ୨ଟା ୨୦ରେ ନିଜ ପଦ ପାଇଁ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବାର ୨ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ ।…

ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ବର୍ଷା, ପୁରୀରେ ସର୍ବାଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ । ଆଜି ବି ଦିନ ତମାମ ବର୍ଷା ଲାଗି ରହିବ ।…

ଟିକା ନେଇ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି!

ଭୁବନେଶ୍ୱର,(ଓଡିଶା ଭାସ୍କର): ଟିକା ନେଲା ପରେ ବି ଶରୀରରେ ସୃଷ୍ଟି ହେଉନି ଆଣ୍ଟିବଡ଼ି । ଟିକା ନେଲା ପରେ ରାଜ୍ୟରେ ୨୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ହେଉନି । ଜେନମ ସିକୁଏନସିଂ ବିଶ୍ଲେଷଣ ଆଧାରରେ ଭୁବନେଶ୍ୱର ଆଇଏଲଏସ…

ପ୍ରସିଦ୍ଧ ଟିଭି ଅଭିନେତାଙ୍କ ରହସ୍ୟମୟ ଭାବେ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମିଳିଲା ଶବ

ନୂଆଦିଲ୍ଲୀ: ପ୍ରସିଦ୍ଧ ମାଲାୟାଲମ୍ ଟିଭି ଅଭିନେତା ରମେଶ ଭାଲିଆସାଲାଙ୍କର ଅତି ରହସ୍ୟମୟ ଭାବେ ମୃତ୍ୟୁ ହୋଇଛି । ଚଳଚ୍ଚିତ୍ର ଜଗତରୁ ଏନେଇ ସୂଚନା ଦିଆଯାଇଛି । ନିଜ ବାସଭବନରେ ଝୁଲାନ୍ତା ଅବସ୍ଥା ତାଙ୍କର ମୃତଦେହ…

ନଭେମ୍ବରରେ ବାହାହେବାକୁ ଡରନ୍ତି ଲୋକେ, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ସମସ୍ତେ ନିଜ ବାହାଘରକୁ ଅଧିକ ସ୍ପେଶାଲ କରିବାକୁ ଚାହାଁନ୍ତି । ଏଥିପାଇଁ ଶୁଭ ମୂହୁର୍ତ୍ତ, ଗ୍ରହ ନକ୍ଷେତ୍ର ଦେଖି ତିଥି ସ୍ଥିର କରିଥାନ୍ତି । ତେବେ ଜିମ୍ବାୱେର ମାନ୍ୟତା ହିସାବରେ ନଭେମ୍ବର ମାସରେ…

ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଥିବା CM ମମତାଙ୍କ ପାଖରେ ଅଛି କେତେ ସମ୍ପତ୍ତି ? ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନର ବିଗୁଲ ବାଜିସାରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ବା ଟିଏମସି ପକ୍ଷରୁ ଭବନାପୁର ଆସନ ପାଇଁ ନାମାଙ୍କନ ଦାଖଲ କରି ମଇଦାନକୁ ଓହ୍ଲାଇଛନ୍ତି ।…

ଗାଡ଼ି ନମ୍ବର ପରି ବାଛିପାରିବେ କି ଆଧାର ନମ୍ବର? ଜାଣନ୍ତୁ UIDAI ଜବାବ୍

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା…

ଦିନକରେ ୩୮,୯୪୮ ପଜିଟିଭ୍ ଚିହ୍ନଟ, ୩୦୮ ମୃତ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ପୂର୍ବରୁ ଗବେଷକମାନେ ଚେତାବନୀ ଦେଇଥିବା ବେଳେ ଦୈନିକ ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କୁ ଡରାଇ ଦେଇଛି । ଦେଶରେ ପୁଣି ବଢ଼ିଯାଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା…

ଦୁନିଆର ସବୁଠାରୁ ଅଦ୍ଭୁଦ ମଣିଷ: ଯାହାର ୩ଟି ଗୋଡ଼ ଭିତରେ୨ଟି ପ୍ରାଇଭେଟ୍ ପାର୍ଟ, ୭୭ ବର୍ଷ ପଯ୍ୟନ୍ତ…

ଦୁନିଆରେ କିଛି ଅଦ୍ଭୁତ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସହିତ ଏଥିରେ ବିଶ୍ୱାସ କରିବା ବି କଷ୍ଟକର ହୋଇଥାଏ । ସେହପରି ଆପଣ କେବେ ୩ ଗୋଡ଼ ଥିବା ମଣିଷ ବିଷୟରେ ଶୁଣିଛନ୍ତି କି? ଯଦି ନା,ତେବେ ଆସନ୍ତୁ ଜାଣି ଜଣେ…

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…