ନିର୍ବାଚନରେ ବ୍ୟବହାର ହେବ ଡ୍ରୋନ୍: ଡିଜିପି

ମାଲକାନଗିରି(ଓଡ଼ିଶା ଭାସ୍କର): ଦାୟିତ୍ୱ ଗ୍ରହଣ ପରେ ପ୍ରଥମକରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ…

ଲାଞ୍ଚ ନେବା ବେଳେ ଧରାପଡିଲେ ବିଇଓ

ପାରଳାଖେମୁଣ୍ଡି(ଓଡ଼ିଶା ଭାସ୍କର): ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଛନ୍ତି ବିଇଓ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଶିକ୍ଷକଙ୍କ ଏରିଅର ବିଲ୍…

ସୁନ୍ଦରଗଡ଼ ADMଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା, ଦେଖନ୍ତୁ VIDEO

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ରଙ୍କ ଘରେ ଆଜି ରେଡ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ସ୍ଥିତ ନହରକଣ୍ଟାରେ ୮୯ ଲକ୍ଷର…

ପୌର ନିର୍ବାଚନରେ ରହିବ ‘NOTA’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ଏଥର ପୌର ନିର୍ବାଚନରେ ଭୋଟରଙ୍କ ପାଇଁ ରହିବ ‘NOTA’ ବ୍ୟବସ୍ଥା । ପ୍ରଥମଥର ପାଇଁ ପୌର ଭୋଟରେ ଲାଗୁ ହେବାକୁ ଯାଉଛି…

ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍…

୪ ବର୍ଷର ଝିଅକୁ ରେପ୍ ପରେ ହତ୍ୟା: ୧୫ ଘଣ୍ଟାରେ ଗିରଫ, ୫ ମାସରେ ଅପରାଧୀକୁ ଫାଶୀଦଣ୍ଡ

ଜୟପୁର: ସାଢ଼େ ୪ ବର୍ଷର ନାବାଳିକାକୁ ଅପହରଣ କରି ବଳାକ୍ରାର ପରେ ନିର୍ମମ ହତ୍ୟା । ଏହି ମାମଲାରେ ୨୫ ବର୍ଷୀୟ ଅପରାଧକୁ ଫାଶୀଦଣ୍ଡ ଶୁଣାଇଛନ୍ତି ଜୟପୁରର ଏକ ସ୍ୱତନ୍ତ୍ର କୋର୍ଟ । ଓକିଲଙ୍କ କହିବା ମୁତାବକ, ଜୟପୁର…

ହିଜାବ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିଲା ଆବେଦନ । ତୁରନ୍ତ ଶୁଣାଣି ଦାବି କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସଠିକ୍…

ନମ୍ବର ପ୍ଲେଟ୍ ନଥିବା କାରରୁ ମିଳିଲା EVM ମେସିନ୍, ତେଜିଲା ରାଜନୀତି

ଶାମଲି: ଉତ୍ତରପ୍ରଦେଶ କୈରାନାରେ ନମ୍ବର ପ୍ଲେଟ ନଥିବା କାରରୁ ଜବତ ହୋଇଛି ଇଭିଏମ ମେସିନ୍ । କାରରୁ ଇଭିଏମ ମେସିନ୍ ଜବତ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ଏହା ପରେ କୈରାନାରେ ସପାର ପ୍ରାର୍ଥୀ ନାହିଦ ହାସନଙ୍କ ଭଉଣୀ…

ଦେଶରେ କରୋନା ନେଲା ୬୫୭ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୭୭ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…

ଦେଶରେ କରୋନା ନେଲା ୧୦୦୮ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୭୨ ହଜାର ୪୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୦.୯୯% ରହିଛି ।…