ସୁରେଖା ପଲେଇ ହତ୍ୟା ମାମଲା: ବୟଫ୍ରେଣ୍ଡ ସମେତ ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭରତପୁର ସୁରେଖା ପଲେଇ ହତ୍ୟା ମାମଲାରେ ଆସିଛି ବଡ଼ ଖବର । ଏହି ହତ୍ୟା ଘଟଣାରେ ସୁରେଖାଙ୍କ ବୟଫ୍ରେଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରେମିକ ସହ ପାଟିତୁଣ୍ଡ ପରେ…

କରୋନାର ନୂଆ ରେକର୍ଡ; ଦୈନିକ ସଂକ୍ରମଣ ୨ ଲକ୍ଷ ପାର୍, ଓମିକ୍ରନ ସଂଖ୍ୟା ୫୪୮୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଲକ୍ଷ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୪୭ ହଜାର ୪୧୭ ପଜିଟିଭ ଚିହ୍ନଟ…

ପ୍ରଥମଥର ପାଇଁ ବିଶାଳକାୟ ତାରାର ଲାଇଭ୍ ମୃତ୍ୟୁ ଦେଖିଲେ ବୈଜ୍ଞାନିକ, ଦେଖନ୍ତୁ ଭିଡ଼ିଓ

ୱାଶିଂଟନ୍: ବ୍ରହ୍ମାଣ୍ଡ ତଥା ସୌରମଣ୍ଡଳରେ ହେଉଥିବା ଗତିବିଧି ଉପରେ ବୈଜ୍ଞାନିକମାନେ ସର୍ବଦା ନଜର ରଖିଥାନ୍ତି । ଏହାରି ମଧ୍ୟରେ ପ୍ରଥମଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ରିୟଲ ଟାଇମରେ ଗୋଟିଏ ରେଡ୍ ସୁପରଜିଆଣ୍ଟ ତାରାର…

ପଞ୍ଚାୟତ ଭୋଟ୍: ନିର୍ବାଚନ ପ୍ରଚାରକୁ ନେଇ ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆଜି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା…

ସରକାରୀ ଅଫିସରୁ ହଟିବ ପୋଷ୍ଟର ଓ ବ୍ୟାନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାକୁ ନେଇ ରାଜ୍ୟରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାରି ମଧ୍ୟରେ ସରକାରୀ ଅଫିସରୁ ନେତା, ମନ୍ତ୍ରୀ ଓ ସରକାରୀ ଯୋଜନାର ପୋଷ୍ଟର…

ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡ଼ିଓ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ରାସୋଳ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍ ହୋଇଛି । ୨ଟି ବାଇକରେ ଆସି ଗହଣା ଲୁଟ୍ କରିବା ପରେ ଫେରାର୍ ହୋଇଗଲେ ୪ ଦୁର୍ବୃତ୍ତ । ୩ ଜଣଙ୍କୁ…

ସାବଧାନ୍! ବର୍ଷାକୁ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୭ଟି ଯଥା- ବାଲେଶ୍ୱର, ଭଦ୍ରକ,…

ସ୍ୱାମୀଙ୍କ ପରେ ବିଜେପିକୁ ଆଉ ଏକ ଝଟକା, କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ

ଲଖନଉ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ…

ବିଜେପି ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ: ୪୦ରୁ ଅଧିକ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ରୁତ ଗତିର ମାଡ଼ିଚାଲିଛି । ଏହାରି ମଧ୍ୟରେ ଖବର ମିଳିଛି କି, ବିଜେପିର ଦିଲ୍ଲୀ ସ୍ଥିତ ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ ହୋଇଛି । ଟେଷ୍ଟ ପରେ ମୁଖପାତ୍ରଙ୍କ ସମେତ ୪୦ରୁ ଅଧିକ ଲୋକ…

ଓଡ଼ିଶାରେ ବଢ଼ିଲା ଓମିକ୍ରନ ଚିନ୍ତା; ପୁଣି ବାହାରିଲେ ୬୭ ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରୁ ଆଉ ୬୭ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଓମିକ୍ରନ…