ନିଜ ଅପହରଣର ଷଡ଼ଯନ୍ତ୍ର ରଚିଥିଲା ସ୍ୱାମୀ: ମେସେଜ କରି ପତ୍ନୀଙ୍କୁ ମାଗିଲା ଟଙ୍କା, କିନ୍ତୁ ଏପରି ଖୋଲିଗଲା ପୋଲ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରୀବାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି ଅଞ୍ଚଳରେ ଜଣେ ବ୍ୟକ୍ତି ଟଙ୍କା ପାଇଁ ନିଜ ଅପହରଣ ଷଡ଼ଯନ୍ତ୍ର ରଚିଥିଲା । ପତ୍ନୀଙ୍କ ମୋବାଇଲରେ…

ଗାଧୋଇବା ବେଳେ ବୁଡ଼ିଗଲେ ଗୋଟିଏ ପରିବାରର ୧୨ ସଦସ୍ୟ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଅଯୋଧ୍ୟା: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଆଜି ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ରସିଦ୍ଧ ଗୁପ୍ତାର ଘାଟରେ ଥିବା ସରୟୁ ନଦୀରେ ଗାଧୋଇବା ବେଳେ ଗୋଟିଏ ପରିବାରର ୧୨ ଜଣ ସଦସ୍ୟ ବୁଡ଼ି ଯାଇଛନ୍ତି । ଜଣାପଡିଛି ଯେ, ଆଗ୍ରାରୁ ୪…

ଖୁସିଖବର: ୫ ଦିନରେ ଶରୀରରୁ କରୋନା ସଂକ୍ରମଣକୁ ସମାପ୍ତ କରିଦେବ ‘ମୋଲନୁପିରାଭିର’ ଔଷଧ !

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କରୋନା ଭାଇରସର ଔଷଧ ମୋଲନୁପିରାଭିରକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଛି Hetero…

ଏହି ଦିନ Amazon Prime Day Sale ଆରମ୍ଭ, ବମ୍ପର ଡିସକାଉଣ୍ଟର ସହ ମିଳିବ କ୍ୟାସବ୍ୟାକ

ନୂଆଦିଲ୍ଲୀ: ଯଦି ଆପଣ ଅନଲାଇନ୍ ସପିଂ କରୁଛନ୍ତି, ତେବେ ଏହି ଖବରଟି କେବଳ ଆପଣଙ୍କ ପାଇଁ ରହିଛି । ତେବେ Amazon Prime Day Sale ଆରମ୍ଭ ହେବାକୁ ଯାଉଛି । ପ୍ରତିବର୍ଷ କମ୍ପାନୀ ଏହି ସେଲ ଆୟୋଜନ କରୁଥିବା ବେଳେ ୨୦୨୧…

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ…

ଆରମ୍ଭ ହେଲା ପତିତପାବନ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ(ଓଡ଼ିଶା ଭାସ୍କର): ପୁରୀରେ ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ଆରମ୍ଭ ହୋଇଛି । ୧୫ ଦିନ ପରେ ଦକ୍ଷିଣୀ ଘରକୁ ବିଜେ କରିଛନ୍ତି ଦଶାବତାର ପଟିଦିଅଁ । ଏହା ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କରୋନା କଟକଣା…

ବିଜେପି ନେତା ଶୁଭେନ୍ଦୁଙ୍କ ବିରୋଧରେ ମାମଲା ରୁଜୁ, ଆତ୍ମହତ୍ୟା ସହ ଜଡ଼ିତ ଥିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୦୧୮ ମସିହାରେ ଜଡ଼ିତ ଏକ ମାମଲାରେ ବିଜେପି ନେତାଙ୍କ ବିରୋଧରେ ପୁଣି ଥରେ ଯାଞ୍ଚ ଆରମ୍ଭ ହୋଇଛି । ଏହି ମାମଲା…

ରାଜ୍ୟରେ ଗର୍ଭବତୀଙ୍କୁ କେବେ ଟିକାକରଣ? ଜାଣନ୍ତୁ କ’ଣ କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଗର୍ଭବତୀମାନଙ୍କୁ ଟିକାକରଣ ନେଇ ସରକାର ଅନୁତି ଦେଇଛସାରିଛନ୍ତି । ରାଜ୍ୟରେ ୧୫ ତାରିଖ ପରେ…

ସାବଧାନ୍! କରୋନା ରୋଗୀଙ୍କୁ ଏବେ ଆକ୍ରମଣ କରୁଛି ସାଇଟୋମେଗଲୋ ଭାଇରସ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ ବି ଜାରି ରହିଥିବା ବେଳେ ଆସିଛି ଆଉ ଏକ ବଡ଼ ଖବର । ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ମେଡ଼ିକାଲରେ ୬ ରୋଗୀ କରୋନା ପଜିଟିଭ ହେବାର ୨୦ ରୁ ୩୦ ଦିନ ମଧ୍ୟରେ ସାଇଟୋମେଗଲୋ ଭାଇରସ୍…

ଇ-ଲେକଚର ଲୋକାର୍ପିତ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନ ଉପରେ ବିଶେଷ ପ୍ରଭାବ ପକାଇଛି । ଏହାରି ମଧ୍ୟରେ ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକଚର ପାଇଁ ଲୋକାର୍ପିତ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ…