ପୁଣି ବଢିଗଲା ସଂକ୍ରମଣ ! ଭୁବନେଶ୍ୱରରୁ ଆଜି ୪୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆଜି ପୁଣି ବଢ଼ିଛି । ଭୁବନେଶ୍ୱରରୁ ଆଜି ୪୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ଫସିଗଲେ ରସିକିଆ ସାର୍: ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ଅଭିଯୋଗରେ ବାନ୍ଧିନେଲା ପୋଲିସ

ପାଟଣା(ଓଡ଼ିଶା ଭାସ୍କର) : ଗୁରୁ-ଶିଷ୍ୟଙ୍କ ସମ୍ପର୍କକୁ ଅତି ପବିତ୍ର କୁହାଯାଉଥିବା ବେଳେ କିଛି ଅସଭ୍ୟ ଲୋକଙ୍କ ପାଇଁ ଏହା କଳୁଷିତ ହେବାରେ ଲାଗିଛି । ସେହିପରି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଏଭଳି ଏକ…

ସାଧାରଣ ଲୋକଙ୍କୁ ବଡ଼ ଝଟକା: ବଢ଼ିଲା ଅମୁଲ କ୍ଷୀରର ଦାମ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: କରୋନା କାଳରେ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଦର ମହଙ୍ଗା ହେଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଏଣିକି ଲୋକମାନଙ୍କୁ ମହଙ୍ଗା ଦରରେ କ୍ଷୀର କିଣିବାକୁ ପଡ଼ିବ । ଅମୁଲ କମ୍ପାନୀ କ୍ଷୀରର…

ପୁରୀ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କ’ଣ

ପୁରୀ(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ଏବେବି ଚିନ୍ତା ଘାରିଛି । ଏହାରି ମଧ୍ୟରେ ପୁରୀ ପାଇଁ ଆସିଛି ସ୍ୱତନ୍ତ୍ର ଗାଇଡଲାଇନ୍ । ପୁରୀ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି…

ସୋସିଆଲ ମିଡିଆ ପାଇଁ ଗାଇଡଲାଇନ୍ ଜାରି, ନମାନିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କ୍ରାଇମବ୍ରାଞ୍ଚ । ଆକାଉଣ୍ଟ ଖୋଲିବା ବେଳେ ଗୋପନୀୟତା ନୀତି ଭଲ ଭାବରେ ପଢ଼ିବାକୁ ଗାଇଡଲାଇନରେ କୁହାଯାଇଛି । ଏହା ସହିତ…

ଓଡ଼ିଶାରେ ଜୁଲାଇ ୧୬ ଯାଏ ବଢିଲା ଲକଡାଉନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ହୋଇଛି । ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ୍…

ବିଶ୍ୱ ମାନ୍ୟତା ଆଧାରରେ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକକୁ ନେଇ ଓଡ଼ିଶା ପାଇଁ ଆସିଛି ଖୁସି ଖବର ଆସିଛି । ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସ୍ପ୍ରିିଣ୍ଟର ଦୂତୀ ଚାନ୍ଦ । ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ବର୍ଗରେ ଦୂତୀ ଯୋଗ୍ୟତା…

ଯାତ୍ରୀଙ୍କ ପାଇଁ ବଡ଼ ଖବର: ଜୁଲାଇ ୩୧ ପର୍ଯ୍ୟନ୍ତ ବଢ଼ିଲା ଉଡ଼ାଣ କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କୋଭିଡ ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା…

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ପରଲୋକ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ପରିବାରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ବଲିଉଡ ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ ହୋଇଛି । ୪୯ ବର୍ଷ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୫୨୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୫୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…