ପରିସ୍ରା ସହ ଜଡ଼ିତ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା: ହୋଇପାରେ ଏଡସ୍

ସମଗ୍ର ବିଶ୍ୱରେ ଏଡସର ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି ରୋଗ ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧାରିତ ଚିକିତ୍ସା ବାହାରି ନାହିଁ । ଅବଶ୍ୟ ମେଡିସିନ୍ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।…

ପିମ୍ପୁଡ଼ି ଆତଙ୍କରେ ଗ୍ରାମବାସୀ ଥରହର: ରାଣୀ ପିମ୍ପୁଡ଼ିକୁ ଖୋଜୁଛି ବିଶେଷଜ୍ଞ ଟିମ୍

ପିପିଲି, (ଓଡ଼ିଶା ଭାସ୍କର) : ପିପିଲି ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣ ସାହିରେ ଲାଲ୍ ପିମ୍ପୁଡ଼ିଙ୍କ ଆତଙ୍କ ଥମିବାର ନାଁ ନେଉନାହିଁ । ପିମ୍ପୁଡ଼ି ଭୟରେ ଅତିଷ୍ଠ ହୋଇ ୩ଟି ପରିବାର ଇତିମଧ୍ୟରେ ଗାଁ ଛାଡ଼ିଥିବାବେଳେ…

ବଙ୍ଗୋପସାଗରରେ କାଲି ସୃଷ୍ଟି ହେବ ଘୂର୍ଣ୍ଣିବଳୟ: ପରେ ଲଘୁଚାପ

ଭୁବନେଶ୍ୱର: କାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୮ରୁ ଦକ୍ଷିଣ ଓଡ଼ିଶା ଓ ୯ରୁ…

ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ: ଭବ୍ୟ ସ୍ୱାଗତ ପାଇଁ ବିଜେଡ଼ିର ପ୍ରସ୍ତୁତ, ୫୦ ହଜାରରୁ ଅଧିକ ଲୋକ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ଣରେ ଭୁବନେଶ୍ୱର ଫେରିବେ । ତେବେ ଗତ ୪ ତାରିଖରେ ନୂଆଦିଲ୍ଲୀରେ କ୍ୟାପିଟାଲ୍ ଫାଉଣ୍ଡେସନ…

୪୫ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ରାଷ୍ଟ୍ରପତି: କହିଲେ- ‘ଶିକ୍ଷକମାନେ ଆଲୋକର ବର୍ତ୍ତିକା’

ନୂଆଦିଲ୍ଲୀ: ଶିକ୍ଷକମାନେ ହେଉଛନ୍ତି ଆଲୋକର ବର୍ତ୍ତିକା । ସମାଜକୁ ଦିଗଦର୍ଶନ ଦେବାରେ ସେମାନଙ୍କ ଭୂମିକା ଅବିସ୍ମରଣୀୟ । ଗୁରୁ-ଶିଷ୍ୟର ସମ୍ପର୍କ ଆବହମାନ କାଳରୁ ରହି ଆସିଥିବାବେଳେ ଏବେ ସେହି ପରମ୍ପରାକୁ ବଜାୟ ରଖିବା…

Bigg Boss ରେ ନଜର ଆସିପାରନ୍ତି ରାଜ୍ କୁନ୍ଦ୍ରା: କରିବେ କି ନିର୍ଦ୍ଦେଷତା ପ୍ରମାଣ?

ମୁମ୍ବାଇ: ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରାଜ୍ କୁନ୍ଦ୍ରା ବିଗ ବସ୍-୧୬ ରେ ନଜର ଆସିପାରନ୍ତି । ଏକ ରିପୋର୍ଟ ଅନୂଯାୟୀ, ସୋ' ର ମେକର୍ସ ଏବଂ ରାଜ କୁନ୍ଦ୍ରଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହୋଇଛି ।…

ପାକିସ୍ତାନରୁ ମିଳିଲା ବ୍ରିଟେନରୁ ଚୋରି ହୋଇଥିବା ଦାମୀ କାର୍: ଏମିତି ହୋଇଥିଲା ଚୋରି

ନୂଆଦିଲ୍ଲୀ: ଭାବନ୍ତୁ କୌଣସି ଦେଶର ଏକ ଦାମୀ କାର୍ ଚୋରି ହୋଇଯାଉଛି ଆଉ ସେହି କାର୍ ଅନ୍ୟ ଦେଶରେ ମିଳୁଛି । ଏଥିରୁ ଚୋରି କରିଥିବା ବ୍ୟକ୍ତିର ବୁଦ୍ଧିକୁ ଆପଣମାନେ ଅନୁମାନ କରିପାରୁଥିବେ । ଏଭଳି ଏକ ମାମଲା ସାମ୍ନାକୁ…

Liz Truss ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ: ପଛରେ ପଡ଼ିଲେ ରିଷି ସୁନକ

ନୂଆଦିଲ୍ଳୀ: ଲିଜ୍ ଟ୍ରସ୍ ହେଲେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ । ବ୍ରିଟେନର ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହେବେ ଲିଜ୍ ଟ୍ରସ୍ । ଭାରତୀୟ ବଂଶୋଦ୍ଭବ…

Krrish-4 ପାଇଁ ହ୍ରିତିକ୍ ରୋଶନ କରୁଛନ୍ତି ଡାଇରେକ୍ଟର ତଲାଶ ! ରାକେଶ ରୋଶନ କରିବେ ନାହିଁ ଫିଲ୍ମର ନିର୍ଦ୍ଦେଶନା

ମୁମ୍ବାଇ: ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ "କ୍ରିଶ' ଏକ ବ୍ଲକବଷ୍ଟର ଫ୍ରାଞ୍ଚାଇଜି । ୨୦୦୩ ରେ ଫିଲ୍ମ "କୋଇ ମିଲ୍ ଗୟା' ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଖୁବ୍ ସୁନ୍ଦର ଏବଂ ରୋମାଞ୍ଚକର । ଫିଲ୍ମ "କ୍ରିଶ୍' ଏବଂ…

ଡାକ୍ତର କହିଲେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବ ଚେୟାରମ୍ୟାନ୍ ସାଇରସ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିଛି । ରବିବାର ମହାରାଷ୍ଟ୍ରର ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ…