ଆଜି ଶ୍ରାବଣ ମାସର ପ୍ରଥମ ସୋମ ପ୍ରଦୋଶ ଉପବାସ: ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ମହାଦେବଙ୍କ ପୂଜା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସରେ ପଡୁଥିବା ସୋମ ପ୍ରଦୋଶ ଉପବାସର ବିଶେଷ ମହତ୍ୱ ରହିଛି । ଏହି ଦିନ ଯେଉଁମାନେ ଆନ୍ତରିକତାର ସହିତ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି , ସେମାନଙ୍କ ଜୀବନରେ ପ୍ରଭୁଙ୍କ…

ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ସୁପ୍ରିମକୋର୍ଟର…

(Video)ସମୁଦ୍ର ମଝିରେ ପୁଣି ଜଳିଗଲା ଏକ ମାଛଧରା ଟ୍ରଲର: ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ

ପାରାଦୀପ(ଓଡ଼ିଶା ଭାସ୍କର): ଚିଲିକା ମୁହାଣ ନିକଟ ସମୁଦ୍ରରେ ଜଳିଗଲା ମାଛଧରା ବୋଟ 'ଭାଗିଦାରୀ-୩'। ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫…

(Video)ରାଷ୍ଟ୍ରପତି ଭବନ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: ବିଦାୟୀ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ କଲେ ସ୍ୱାଗତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯୋଡିହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଆଉ ମାତ୍ର କିଛି ଘଣ୍ଟାର ପ୍ରତୀକ୍ଷେ । ଭାରତ ଗଣରାଜ୍ୟର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ପ୍ରଥମ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ…

ପୁଣିଥରେ ଦେଶର ସର୍ବୋଚ୍ଚ ଟ୍ୟାକ୍ସ ପ୍ରଦାନକାରୀ ଅଭିନେତା ହେଲେ ଅକ୍ଷୟ କୁମାର: ଆୟକର ବିଭାଗ ଦ୍ୱାରା ସମ୍ମାନିତ

ମୁମ୍ବାଇ: ବଲିଉଡ ସେଲିବ୍ରିଟମାନେ ଯେତେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି, ସେହିପରି ଇନକମ୍ ଟ୍ୟାକ୍ସ ମଧ୍ୟ ଜମା କରୁଛନ୍ତି । ସବୁବେଳେ ଚର୍ଚ୍ଚାରେ ରହୁଥିବା ଖିଲାଡି ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଟ୍ୟାକ୍ସକୁ…

ଦୁର୍ବଳ ହେଉଛି ଘୂର୍ଣ୍ଣିବଳୟ: ୨ ଦିନ ପରେ ପାଗରେ ହେବ ପରିବର୍ତ୍ତନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିଲେ ମଧ୍ୟ ଏହାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି । ଅର୍ଥାତ୍ ଏହା କ୍ରମଶଃ ଦୁର୍ବଳ ହେବାରେ…

(Video) ଚୋରି କରିବାକୁ ମନ୍ଦିରରେ ପଶିଥିଲା ଚୋର: ହେଲା ଚମତ୍କାର, ଭଗବାନ୍ ଦେଲେ ଦଣ୍ଡ

ନୂଆଦିଲ୍ଲୀ: ଖରାପ ଉଦ୍ଦେଶ୍ୟ ରଖି କରିଥିବା କାମର ପରିଣାମ ସବୁବେଳେ ଖରାପ ହିଁ ହୋଇଥାଏ । ବେଳେବେଳେ ଭଗବାନ ମଧ୍ୟ ଖରାପ ଉଦ୍ଦେଶ୍ୟ ଥିବା ଲୋକଙ୍କୁ ଦଣ୍ଡ ଦିଅନ୍ତି । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି…

ଭାରତୀୟ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ: ଆଜି ଶପଥ ନେବେ ଦ୍ରୌପଦୀ

ନୂଆଦିଲ୍ଲୀ: ଦେଶର 15l ରା‌ଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଦ୍ରୌପଦୀ ମୁର୍ମୁ‌। ଦେଶର ସର୍ବୋଚ୍ଚ ପଦ ପାଇଁ ପଦ ଓ ଗୋପନୀୟତାର ନେବେ ଶପଥ । ସଂସଦର କେନ୍ଦ୍ରୀୟ ହଲ୍‌ରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହେବ।ପୂର୍ବାହ୍ନ ୧୦ଟା…

ଥାଇରଏଡ୍ ରୋଗୀମାନେ ନିଜ ଓଜନ ହ୍ରାସ ସମୟରେ ଏହି ଜିନିଷ ଉପରେ ଦିଅନ୍ତୁ ଧ୍ୟାନ : ନଚେତ୍ ଆପଣଙ୍କର ଶରୀର ଉପରେ ପଡିପାରେ ଖରାପ ପ୍ରଭାବ

ଓଡିଶା ଭାସ୍କର : ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଏ ମାନସିକ ଚିନ୍ତାରେ ରହୁଛି ତ ଆଉ କାହାର ଶାରୀରିକ ସମସ୍ୟା ରହିଛି । କିନ୍ତୁ ବର୍ତ୍ତମାନ ବହୁତ…

ରଣିବୀର ସିଂଙ୍କ ପରେ ବିଷ୍ଣୁ ବିଶାଲ ଉଠାଇଲେ ନ୍ୟୁଡ୍ ଫଟୋ: ପତ୍ନି ସାଜିଲେ ଫଟୋଗ୍ରାଫର

ମୁମ୍ବାଇ: ରଣିବାର ସିଂଙ୍କ ପରେ ବର୍ତ୍ତମାନ ବିଷ୍ଣୁ ବିଶାଲଙ୍କ ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଷ୍ଣୁ ବିଶାଲ ରଣବୀର ସିଂଙ୍କ ଫଟୋସୁଟ୍ ଦେଖିବା ପରେ ନିଜକୁ ଅଟକାଇ ପାରିଲେ…