ବହୁତ ଶସ୍ତା ହେଲା iPhone-12 :ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଆଇଫୋନ-୧୨(iPhone-12) କିଣିବାକୁ ଚାହୁଁଛନ୍ତି ତାହାଲେ ଏହାକୁ କିଣିବା ପାଇଁ ଆସିଛି ଭଲ ସୁଯୋଗ । ବର୍ତ୍ତମାନ ସସ୍ତା ହୋଇଛି ଆଇଫୋନ-୧୨ । ଏହି ଫୋନକୁ ନେଇ ଆମାଜନ ଓ ଫ୍ଲିପକାର୍ଡ ଆଣିଛନ୍ତି…

ଏହି ବିଶେଷ ପତ୍ର ଖାଇବା ଦ୍ୱାରା ମଧୁମେୟ ରୋଗୀଙ୍କୁ ମିଳିଥାଏ ଫାଇଦା: ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଆଜିକାଲି ମଧୁମେୟ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ବର୍ତ୍ତମାନ ଅଧିକାଶଂ ଲୋକେ ମଧୁମେୟ ରୋଗରେ ପୀଡିତ। ଏହି ରୋଗୀମାନେ ରକ୍ତରେ ଗ୍ଲୁକୋଜର ସ୍ତରକୁ କମାଇବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ତେବେ ଆପଣ ଯଦି ମଧୁମେୟ…

ବାସୁଦେବପୁରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷକ ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହେବା ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ଗୁରୁତର ସହ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ । ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଆହତ କରିଥିବା ଗଣିତ…

(Video) ଦୁନିଆର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ: ଡ୍ରୋନ୍ ଉପରେ ବସିଥିବା ଉଡ଼ିଗଲେ ୨ ବ୍ୟକ୍ତି

ନୂଆଦିଲ୍ଲୀ: ପୂର୍ବରୁ ଡ୍ରୋନକୁ କେବଳ ଖୁଫିୟା ଏଜେନ୍ସିଗୁଡ଼ିକ ବ୍ୟବହାର କରୁଥିଲେ । ସେମାନେ ଡ୍ରେନ ମାଧ୍ୟମରେ ମନିଟରିଂ କିମ୍ବା ତଥ୍ୟ ସଂଗ୍ରହ କରୁଥିଲେ । କିନ୍ତୁ ଏବେ ସମୟ ବଦଳିଯାଇଛି ଏବଂ ଡ୍ରୋନର ବ୍ୟବହାର ବିବାହ…

‘ଲିଭ-ଇନ୍’ରେ ରହୁଥିବା ମହିଳାଙ୍କ ଉପରେ ଜରିମାନା ଲଗାଇଲେ ହାଇକୋର୍ଟ: କହିଲେ- ‘ସମାଜ ଏହାକୁ ଗ୍ରହଣ କରେନି’

ନୂଆଦିଲ୍ଲୀ: ‘ଲିଭ୍-ଇନ୍’ ରିଲେସନସିପକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଳଟିଛି । ଜଣେ ବିବାହିତ ମହିଳା ଅନ୍ୟ ସହ ‘ଲିଭ-ଇନ’ରେ ରହୁଥିବାକୁ ନେଇ କୋର୍ଟ ରାୟ ଶୁଣାଇଛନ୍ତି ।…

(Video) ବାଲେଶ୍ୱରରେ ବୀଭତ୍ସ କାଣ୍ଡ: ଏକତରଫା ପ୍ରେମ ଯୋଗୁଁ ନାବାଳିକାଙ୍କୁ ପୋଡ଼ିଦେଲା ଯୁବକ

ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବୀଭତ୍ସ କାଣ୍ଡ । ଏକତରଫା ପ୍ରେମର କରୁଣ ପରିଣତି ।ଅତି ନୃଶଂସ ଭାବେ ନାବାଳିକାଙ୍କୁ ଜାଳି ମାରିଲା ରାକ୍ଷସ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ସୋରରୁ ସାମ୍ନାକୁ ଆସିଛି ।…

‘ଦେଢ଼ବର୍ଷରେ ବଦଳିଗଲା ମୋ ପୁଅ…’: ବାବୁସାନ୍ ଓ ଲେଡ଼ି ଅଭିନେତ୍ରୀଙ୍କୁ ସତ ବଖାଣିଲେ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ୍, ତାଙ୍କ ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମାରପିଟ୍ କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ କହୁଛି ବାଡେଇବା ଠିକ୍ ହୋଇଛି ତ ଆଉ କିଏ…

(Video) ଫସିଲେ ପ୍ରକୃତି ଓ ବାବୁସାନ୍! ଉଭୟଙ୍କୁ କମିଶନରେଟ୍ ପୋଲିସର ନୋଟିସ୍, ସତ୍ୟନଗର ଗେଷ୍ଟ ହାଉସରେ ଚାଲିଛି ଛାନଭିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜରାସ୍ତାରେ ଷ୍ଟାର ଦମ୍ପତ୍ତିଙ୍କ ହାଇଡ୍ରାମାକୁ ନେଇ ସବୁଆଡେ ଚର୍ଚ୍ଚା । ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ରାସ୍ତାରେ ଟଣାଓଟରା ସହ ମାଡ଼ ମାରିଛନ୍ତି ପତ୍ନୀ ତୃପ୍ତି ମହାନ୍ତି ।…

କେତେ ସ୍ପିଡରେ ବ୍ୟାପୁଛି ମଙ୍କିପକ୍ସ ? ଜାଣନ୍ତୁ ଭାରତକୁ ସତର୍କ ରହିବା କାହିଁକି ଜରୁରୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍କିପକ୍ସକୁ ନେଇ ଗ୍ଲୋବାଲ ହେଲଥ ଏମରଜେନ୍ସି ଘୋଷଣା କରିଛି । ମଙ୍କିପକ୍ସ ଦୁନିଆର ୭୫ଟି ଦେଶରେ ବ୍ୟାପିଥିବା ବେଳେ ୧୬ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଛି । ଏହା ସହ ୫…

କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ଘଟିଛି । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ…