Browsing Category
ଦେଶ
ଦୀର୍ଘ ୭ ଘଣ୍ଟା ଧରି ଇଣ୍ଟରନେଟ ଡାଉନ୍ ରହିବା ପରେ ସ୍ୱାଭାବିକ ହେଉଛି ସ୍ଥିତି
ନୂଆଦିଲ୍ଲୀ: ଦୀର୍ଘ ୭ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍ ଏହି ୩ ସୋସିଆଲ ମିଡିଆ ସଂସ୍ଥାର ସର୍ଭର ସାରା…
କ୍ଷମା ମାଗିଲେ ଫେସବୁକ, ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ
ଡାଉନ ରହିଛି ଫେସବୁକ, ହ୍ୱାଟ୍ସଆପର ଇନଷ୍ଟାଗ୍ରାମର ସର୍ଭର । ଦୀର୍ଘ ସମୟ ଧରି ଡାଉନ ରହିଛି ସର୍ଭର । ଫଳରେ ଫେସବୁକ, ହ୍ୱାଟ୍ୱସଆପ, ଇନଷ୍ଟାଗ୍ରାମରରେ ହୋଇପାରୁନାହିଁ କୌଣସି ପ୍ରକାର ତଥ୍ୟର ଆଦାନ ପ୍ରଦାନ । ସେପଟେ…
‘ଗଧ’ ମନ୍ତବ୍ୟ ପାଇଁ ଥରୁରଙ୍କୁ କ୍ଷମା ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଭୁଲ ମାଗିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବନାଥ ରେଡ୍ଡି । ଗୁରୁବାର ଶଶୀ ଥରୁର ଏକ ଟ୍ୱିଟ କରି କହିଥିଲେ ଯେଉଁଥିରେ ସେ କହିଥିଲେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ…
ପରିଶ୍ରା କରିବାକୁ ବାରଣ ପଡିଲା ମହଙ୍ଗା; ଛୁରୀ ଭୁସି ହତ୍ୟା କଲା ଯୁବକ
ନୂଆଦିଲ୍ଲୀ: ପରିଶ୍ରା କରିବାକୁ ବାରଣ କରିବାରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଛି ଜଣେ ଯୁବକ । ପାଖରେ ପରିଶ୍ରା ନକରିବାକୁ କହିବାରୁ ୨୪ ବର୍ଷୀୟ ଯୁବକ ଜଣଙ୍କ ୪୧ ବର୍ଷୀୟ ମହମ୍ମଦ ରଫିକ୍ ଅନସାରୀଙ୍କୁ ହତ୍ୟା…
ଡାଉନ ହେଲା Whatsapp, Facebook, Instagram
ନୂଆଦିଲ୍ଲୀ: ଡାଉନ ହେଲା ସୋସିଆଲ ମିଡିଆ । ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ, ଫେସବୁକ୍, ଇନଷ୍ଟାଗ୍ରାମର ସର୍ଭର ଡାଉନ ରହିଛି । ସୋମବାର ରାତି ୯ଟା ୧୫ଠାରୁ ଡାଉନ ରହିଛି ସର୍ଭର । ସର୍ଭର ଡାଉନ ଯୋଗୁଁ…
‘ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପାଣ୍ଡୋରା ପେପର୍ସ ଲିକ ମାମଲାରେ ଭାରତ ସରକାର ସୋମବାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସିବିଡିଟି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯାଞ୍ଚ ଏଜେନ୍ସି ଏହି ମାମଲାର ଯାଞ୍ଚ କରିବାକୁ ହୋଇଛି ନିଷ୍ପତ୍ତି ।…
ଡ୍ରୋନରେ ଜରିଆରେ ଭାକ୍ସିନ ଡେଲିଭରି କରୁଛି ICMR
ନୂଆଦିଲ୍ଲୀ: ଅପହଞ୍ଚ ତଥା ପାହାଡ଼ିଆ ଅଞ୍ଚଳରେ ଭାକ୍ସିନ ପହଞ୍ଚାଉଛି ଆଇସିଏମଆରର i-drone । କରୋନା ଭାଇରସଠାରୁ ଜୀବନ ରକ୍ଷା କରୁଥିବା ରକ୍ଷାକାରୀ କୋଭିଡ ଭାକ୍ସିନ କିପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସେନେଇ ଏଭଳି…
ଶାଢ଼ୀ ପିନ୍ଧା ମହିଳାଙ୍କୁ ମିଳିନଥିଲା ପ୍ରବେଶ, ଏବେ ବନ୍ଦ ହେଲା ରେଷ୍ଟୁରାଣ୍ଟ
ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଜଣେ ମହିଳାଙ୍କୁ ଶାଢ଼ୀ ପିନ୍ଧିଥିବା ଦର୍ଶାଇ ପ୍ରବେଶ ଅନୁମତି ଦେଇନଥିବା ରେଷ୍ଟୁରାଣ୍ଟରେ ପଡ଼ିଲା ତାଲା । ନଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ରେଷ୍ଟୁରାଣ୍ଟକୁ ନୋଟିସ…
୭ ତାରିଖ ଯାଏଁ NCB ରିମାଣ୍ଡରେ ଆର୍ଯ୍ୟନ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ…
ପୋଲିସକୁ ଦେଖି ଦୌଡି ନଥିଲି, ତଦନ୍ତରେ ସହଯୋଗ କରିଥିଲି; ବେଲ ଶୁଣାଣି ବେଲେ ଆର୍ଯ୍ୟନଙ୍କ ବୟାନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଶୁଣାଣି ଏନସିବି କୋର୍ଟରେ ଜାରି ରହିଛି । ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିନଥିବା ବେଳେ ତଦନ୍ତରେ ସହଯୋଗ କରିଥିବା ନେଇ କୋର୍ଟରେ ବୟାନ ଦେଇଛନ୍ତି…