Browsing Category

ଦେଶ

୧୪୨ ବର୍ଷରେ ସବୁଠୁ ଗରମ ମାସ ଜୁଲାଇ, ଇତିହାସର ୧୦ଟି ଗରମ ବର୍ଷରେ ସାମିଲ୍ ହେବ ୨୦୨୧

ଓଡ଼ିଶା ଭାସ୍କର ବ୍ୟୁରୋ: ମୌସୁମୀର ନିୟମିତ ବର୍ଷା ଏ ଯାଏଁ ମିଳିନି ଓଡ଼ିଶାକୁ । ଧାରା ଶ୍ରାବଣ ମାସ ବୋଲି ଯାହା କୁହାଯାଏ, ତାହା ଚଳିତ ବର୍ଷ ଭୁଲ୍ ବୋଲି ପ୍ରମାଣିତ କରିଦେଇଛି । ଫ୍ୟାନ୍-ଏସି ନଦେଲେ ସମ୍ଭାଳି ହେଉନି…

ଲଭ୍ ମ୍ୟାରେଜର ଭୟଙ୍କର ଦଣ୍ଡ, ପେପର କଟରରେ ଝିଅର ବେକ କାଟିଲା ପିତା !

ଚେନ୍ନାଇ: ଆଜିକାଲି ପ୍ରେମ ବିବାହ ଅତି ସାଧାରଣ କଥା କହିଲେ ଚଳେ , କିନ୍ତୁ ଏବେ ବି କିଛି ସ୍ଥାନରେ ଏହାକୁ ତୀବ୍ର ବିରୋଧ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ତାମିଲନାଡୁର ଥିରୁପୁରରେ ଘଟିଛି, ଯାହାକୁ…

କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ, ଟିଏମସିରେ ସାମିଲ ନେଇ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ…

ପିଏମ କିଷାନର ଟଙ୍କା ହେବ ଦ୍ୱିଗୁଣ ! କୃଷକଙ୍କ ଆକାଉଣ୍ଟକୁ ୬ ହଜାର ବଦଳରେ ଆସିବ ୧୨,୦୦୦

ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ଆଗାମୀ ଦିନରେ ଖୁସିଖବର ମିଳିପାରେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ମିଳୁଥିବା ଟଙ୍କା ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ସରକାର । ମିଳିଥିବା ଖବର ମୁତାବକ, କୃଷକଙ୍କୁ…

ଗୋଟିଏ ବାଇକରେ ୭ ଜଣ, ପୋଲିସ କହିଲା- ‘ଚାଲାଣକୁ ନୁହେଁ, ବରଂ ଯମରାଜାଙ୍କୁ ଡର’

ନୂଆଦିଲ୍ଲୀ: ଗୋଟିଏ ବାଇକରେ ୨ରୁ ୩ ଜଣ ଯିବା କଷ୍ଟକର ହେଉଥିବା ବେଳେ ଉତ୍ତରପ୍ରଦେଶରୁ ଏପରି ଏକ ଫଟୋ ଆସିଛି, ଯେଉଁଥିରେ ଗୋଟିଏ ବାଇକରେ ୭ ଜଣ ବସିଥିବାର ଦେଖିବାକୁ ମିଳିଛି । ଗୋଟିଏ ବାଇକରେ ଏତେ ଜଣଙ୍କୁ ଦେଖି ଯୁପି…

ଇତିହାସ ରଚିଲେ ନୀତିଶ, ମୁଖ୍ୟମନ୍ତ୍ରୀ ଭାବେ ୧୫ ଥର ଉଡ଼ାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୭୫ତମ ସ୍ୱାଧୀନତା ଦିବସ ଅବସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ନୀତିଶ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ । ଏଥିସହିତ…

Aadhaar Cardରେ ଆଉ ପୂର୍ବ ପରି ଆଡ୍ରେସ୍ ଅପଡେଟ୍ କରିପାରିବେ ନାହିଁ, UIDAI ଜାରିକଲା ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ନିଜର ଆଧାର କାର୍ଡରେ ଆଡ୍ରେସ୍ ଅପଡେଟ୍ କରିବାକୁ ଚାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଆସିଛି । ୟୁଆଇଡିଏଆଇ ପକ୍ଷରୁ ଆଧାର କାର୍ଡରେ ଆଡ୍ରେସ୍ ପରିବର୍ତ୍ତନ ପାଇଁ ନୂଆ ନିୟମ ଜାରି…

ତାଲିବାନ୍ କବଜାରେ ଆଫଗାନିସ୍ତାନ: ଭାରତ ପାଇଁ କି ସଙ୍କେତ ଦେଉଛି ଆଉ କ’ଣ ଘଟିପାରେ ଆଗକୁ, ଜାଣନ୍ତୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାକୁ ଚାଲିଯାଇଛି । ୨୦ ବର୍ଷ ପୁଣି ଥରେ ଦେଶକୁ ତାଲିବାନ ଯୁଗ ଫେରିଛି । ଦେଶର ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ିଛନ୍ତି ।…

ପୱନଦୀପ ରାଜନ Indian Idol-12 ସିଜିନର ୱିନର

ନୂଆଦିଲ୍ଲୀ: ଦେଶର ସବୁଠାରୁ ପପୁଲାର ସିଙ୍ଗିଙ୍ଗ ରିୟଲିଟି ଶୋ ଇଣ୍ଡିଆନ୍ ଆଇଡଲ୍-୧୨ ସିଜିନର ପରିସମାପ୍ତି ଘଟିଛି । ବହୁ ସମୟ ଧରି ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲା । ତେବେ ଚଳିତ…

‘ସଂସଦରେ ଉପଯୁକ୍ତ ବିତର୍କ ହୋଇପାରୁନି’; କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ଓଡ଼ିଶା ଭାସ୍କର ବ୍ୟୁରୋ: ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି। ଗଠନମୂଳକ ଆଲୋଚନା ହୋଇପାରୁନି। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ…