Browsing Category
ଦେଶ
ନରମ ପଡିଲା ୟୁଏନଏସସି ! ଆତଙ୍କବାଦ ଉପରେ ଟିପ୍ପଣୀରେ ଗାଏବ ତାଲିବାନର ନାମ
ନୂଆଦିଲ୍ଲୀ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଅକ୍ତିକାର କରିବାର ଦୁଇ ସପ୍ତାହ ପରେ ତାଲିବାନକୁ ନେଇ ବଦଳିଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ୱର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅର୍ଥାତ ୟୁଏନଏସସି…
ତାଲିବାନକୁ ଭୟଙ୍କର କ୍ଷତି ପହଞ୍ଚାଇଲା ARC
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବା ବେଳେ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏକାକୀ ସଂଗ୍ରାମ ଜାରି ରଖିଛନ୍ତି । ସଲେହଙ୍କ ନେତୃତ୍ୱରେ ପଞ୍ଜଶୀର ପ୍ରଦେଶର ଆଫଗାନିସ୍ତାନ ରେଜିଷ୍ଟାନ୍ସ…
କାମସୁତ୍ର ବହିରେ ନିଆଁ ଲଗାଇଲେ ବଜରଙ୍ଗ ଦଳ, ହିନ୍ଦୁ ଦେବଦେବୀଙ୍କୁ ଅବମାନନା ଅଭିଯୋଗ
ଅହମଦାବାଦ୍: ଅହମଦାବାଦ୍ ର ଏକ ବହି ଦୋକାନରେ ଥିବା କାମସୁତ୍ର ବହିରେ ନିଆଁ ଲଗାଇଦେଇଛନ୍ତି ବଜରଙ୍ଗ ଦଳ । ସେମାନେ ଅଭିଯୋଗ ଆଣିଛନ୍ତି ଯେ, ଏହି ବହିରେ ହିନ୍ଦୁ ଦେବଦେବୀଙ୍କୁ ଅଶ୍ଳୀଳ ରୂପରେ ଦେଖାଯାଇଛି । ତେଣୁ…
ଏହି ଗାଁରେ ରହିଛନ୍ତି ୪୦୦ରୁ ଅଧିକ ଯାଆଁଳା ଶିଶୁ, ରହସ୍ୟ ଉପରୁ ପରଦା ଉଠାଇ ପାରୁନାହାନ୍ତି ବିଶେଷଜ୍ଞ
ଓଡ଼ିଶା ଭାସ୍କର ବ୍ୟୁରୋ: ଦୁନିଆରେ ଅନେକ ପ୍ରକାରର ଅଜବ-ଗଜବ ଘଟଣା ଘଟିଥାଏ ଯାହା ଆମକୁ ତାଜୁବ୍ କରିଥାଏ । ଏସବୁ ଏତେ ପରିମାଣରେ ଆଶ୍ଚର୍ଯ୍ୟକର ହୋଇଥାଏ ଯେ, ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ଏହି କ୍ରମରେ ଆଜି ଆମେ…
ପଦକ ବିଜୟ ପରେ ଭବିନାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ; ଏମିତି ଲେଖିଲେ ମୋଦୀ
ନୂଆଦିଲ୍ଲୀ: ଟୋକିଓ ୨୦୨୦ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଭବିନା ପଟେଲଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପୂର୍ବତନ କଂଗ୍ରେସ ସଭାପତି…
କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା
ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା…
ଏଣିକି PSLV ତିଆରି କରିବେ ଘରୋଇ କମ୍ପାନୀ: କଣ୍ଟ୍ରାକ୍ଟ ହାତେଇବା ପାଇଁ ଦୌଡରେ ଅଦାନୀ ଗ୍ରୁପ୍ ଓ ଲାର୍ସନ ଆଣ୍ଡ ଟର୍ବୋ ଭଳି ଅନେକ ସଂସ୍ଥା
ନୂଆଦିଲ୍ଲୀ : ଦେଶରେ ପ୍ରଥମ ଥର ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବ୍ୟତୀତ କୌଣସି ଘରୋଇ କମ୍ପାନୀ ନିର୍ମାଣ କରିବ ସ୍ପେସ୍ ଲଞ୍ଚ ହ୍ୱିକିଲ୍ । ଏବେ ଭାରତର ଘରୋଇ କମ୍ପାନୀ ତିଆରି କରିବେ ପୋଲାର ସାଟେଲାଇଟ୍…
ପଞ୍ଜଶୀର ଦଖଲରେ ତାଲିବାନ ବିଫଳ; ଅନ୍ତିମ ପର୍ଯ୍ୟାୟରେ ଆମେରିକାର ଏୟାରଲିଫ୍ଟ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦେଖା ଦେଇଥିବା ଗୃହ ଯୁଦ୍ଧ ପରସ୍ଥିତି ଥମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ପଞ୍ଜଶୀର ଦଖଲ କରିବାରେ ବିଫଳ…
କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ତାମିଲନାଡୁର ଶ୍ରମିକ ହୋଇଥିବା ଜଣାପଡିଛି । ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି…
ବିଏମ୍ସି କମିଶନରଙ୍କ ଭବିଷ୍ୟବାଣୀ: ୨୦୫୦ ବେଳକୁ ସମୁଦ୍ର ଗର୍ଭରେ ଲୀନ ହେବ ମୁମ୍ବାଇର ୮୦% ଅଞ୍ଚଳ
ମୁମ୍ବାଇ : ୨୦୫୦ ବେଳକୁ ଅର୍ଥାତ ଆଉ ୨୯ ବର୍ଷ ପରେ ମୁମ୍ବାଇ ସହରର ୮୦% ଅଞ୍ଚଳ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ମୁମ୍ବାଇ ମହା ନଗରପାଳିକା କମିଶନର ଇକବାଲ ସିଂ ଚହଲ ମୁମ୍ବାଇ ସହର ପାଇଁ ଏଭଳି ଏକ ଭୟଙ୍କର ଭବିଷ୍ୟବାଣୀ…