Browsing Category

ଦେଶ

କଶ୍ମୀରରେ ଆତଙ୍କୀ ଆକ୍ରମଣ ଉଦ୍ୟମକୁ ଦମନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀକୁ ମିଳିଛି ପୁଣି ଏକ ସଫଳତା । ଏକ ବଡ଼ଧରଣର ଆତଙ୍କୀ ହମଲାକୁ ପଣ୍ଡ କରିଛି ସୁରକ୍ଷାବାହିନୀ । ସୂଚନାନୁସାରେ ଦକ୍ଷିଣ କାଶ୍ମୀରର ପଞ୍ଚଗାମ ଗାଁରେ ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡି…

ମୃତ ବୟଫ୍ରେଣ୍ଡ ହାତରେ ନାବାଳିକାକୁ ସିନ୍ଦୁର ପିନ୍ଧାଇଲେ ପୁଅଘର ଲୋକେ

କୋଲକାତା: ପରସ୍ପରକୁ ଖୁବ ଭଲପାଉଥିଲେ ପୁଅ-ଝିଅ । ଦୁହେଁ ବିବାହ ମଧ୍ୟ କରିବାକୁ ଚାହୁଥିଲେ । ତେବେ ଏଥିରେ ରାଜି ହୋଇନଥିଲେ ଝିଅର ମା’ । ବାସ୍ ଏହି କାରଣରୁ ମର୍ମାହତ ହୋଇ ଆତ୍ମହତ୍ୟା କରିଦେଲା ପୁଅ । ଏତିକିରେ…

ଟିଭି ଚାନେଲ୍ ବିରୋଧରେ ଆନ୍ଧ୍ର ପୋଲିସର କାର୍ଯ୍ୟାନୁଷ୍ଠାନକୁ ଭତ୍ସର୍ନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଉଜ୍ ଚ୍ୟାନେଲ୍ ପ୍ରତି ଆନ୍ଧ୍ର ପ୍ରଦେଶ ପୋଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୋମବାର ସୁପ୍ରିମ୍ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ…

କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ପ୍ରଭାବଶାଳୀ!

ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ଟିକାକରଣକୁ ଜୋରଦାର କରାଯାଇଛି । ହେଲେ ଟିକା ଅଭାବରୁ ଅନେକ ଲୋକ ଟିକା ନେବାରୁ ବଞ୍ଚିତ ଅଛନ୍ତି । ବିଶେଷଜ୍ଞ ମାନଙ୍କ କହିବା କଥା ଯେ, ବର୍ତ୍ତମାନ ସମୟରେ କୋଭିଡରୁ…

କେନ୍ଦ୍ରର କଡା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଁଇଲା ଟ୍ୱିଟର, ନୂଆ ଆଇଟି ନିୟମ ପାଳନ କରିବାକୁ ରାଜି ହେଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସହ ଦୀର୍ଘ ଦିନର ଲଢେଇ ପରେ ଶେଷରେ ମୁଣ୍ଡ ନୁଆଁଇଲା ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ୱିଟର । କେନ୍ଦ୍ର ସରକାରଙ୍କ କଡା ଆଭିମୁଖ୍ୟ ପରେ ଟ୍ୱିଟର ନୂତନ ଆଇଟି ନିୟମ ଲାଗୁ କରିବାକୁ…

ଆସନ୍ତା ଜୁନ୍ ୩ରେ କେରଳ ଛୁଇଁବ ମୌସୁମୀ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ,…

ସୋନୁ ସୁଦଙ୍କୁ ସାହାଯ୍ୟ ଯୋଗାଇଲେ ଦୁଇ ଶିଶୁକନ୍ୟା, ଜାଣନ୍ତୁ କଣ କହିଲେ ଅଭିନେତା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକଟ ଆରମ୍ଭ କାଳରୁ ବଲିଉଡ୍ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାହାଯ୍ୟ ମାଗୁଥିବା କୌଣସି ଲୋକଙ୍କ ସେ ନିରାଶ କରିନାହାନ୍ତି ।…

ସିବିଏସଇ ଦ୍ୱାଦଶ ପରୀକ୍ଷା ଉପରେ ଶୁଣାଣି ପୁଣି ସ୍ଥଗିତ, ଜୁନ ୩ରେ ଚୂଡାନ୍ତ ରାୟ ଦେବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ସୋମବାର ସିବିଏସଇ ବୋର୍ଡ ପରୀକ୍ଷା ଉପରେ ଚୂଡାନ୍ତ ନିଷ୍ପତି ହୋଇ ପାରି ନାହିଁ । ଆଜି ଶୁଣାଣି ହେବା ମାତ୍ରେ ମାମଲାକୁ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି । କେନ୍ଦ୍ର ସରକାର ନିଜର…

ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଭ୍ୟାକ୍ସିନ୍: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକରଣ କରାଯିବା ନେଇ ବ୍ୟବସ୍ଥା…

ସେଂଟ୍ରାଲ ଭିଷ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଜାରି ରହିବ ଏହାର କାମ, ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ମଧ୍ୟରୁ ଏକ ସେଂଟ୍ରାଲ ଭିଷ୍ଟା ପ୍ରକଳ୍ପ ଉପରେ ରୋକ୍ ଲଗାଇବାକୁ ଦାଖଲ ଆବେଦନ ଉପରେ ସୋମବାର ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଷ୍ପତି ଶୁଣାଇଛନ୍ତି । ହାଇକୋର୍ଟ…