Browsing Category

ଦେଶ

ହଟିବ ମହାଭାରତ ଉପରୁ ରହସ୍ୟ, ୭୦ ବର୍ଷ ପରେ ହସ୍ତିନାପୁରରେ ହେବ ଖନନ, ଅଣ୍ଟା ଭିଡିଲା ଏଏସଆଇ

ମେରଠ: ମହାକାବ୍ୟ "ମହାଭାରତ"ରେ କୌରବଙ୍କ ରାଜଧାନୀ ଥିବା ହସ୍ତିନାପୁରର କଥା ସହିତ ଜଡ଼ିତ ରହସ୍ୟକୁ ଜାଣିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ଏକ ବଡ଼ ପଦକ୍ଷେପ ଉଠାଇଛି । ଏଏସଆଇର ଟିମ୍ ମେରଠ ଠାରୁ…

ପେଗାସସ୍ ବଢ଼ାଇଲା ଚିନ୍ତା, ମାଲୱେର୍ ଆଟାକ୍ କେମିତି ନହେବ…

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ଷକୁ ବର୍ଷ ବଢ଼ି ଚାଲିଛି ସାଇବର୍ କ୍ରାଇମ୍ । ନୂଆ ନୂଆ କୌଶଳରେ ହାକର୍ ଆଟାକ୍ କରୁଛନ୍ତି । ଆଉ ସହଜରେ ଫସିଯାଉଛନ୍ତି ସାଧାରଣ ଜନତା । ପରିସ୍ଥିତି ଏଭଳି ହୋଇଛି ଯେ ଏକ୍ସପର୍ଟମାନେ ମଧ୍ୟ…

କେନ୍ଦ୍ରମନ୍ତ୍ରୀଙ୍କ ବୃଦ୍ଧ ପିତାମାତା ଖଟୁଛନ୍ତି ଜମିରେ! ଅର୍ଥ ଓ ସଉକ ହାର ମାନିଛି ଏମାନଙ୍କ ଆଗରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମୟରେ ଯଦି ଜଣଙ୍କର ମାସିକ ଦରମା ୧୫ ହଜାରରୁ ୩୦ ହଜାର ହୋଇଥାଏ, ତେବେ ଉକ୍ତ ବ୍ୟକ୍ତିଙ୍କର ଜୀବନରେ ବହୁତ କିଛି ରାତାରାତି ପରିବର୍ତ୍ତନ ହୋଇଯାଇଥାଏ । ଯେପରିକି, ବାଇକ୍, ଘର,…

ଭାରତରୁ ବିମାନ ଉଡାଣ ପ୍ରତିବନ୍ଧକକୁ ଅଗଷ୍ଟ ୨୧ ଯାଏ ବଢ଼ାଇଲେ କାନାଡା ସରକାର

ନୂଆଦିଲ୍ଲୀ: କାନାଡା ସରକାର ଭାରତରୁ ସିଧାସଳଖ ବିମାନ ଉଡ଼ାଣ ଉପରେ ଲାଗୁ କରିଥିବା ପ୍ରତିବନ୍ଧକକୁ ୩୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବିମାନ ଉଡାଣ ପାଇଁ ଲାଗୁ କରିଥିବା ପ୍ରତିବନ୍ଧକ ଜୁଲାଇ ୨୧ରେ ସରିବାର ଥିଲା…

ରାଜ୍ କୁନ୍ଦ୍ରା ଏହିପରି ଭାବେ ଚଳାଉଥିଲେ ଅଶ୍ଳୀଳ ଭିଡିଓ ଧନ୍ଦା, ୱି ଟ୍ରାନ୍ସଫର୍ ଜରିଆରେ ବିଦେଶକୁ ପଠାଉଥିଲେ ପର୍ଣ୍ଣ କ୍ଲିପ୍

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣୁ ଓ ସେସବୁକୁ ଆପରେ ଅପଲୋଡ୍ କରୁଥିବା ଅଭିଯୋଗରେ ଗତକାଲି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି…

କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ତାତ୍ସଲ୍ୟ- ନିର୍ବାଚନ ହାରିବା ପରେ ବି ନିଦ ଭାଙ୍ଗୁନି, ନିଜଠୁ ଅଧିକ ଆମ ଚିନ୍ତା କରୁଛନ୍ତି

ନୂଆଦିଲ୍ଲୀ : ସୋମବାରଠୁ ଆରମ୍ଭ ହୋଇଛି ସଂସଦର ମୌସୁମି ଅଧିବେଶନ। ପ୍ରଥମ ଦିନର ଗୃହ କାର୍ଯ୍ୟ ହଟ୍ଟଗୋଳରେ ସରିବା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କରୋନା ତୃତୀୟ…

ରାଜ୍ କୁନ୍ଦ୍ରାଙ୍କ ପରେ ଅଶ୍ଳୀଳ ଭିଡିଓ ମାମଲାରେ ଆଉ ଜଣଙ୍କୁ ଧରିଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଆଉ ସଫଳତା ମିଳିଛି । ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପରେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିବାର…

Airtel-Jio-Vi: କିଏ ଦେଉଛି ଗ୍ରାହକଙ୍କୁ ଶସ୍ତା ପ୍ଲାନ୍, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଟେଲିକମ୍ କମ୍ପାନୀମାନେ ବର୍ଷ ସାରା ବିଭିନ୍ନ ପ୍ରିପେଡ୍ ପ୍ଲାନ ଅଫର ଦେଇଥାନ୍ତି ।ଏୟାରଟେଲ, ଜିଓ ଓ ଭୋଡ଼ାଫୋନ-ଆଇଡିଆର ପ୍ରିପେଡ୍ ପ୍ଲାନ ବର୍ଷସାରା ଭାଲିଡିଟି ସହ ଲଞ୍ଚ ହୋଇଥାଏ । ବାର୍ଷିକ…

ଓଟିରେ ଗଡ଼ୁଛି ମଦ ବୋତଲ, ନାଁ ଅଛନ୍ତି ଡାକ୍ତର, ନାଁ ହେଉଛି ରେଜିଷ୍ଟ୍ରେସନ୍; ରେଡ୍ ପରେ ଖୋଲିଲା ୨୯ଟି ହସ୍ପିଟାଲର ଗୁମର

ଲକ୍ଷ୍ନୌ: ଗୋଟେ ପଟେ କରୋନା ମହାମାରୀ ପାଇଁ ସାଧାରଣ ଲୋକ ଖୁବ୍ ହନ୍ତସନ୍ତ ହେଉଛନ୍ତି । ରୋଗୀଙ୍କୁ ବେଡ୍ ନପାଇ ଅକାଳରେ ମୃତ୍ୟୁବରଣ କରୁଛନ୍ତି । କିନ୍ତୁ ଲକ୍ଷ୍ନୌର ହସ୍ପିଟାଲର ସ୍ଥିତି ସଠିକ୍ ପରିଚାଳନା ଅଭାବରେ…