Browsing Category
ଦେଶ
୨୦୧୯ରେ ଭାଉ ଦେଖାଉଥିଲେ ଆଉ ଏବେ ମାନିଗଲେ, ଶେଷରେ ଗୋଟିଏ ମନ୍ତ୍ରୀ ପଦରେ କେମିତି ମାନିଗଲେ ନୀତୀଶ କୁମାର ?
ନୂଆଦିଲ୍ଲୀ(ଓଡିଶା ଭାସ୍କର) : କ୍ୟାବିନେଟ୍ ଅଦଳବଦଳକୁ ନେଇ ଜାରି କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଦୁଷ୍କର୍ମରୁ ମା’ ହୋଇଗଲେ ନାବାଳିକା; ତା’ପରେ…
ଓଡ଼ିଶା ଭାସ୍କର ବ୍ୟୁରୋ: ସ୍କୁଲ୍ ସାଙ୍ଗ କରିଦେଲା ଦୁଷ୍କର୍ମ । ବାସ୍, ପରିଣାମରେ ମା’ ହୋଇଗଲେ ନାବାଳିକା । ଏଭଳି ଅଭାବନୀୟ ପରିସ୍ଥିତି ଲାଗି ପୀଡ଼ିତା ଏବେ ବଡ଼ ସଂକଟ ସ୍ଥିତିରେ । ଅଭିଯୋଗ ଅନୁସାରେ ସପ୍ତମ ଶ୍ରେଣୀରେ…
ଟୁଇଟର୍ ଉପରେ ପଡ଼ିଲାନି କିଛି ଫରକ, ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବାରେ ଲାଗିବ ଆହୁରି ୮ ସପ୍ତାହ
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଓ ଭାରତ ସରକାର ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ କମ୍ପାନୀକୁ ଅନେକ ନିର୍ଦ୍ଦେଶ ଦିଆଯାଇସାରିଛି । ହେଲେ ସେସବୁକୁ ଖୋଲାଖୋଲି ବେଖାତିର କରୁଛି ଟୁଇଟର୍ । ଅନେକ ଥର ମହଲତ…
କେବେ ଥିଲେ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ, ଆଜି ମୋଦୀଙ୍କ ରେଳ ମନ୍ତ୍ରୀ, ଜାଣନ୍ତୁ ଅଶ୍ଵିନୀ ବୈଷ୍ଣବଙ୍କ ଜୀବନ ଯାତ୍ରା
ଭୁବନେଶ୍ଵର(ଓଡିଶା ଭାସ୍କର): ବହୁ କଳ୍ପନା ଜଳ୍ପନା ଅନ୍ତ ଘଟିଲା। ଶେଷରେ ମୋଦୀ ସରକାରର ଦ୍ଵିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳର ହେଲା ସଂପ୍ରସାରଣ। ଏଥିରେ ପୂର୍ବାପେକ୍ଷା ଓଡିଶାକୁ ମିଳିଲା ଗୁରୁତ୍ଵ। ଓଡିଶାରୁ…
କାମ ପାଇଁ ମିଳିବ ପୁରସ୍କାର ନଚେତ୍ ‘ରାମ-ରାମ’, ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରୁ ମିଳିଲା ଏହି ବଡ଼ ବାର୍ତ୍ତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଅନେକ ମନ୍ତ୍ରୀଙ୍କୁ ବିଦାୟ ଦେଇ ମନ୍ତ୍ରିମଣ୍ଡଳକୁ କିଛି କଡ଼ା ବାର୍ତ୍ତା ଦେଇଛନ୍ତି । ନିଜ ଶାସନ କାଳରେ ପ୍ରଥମଥର ପାଇଁ କେନ୍ଦ୍ର…
ଦେଶରେ କରୋନା ନେଲା ୮୧୭ ଜୀବନ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରିମଣ୍ଡଳଙ୍କ ସହିତ ପ୍ରଥମ ବୈଠକ କରିବେ ମୋଦୀ
ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ସମ୍ପ୍ରସାରଣ ପରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବୈଠକ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂତନ ମନ୍ତ୍ରୀଙ୍କ ସହ ଶୀଘ୍ର ବୈଠକ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ…
ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରିମଣ୍ଡଳ ଗତକାଲି ସମ୍ପ୍ରସାରଣ ହୋଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଏହାରି ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି…
ସାଧାରଣ ଲୋକଙ୍କୁ ଝଟକା ! ରୋଷେଇ ଗ୍ୟାସ୍ ପରେ ବଢ଼ିଲା ସିଏନଜି ଦାମ୍
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ଥିବା ବେଳେ ସିଏନଜି ରେଟ ମଧ୍ୟ ବଢ଼ିଯାଇଛି । ରାଜଧାନୀ ଦିଲ୍ଲୀରେ ସିଏନଜି କିଲୋ ପ୍ରତି ୯୦ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ପରେ ଦିଲ୍ଲୀ-ଏନସିଆରରେ ରହୁଥିବା ଲୋକଙ୍କୁ…
ଏନକାଉଣ୍ଟରରେ ଟଳିଲେ ୫ ଆତଙ୍କବାଦୀ
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ଅଲ୍ ଆଉଟ୍’ ଅଭିଯାନ ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର…