Browsing Category

ରାଜ୍ୟ

ଭୁବନେଶ୍ୱର ସବକଲେକ୍ଟର, ତହସିଲ ଅଫିସ ବନ୍ଦ; ଜାଣନ୍ତୁ କାହିଁକି

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସବକଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ପାଇଁ ବନ୍ଦ କରାଯାଇଛି । ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଉଭୟ ଅଫିସ ବନ୍ଦ ରହିବ । ଉଭୟ ଅଫିସର ୫ ଜଣ କରୋନା ପଜିଟିଭ୍…

୭୧ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ, ରାହୁଲ କହିଲେ-‘ହାପି ବାର୍ଥ ଡେ, ମୋଦୀଜୀ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ପାଳନ କରୁଛି ଦେଶ ।ଏହି ଅବସରରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ନରେନ୍ଦ୍ର ଦାମୋଦର ମୋଦୀଙ୍କ ଜନ୍ମ…

ଓଡ଼ିଶାରୁୁ ବାହାରିଲେ ୬୨୮ ପଜିଟିଭ, ପୁଣି ୯୬ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ବନ୍ୟା ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌ର ୬ଟି ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ, ଷ୍ଟାଣ୍ଡ ବାଏରେ୧୦ଟି ଟିମ୍

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପରାମର୍ଶ କ୍ରମେ ମୁଣ୍ଡଳିସ୍ଥିତ ୩ୟ ବାହିନୀ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ  ୬ଗୋଟି ଦଳ ବନ୍ୟା ମୁକାବିଲା ତଥା ଉଦ୍ଧାର କର୍ଯ୍ୟରେ ସାମିଲ ପାଇଁ ଓଡିଶାର ବିଭିନ୍ନ…

ହୀରାକୁଦରେ ଯେତିକି ଜଳ ପଶୁଛି, ସେତିକି ବାହାରୁଛି

ଜଳେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ହୀରାକୁଦ ଡ୍ୟାମକୁ ଯେତିକି ପାଣି ପ୍ରବେଶ କରୁଛି ସେତିକି ନିଷ୍କାସିତ ହେଉଛି । ଜଳ ଭଣ୍ଡାରକୁ ୪,୮୭,୨୦୩…

ଅକ୍ଟୋବର ୧୦ରେ ୟୁପିଏସ୍‌ସି ସିଭିଲ ସର୍ଭିସ୍‌ ପ୍ରିଲିମ୍‌, ୱେବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କରୋନା ଯୋଗୁଁ ସ୍ଥଗିତ ଥିବା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)ର ପ୍ରାଶାସନିକ ସେବା (ସିଭିଲ୍‌ ସର୍ଭିସ୍‌)ର ପ୍ରିଲିମ୍‌ ପରୀକ୍ଷା ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହେବ । ଏନେଇ…

ମୂର୍ତ୍ତି ଉଚ୍ଚତା ବିବାଦ: ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ

କଟକ,(ଭାସ୍କର ନ୍ୟୁଜ୍‌): ଦୁର୍ଗାପୂଜାରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଜୋର ଧରିଥିବା ବେଳେ ଆଜି ପ୍ରକାଶ ପାଇବ ହାଇକୋର୍ଟଙ୍କ ରାୟ । ସରକାରଙ୍କ ୪ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ନିର୍ମାଣ…

ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା : ୧୮ରୁ ଢ଼ାଳିବ ବର୍ଷା, ୩ ଦିନ ଧରି…

ଭୁବନେଶ୍ବର (ଭାସ୍କର ନ୍ୟୁଜ୍‌): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଗୁରୁବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଚଳିତ ମାସ ୧୮ ତାରିଖ…

ଶ୍ରୀମନ୍ଦିରରେ ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ଅନୁଷ୍ଠିତ, ଆଜି ବନ୍ଦ ରହିବ ଜଗା ଦର୍ଶନ

ପୁରୀ,(ଭାସ୍କର ନ୍ୟୁଜ୍‌):  ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କେତେକ ବିଶେଷ ନୀତି ଯୋଗୁଁ ଶ୍ରଦ୍ଧାଳୁଙ୍କ ପାଇଁ ଜଗାଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୁନିଆଁ ପର୍ବ ଓ…

ଗଣେଶ ବିସର୍ଜନ ବେଳେ ଅଘଟଣ, ଜଳପ୍ରପାତରେ ବୁଡ଼ି ୩ ନିଖୋଜ

ନୂଆପଡ଼ା(ଓଡ଼ିଶା ଭାସ୍କର): ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ…