Browsing Category
ରାଜ୍ୟ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ୬୯
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ…
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୮୫୩ କରୋନା ସଂକ୍ରମିତ
ଭୁବନେଶ୍ୱର(ଓଡିଶା ଭାସ୍କର): ପୁଣି ରାଜ୍ୟରେ କରୋନାର ଉପର ତଳ ଖେଳ ଆରମ୍ଭ ହୋଇଗଲାଣି । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍
କଟକ (ଭାସ୍କର ନ୍ୟୁଜ୍) : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଶନିବାର ଏହାର ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି କଟକ…
ଅନୁଭବ-ବର୍ଷା ବିବାଦ: ଶେଷ ହେଲା କାଉନ୍ସେଲିଂ, ୨୭ରେ ମାମଲାର ଶୁଣାଣି
ଭୁବନେଶ୍ୱର ( ଭାସ୍କର ନ୍ୟୁଜ୍) : ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ କାଉନ୍ସେଲିଂ ଶେଷ ହୋଇଥିବା ବେଳେ ଆସନ୍ତା ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । କାଉନ୍ସେଲିଂ ରିପୋର୍ଟ ଆଧାରରେ ମାମଲାର…
ଆଜି ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ଓ ଗହ୍ମାପୂର୍ଣ୍ଣିମା ନୀତି: ଦୁଇ ଭାଇଙ୍କୁ ରାଖୀ ବାନ୍ଧିବେ ମା’ ସୁଭଦ୍ରା
ପୁରୀ (ଭାସ୍କର ନ୍ୟୁଜ୍): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି ଓ ଗହ୍ମାପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଦେବୀ ସୁଭଦ୍ରା ଦୁଇ ଭାଇଙ୍କୁ…
ଆଜି ରାକ୍ଷୀ ପୂର୍ଣ୍ଣିମା: ଭାଇ-ଭଉଣୀଙ୍କ ସ୍ନେହର ବନ୍ଧନକୁ ଦୃଢ କରେ ରାକ୍ଷୀ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅର୍ଥାତ୍ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ସ୍ନେହ ବନ୍ଧନକୁ ଦୃଢ କରିଥାଏ ରେଶମୀ ଡୋରି ରାକ୍ଷୀ । ଏହାର ମହତ୍ତ୍ୱ ଅନେକ ରହିଥିବା ବେଳେ ରାକ୍ଷୀ…
୫-ଟିର କ୍ଲାସିକ ଉଦାହରଣ ‘ସ୍କୁଲ ରୂପାନ୍ତରଣ’, ମୁଖ୍ୟମନ୍ତ୍ରୀ ଆହୁରି କହିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ୫-ଟିର କ୍ଲାସିକ ଉଦାହରଣ ହେଉଛି ‘ସ୍କୁଲ ରୂପାନ୍ତରଣ’। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏହି କାର୍ଯ୍ୟ ଆରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ଉପରୋକ୍ତ ମତ…
ଲାଇସେନ୍ସ ପାଇଁ ଚିନ୍ତା କି? ପୁଣି ଆରମ୍ଭ ହେବ ସ୍ଲଟ୍ ଏହି ତାରିଖରୁ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଲାଇସେନ୍ସ ପାଇଁ ଚିନ୍ତା କରନ୍ତୁନି। ପୂର୍ବ ଭଳି ସବୁ ସୁବିଧା ମିଳିବ। ଆରମ୍ଭ ହେବ ସ୍ଲଟ୍ ବୁକିଂ। କରୋନ ମହାମାରୀ ପାଇଁ ଏହି ସବୁ ସେବା ବନ୍ଦ ରହିଥିଲା। ତେବେ ଲର୍ଣ୍ଣିଂ ଲାଇସେନ୍ସ…
ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ, ରାତି ପାହିଲେ ପୂର୍ଣ୍ଣମୀ; ବଢୁଛି ଅସନ୍ତୋଷ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ରାତି ପାହିଲେ ପବିତ୍ର ଗହ୍ମା ପୂର୍ଣ୍ଣମୀ ବା ରାଖୀ ପୂର୍ଣ୍ଣିମା। କିନ୍ତୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ବନ୍ଦ ରହିଛି। ଫଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସେବାୟତଙ୍କ ମଧ୍ୟରେ…
ଇସାକ୍ ମୁଣ୍ଡା ପୁଣି ଚର୍ଚ୍ଚାରେ, ୟୁଟ୍ୟୁବ ରୋଜଗାରରୁ ଗାଁ ରାସ୍ତା ସଜାଡ଼ିଲେ
ଓଡ଼ିଶା ଭାସ୍କର ବ୍ୟୁରୋ: ଦିନମଜୁରିଆ ଭାବେ ଚଳୁଥିବା ଜଣେ ବ୍ୟକ୍ତି ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷ ଛୁଇଁପାରେ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ଯୁବ ୟୁଟ୍ୟୁବର୍ ଇସାକ ମୁଣ୍ଡା। ଅତି ସାଧାସିଧା ଜୀବନ…