fbpx
Browsing Category

ରାଜ୍ୟ

ପାରାଦୀପରେ କରୋନା ସନ୍ଦିଗ୍ଧ !

ପାରାଦୀପ, ୩ା୩(ଓଡ଼ିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନ ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ରହିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନୋଏଡାରେ ଜଣେ ବ୍ୟକ୍ତି କରୋନ ସଂକ୍ରମିତ ଚିହ୍ନଟ…

ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ରାଇଘର,୩ ।୩(ଓଡିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ରାଇଘରର ଚଡିଆପାରା ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ଏକ ଗଛରୁ ଜଣେ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଚଡିଆପାରା…

ଓଡ଼ିଶାରେ କରୋନା ଭୟ ନାହିଁ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭୟ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ…

ଭିଡିଓ ଭାଇରାଲ ପରେ ଲାଞ୍ଚୁଆ କନେଷ୍ଟବଳ ଗିରଫ

କେନ୍ଦୁଝର,୩ ।୩(ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାର ଜଣେ କନେଷ୍ଟବଳଙ୍କୁ ଆଜି ନିଲମ୍ବିତ କରାଯାଇଛି । ନିଲମ୍ବିତ ହୋଇଥିବା କନେଷ୍ଟବଳ ହେଉଛନ୍ତି ଗୋପାଳ ନାଏକ । ଗୋପାଳଙ୍କୁ ନିଲମ୍ବନ କରିଛନ୍ତି…

ପୁରୀ ହେବ ଭିକ୍ଷୁକମୁକ୍ତ, ଆରମ୍ଭ ହେଲା ନିଳାଦ୍ରି ନିଳୟ ଯୋଜନା

ପୁରୀ, ୩ା୩(ଓଡ଼ିଶା ଭାସ୍କର): ପୁରୀରେ ଆଜିଠୁ ଆରମ୍ଭ ହୋଇଛି ନିଳାଦ୍ରି ନିଳୟ ଯୋଜନା । ପୁରୀକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବା ପାଇଁ ଏହିପରି ଅଭିଯାନ ଆରମ୍ଭ ହୋଇଛି । ଏନେଇ ଆଜି ଶ୍ରୀମନ୍ଦିର ନିକଟରୁ ଭିକ୍ଷୁକଙ୍କୁ…

ଏକସଙ୍ଗେ ୪ଟି ବିଷୟର ଫଳ ପ୍ରକାଶନ ପାଇଁ ଉଦ୍ୟମ ଚାଲିଛି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଚଳିତବର୍ଷ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା । ସେହିପରି ଆସନ୍ତାକାଲିଠାରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ଆଜି ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବା ପରେ…

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ୱର, ୩ା୩(ଓଡ଼ିଶା ଭାସ୍କର): ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ । ସେଠାରେ ପହଞ୍ଚି ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି…

ଭିଜିଲାନ୍ସ ଜାଲରେ ଅଧିକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର, ୩ା୩(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୋଦ ପାଢ଼ୀଙ୍କ ଘରେ ଆଜି ଚଢ଼ାଉ ହୋଇଛି । ବିନୋଦଙ୍କ…

ଡିଟୋନେଟର ବିସ୍ଫୋରଣରେ ୩ଛାତ୍ର ଗୁରୁତର

ଆସ୍କା, ୩ା୩(ଓଡ଼ିଶା ଭାସ୍କର): ଗଞ୍ଜାମ ସ୍ଥିତ ହିଞ୍ଜିଳି ଥାନା ସମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଡିଟୋନେଟର ଫାଟି ୩ଜଣ ସ୍କୁଲ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଏମକେସିଜି…