Browsing Category
ରାଜ୍ୟ
ସ୍ଥଗିତ ହେଲା OCS ପରୀକ୍ଷା
କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍…
କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କଲେ ୧୦ କୋଟି ଟଙ୍କା
କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : କଟକ ମହାନଗର ନିଗମକୁ ମଞ୍ଜୁରୀ ହେଲା୧୦ କୋଟି ଟଙ୍କା । କୋଭିଡ୍ ପରିଚାଲନା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
ପିପିଲି ଉପନିର୍ବାଚନ ୪ ମାସ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଛି । ବରିଷ୍ଠ ଆଇନଜିବୀ ସୂର୍ଯ୍ୟକାନ୍ତ ପାଢୀ ଏନେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।…
ଲକଡାଉନକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ: ସିପି
ଭୁବନେଶ୍ୱର, ୦୩ ।୦୫ (ଓଡ଼ିଶା ଭାସ୍କର) : ମେ' ୫ ତାରିଖରୁ ଓଡିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ଏହା ମେ' ୫ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହା ପୁର୍ବରୁ ଟ୍ୱିନ୍ ସିଟି ପୋଲିସ୍…
କରୋନା ଉଜାଡିଲା ସଂସାର: ସ୍ୱାମୀଙ୍କ ମୃତ୍ୟୁ ଦୁଃଖରେ ଆତ୍ମହତ୍ୟା କଲେ ସ୍ତ୍ରୀ
ବ୍ରହ୍ମପୁର, ୦୩/୦୫: ପ୍ରଥମେ ସାନପୁଅର ଦୁର୍ଘଟଣାରେ ଅକାଳ ମୃତ୍ୟୁ ଆଉ ଏବେ କରୋନାରେ ସ୍ୱାମୀଙ୍କ ମୃତ୍ୟୁ ଏଭଳି କଷ୍ଟକୁ ସହି ନପାରି ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ୪୫ ବର୍ଷୀୟ କବିତା ନାହକ ।…
ଫନି ବାତ୍ୟାକୁ ପୁରିଲା ୨ ବର୍ଷ, ଛାରଖାର୍ ହୋଇଯାଇଥିଲା ସାରାଓଡିଶା
ଓଡିଶା ଭାସ୍କର ବ୍ୟୁରୋ: ଦିନ ଥିଲା ୨୦୧୯, ମେ' ୩ । ସବୁକିଛି ଯେପରି ଶାନ୍ତ ଥିଲା । ହେଲେ ହଠାତ୍ ପବନ, ଘଡଘଡି, ବିଜୁଳିକୁ ସାଙ୍ଗରେ ଧରି ବାତ୍ୟା ଫନି ଛୁଇଁଥିଲା ଓଡିଶା ଉପକୁଳ । ବିଶେଷ କରି ପୁରୀ ଏବଂ କୋଣାର୍କ…
CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ
ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : CBSE ଫର୍ମାଟରେ ପ୍ରକାଶ ପାଇବ ଦଶମ ବୋର୍ଡ ପରୀକ୍ଷା ଫଳ । ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ । ବୋର୍ଡ…
୧୫ ଶହ ଟିକା କେନ୍ଦ୍ରରୁ ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପ୍ରାଣିଗ୍ରାହୀଙ୍କ ସୂଚନା
ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଟିକାକରଣ । ଟିକାର ଅଭାବ ଥିବାରୁ ୧୫ଶହ ଟିକା କେନ୍ଦ୍ରରୁ ମାତ୍ର ୨୫୬ ଟି କେନ୍ଦ୍ରରେ ଟିକାକରଣ ଚାଲିଛି । ଏନେଇ ସୂଚନା ଦେଇଛନ୍ତି ପରିବାର…
କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର
ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ପରିଚାଳନାରେ ଯୋଗଦେବେ ଡାକ୍ତରୀ ଛାତ୍ର । SCB ମେଡିକାଲର ୬ ଜଣ ଇଣ୍ଟର୍ଣ୍ଣ ଏବଂ ୧୦୪ ଜଣ ଛାତ୍ରଙ୍କୁ କଲ୍ ସେଣ୍ଟରରେ ନିୟୋଜିତ କରିଛନ୍ତି ସରକାର । ଡ଼.ସୁମନ ସ୍ମିଥ…
ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ
ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଭୁବନେଶ୍ୱରରେ ଆଜି ଟିକାକରଣ ଜାରି ରହିଛି । ପୂର୍ବରୁ ଆରୋଗ୍ୟ ସେତୁ ଆପ୍, ଉମଙ୍ଗ ଆପ୍…