
Browsing Category
ରାଜ୍ୟ
କରୋନା ଟାର୍ଗେଟରେ ଭୁବନେଶ୍ୱର! ଦିନକରେ ହଜାରେ ଟପିଲା ସଂକ୍ରମଣ,ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା…
ଭୁବନେଶ୍ୱର ମାର୍କେଟ ବିଲଡିଂ ସିଲ୍
ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର) : କରୋନା କଟକଣାକୁ ଫୁ କରି ଚାଲିଥିଲା ମାର୍କେଟିଂ । ହେଲେ ଆଜି ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ କୁ ସିଲ୍ କରିଦିଆଯାଇଛି ।…
କମିଲା କୋଭିସିଲଡ୍ ଟିକାର ଦାମ୍
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : କମିଲା କୋଭିସିଲଡ ଟିକା ଦର । କୋଭିସିଲଡ ଟିକାର ଦାମ୍ ୪ ଶହରୁ ୩ ଶହ ଟଙ୍କାକୁ କମ୍ କରାଯାଇଛି । ୧୦୦ ଟଙ୍କା ଦର କମାଇବା ନେଇ ଘୋଷଣା କରିଛି ସିରମ ଇନଷ୍ଟିଚ୍ୟୁଟ୍ । ରାଜ୍ୟଗୁଡିକ…
କରୋନା ଟିକା ନେଇଥିଲେ ବି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଟେଷ୍ଟ କରନ୍ତୁ: RMRC ନିର୍ଦ୍ଦେଶିକାଙ୍କ ସୂଚନା
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ମହାମାରୀର ଦ୍ୱିତୀୟ ଲହର ସବୁବେଳେ ପୂର୍ବାପେକ୍ଷା ଅଧିକ ତୀବ୍ର ଥାଏ । ଯଦି କୌଣସି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ଟେଷ୍ଟ କରାଇବା ଜରୁରୀ । ଲକ୍ଷଣ ଥିଲେ ତୁରନ୍ତ…
ଚିକିତ୍ସା ବ୍ୟବସ୍ଥାର ନଗ୍ନ ରୁପ: ଜୀବନ ଯିବାପରେ ପ୍ରଶାସନ ପଚାରୁଛି “ଭଲ ଅଛନ୍ତି କି ନାହିଁ”
ବହ୍ମପୁର, ୨୮ା୪ (ଓଡିଶା ଭାସ୍କର) : ଚିକିତ୍ସାରେ ଅବହେଳାର ସୀମା ଟପିଗଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । କୋଭିଡ୍ ରୋଗୀର ମୃତ୍ୟୁ ପରେ ଫୋନରେ ପଚାରାଯାଉଛି "ଭଲ ଅଛନ୍ତି କି ନାହିଁ, ସ୍ୱାସ୍ଥ୍ୟ ସେବା ମିଳୁଛି କି ନାହିଁ"…
ଟ୍ୱିନ୍ ସିଟିରେ ଉପୁଜୁଛି ଗୋଷ୍ଠୀ ସଂକ୍ରମଣର ସ୍ଥିତି
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ଟ୍ୱିନ୍ ସିଟିରେ ଉପୁଜୁଛି କରୋନା ଗୋଷ୍ଠୀ ସଂକ୍ରମଣର ସ୍ଥିତି । କରୋନା ସଂକ୍ରମଣ ବଢୁଥିବା ବେଳେ ଜଣେ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି । ତେଣୁ କଟକ ଓ ଭୁବନେଶ୍ୱରରେ ଗୋଷ୍ଠୀ…
ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ମନୋଜ ଦାସଙ୍କ ବିୟୋଗ…
ଆଜିଠୁ ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ
ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ୍ । ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍ । ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି…
ଅର୍ଥନୀତି ଅଧ୍ୟାପକଙ୍କ କଳାକାରନାମା: ୭ ବର୍ଷ ଧରି ଟ୍ୟୁଶନ ଛାତ୍ରୀଙ୍କୁ କରୁଥିଲେ ବଳାତ୍କାର
ଆସିକା, ୨୮ା୪ (ଓଡିଶା ଭାସ୍କର): ଶିକ୍ଷକମାନଙ୍କୁ ସମାଜରେ ଈଶ୍ୱରଙ୍କ ଆସନ ଦିଆଯାଇଥାଏ । ମାତ୍ର ଏହି ଉକ୍ତିକୁ ଭୁଲ୍ ପ୍ରମାଣିତ କରିଛନ୍ତି ଜଣେ ଗଞ୍ଜାମ ଜିଲ୍ଲାର ଜଣେ ଅଧ୍ୟାପକ । ଅଧ୍ୟାପକ ଜଣକ ନବମ ଶ୍ରେଣୀର ଜଣେ…
ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ବିଏସଏଫ୍ ଯବାନ, କାରଣ ଅସ୍ପଷ୍ଟ
କଲ୍ୟାଣସିଂହପୁର, ୨୮ା୪ (ଓଡିଶା ଭାସ୍କର) : ଆଜି ଜଣେ ବିଏସଏଫ୍ ଯବାନ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ନିଜ ରାଇଫଲ୍ ରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ କାଶୀପୁର ଥାନା…