Browsing Category
ରାଜ୍ୟ
ବ୍ରହ୍ମପୁରରୁ ତଦନ୍ତ ସାରି ଭୁବନେଶ୍ୱର ଫେରିଲା କ୍ରାଇମବ୍ରାଞ୍ଚ ଟିମ୍
ବ୍ରହ୍ମପୁର, ୧୬ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ-ପାଠକ ଠକେଇ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁର ଗସ୍ତ କରିଥିଲା । ତେବେ ୭ ଦିନ ଧରି ବିଭିନ୍ନ ସ୍ଥାନରେ ତଦନ୍ତ କରିବା…
ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍
ବରଗଡ଼, ୧୬।୧୨(ଓଡିଶା ଭାସ୍କର) : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍ । ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ସ୍ଥିତ ତିଲେଇମାଳ ସ୍କୁଲ୍ର ପ୍ରଧାନଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି।…
ଦିନକରେ ୩୮୭ ମୃତ ୨୬ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୬ା୧୨: ଦିନକ ମଧ୍ୟରେ ସମଗ୍ର ଦେଶରେ ୩୮୭ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୪ ହଜାର ୯୬ରେ ପହଞ୍ଚିଛି । ଦିନକରେ ୨୬ ହଜାର ୩୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…
ରାଜ୍ୟରେ ଆଉ ୩୯୨ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୫।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୯୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଏଣିକି ମଜୁରି ଡେରି ହେଲେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୫ ।୧୨(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜୀବିକା ଯୋଜନାର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ପରେ ସରକାରୀ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା…
ଭୁବନେଶ୍ବରରୁ ଆଜି ୨୦ କରୋନା ଆକ୍ରାନ୍ତ ଚିହ୍ନଟ, ୩୬ ଜଣ ସୁସ୍ଥ
ଭୁବନେଶ୍ୱର,୧୫ ।୧୨(ଓଡିଶା ଭାସ୍କର): ଆଜି ଭୁବନେଶ୍ବରରୁ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୩ ରହିଛି। ଆଜିର…
ଜଷ୍ଟିସ ମୁରଲୀଧର ହେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
କଟକ,୧୫ ।୧୨(ଓଡିଶା ଭାସ୍କର): ଜଷ୍ଟିସ୍ ଏସ୍. ମୁରଲୀଧର ହେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି । ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିସ କରିଛି ସୁପ୍ରିମକୋର୍ଟ କଲେଜିଅମ । ତେବେ ଜଷ୍ଟିସ୍ ମୁରଲୀଧର ବର୍ତ୍ତମାନ ସମୟରେ…
ଏବର୍ଷ ଜିରୋ ଲାଇଟ ସେଲିବ୍ରେସନ ମନା
ଭୁବନେଶ୍ୱର,୧୫ ।୧୨(ଓଡିଶା ଭାସ୍କର): କୋଭିଡ ପାଇଁ ଚଳିତବର୍ଷ ହେବନି ଜିରୋ ନାଇଟ ସେଲିବ୍ରେସନ । ଭୁବନେଶ୍ୱରରେ ଉତ୍ସବ ଉପରେ କଟକଣା ଲଗାଇଛି BMC । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର…
Restrictions on Zero Night Celebrations In Bhubaneswar
Bhubaneswar,15/12: Restrictions are imposed on zero night celebrations on December 31 in Bhubaneswar. Covid-19 has spoiled most of the festivals this year and the New Year is the…
‘ଜମତରା’ ଗ୍ୟାଙ୍ଗ କବଳରେ ରାଜଧାନୀ: ସାବଧାନ ନ ହେଲେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ
ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଝାଡ଼ଖଣ୍ଡରୁ ରାଜଧାନୀ ଭୁବନେଶ୍ୱରରେ ଆସି ଆଡ୍ଡା ଜମାଇଛନ୍ତି ‘ଜମତରା’ ଗ୍ୟାଙ୍ଗ । କେଇ ମିନିଟ ମଧ୍ୟରେ ଆପଣଙ୍କ ଆକାଉଣ୍ଟର ବାଲାନ୍ସ ଜିରୋ କରିଦେଉଛନ୍ତି । ଏନେଇ କମିଶନରେଟ ପୋଲିସ…