Browsing Category

ରାଜ୍ୟ

ବ୍ରାଉନ ସୁଗାର ଜବତ: ୨ ଗିରଫ

କଟକ, ୮ା୧୨ (ଓଡିଶା ଭାସ୍କର): କଟକର ବାରଙ୍ଗ ଅଞ୍ଚଳରୁ ବ୍ରାଉନ ସୁଗାର ଜବତ ହେବା ସହ ୨ ଜଣଙ୍କୁ ଗିରଫ କରାଯାଇଛି । ଏହି ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଭୁବନେଶ୍ୱରରୁ…

ବିନା ହେଲମେଟରେ ରାଲି ମହଙ୍ଗା ପଡ଼ିବ

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ବିକ୍ଷୋଭକାରୀଙ୍କ ଦୃଶ୍ୟ ସିସିଟିଭିରେ ରେକର୍ଡ…

ରିମାଣ୍ଡରେ ଯିବେ ଆକାଶ ପାଠକ: ସିପି

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ସଂକ୍ରାନ୍ତରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କମିଶନର ପ୍ରକାଶ କରିଛନ୍ତି । ଆକାଶଙ୍କୁ…

କରୋନା ସଙ୍କଟରେ ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ

କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି। ଭାରତ ସହ ବାକି ସମସ୍ତ ଦେଶ କରୋନା ଭ୍ୟାକସିନକୁ ଚାତକ ଭଳି ଚାହିଁ ରହିଛନ୍ତି। କିନ୍ତୁ ଯେ ପର‌୍ୟ୍ୟନ୍ତ କୋଭିଡ-୧୯ ଭ୍ୟାକସିନ ସମସ୍ତ ଦେଶରେ ଉପଲବ୍ଧ ନ…

ଆମେ ଚାଷୀଙ୍କ ସହ ଅଛୁ: ବିଜେଡି

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ପାଳନକୁ ୧୮ଟି ରାଜନୈତିକ ଦଳ ସମର୍ଥନ କରିଥିଲେ । ଏନେଇ ରାଜ୍ୟର…

ଆଉ ୬ ଜୀବନ ନେଲା କରୋନା

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନରେ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଏନେଇ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୮୪ରେ ପହଞ୍ଚିଛି । ପୁରୀରୁ ସର୍ବାଧିକ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ା,…

ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ

ପୁରୀ, ୮ା୧୨ (ଓଡିଶା ଭାସ୍କର): ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ଶ୍ରୀ ଜଗନ୍ନାଥଙ୍କ ଗୌରବ ଗାରିମା କ୍ଷୂର୍ଣ୍ଣ ହେବାରେ ଲାଗିଛି । ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ ହୋଇଛି । ତେବେ ପିନରେଷ୍ଟ ନାମକ ଏକ…

ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । ଏହି ବନ୍ଦ ପାଳନର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ…

ପ୍ରଦୀପ ପାଣିଗ୍ରାହୀ ଙ୍କୁ ଝଟକା ,ଖାରଜ ହେଲା ଜାମିନ ଆବେଦନ

ଭୁବନେଶ୍ୱର,୭ ।୧୨ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଶକ୍ତ ଝଟକା ଲାଗିଛି ,ଏବଂ ତାଙ୍କ  ଜାମିନ ଆବେଦନ ଖାରଜ ହୋଇଛି । ସୋମବାର ଶୁଣାଣି ଶେଷ କରି ଏଡିଜେ-୩ କୋର୍ଟ ବିଧାୟକଙ୍କ ଜାମିନ ଖାରଜ କରିଛନ୍ତି।  ଏହା ପୂର୍ବରୁ…

ଚୋରି ହୋଇନି ନାଗାର୍ଜୁନ ବେଶ ସାମଗ୍ରୀ

ପୁରୀ ,୭ ।୧୨:: ନାଗାର୍ଜୁନ ବେଶ ସାମଗ୍ରୀ ଚୋରି ଅଭିଯୋଗ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲା ଶ୍ରୀମନ୍ଦିର ପ୍ରଶାସନ । ନାଗାର୍ଜୁନ ବେଶ ର ସବୁ ସାମଗ୍ରୀ ସୁରକ୍ଷିତ ଅଛି ବୋଲି କହିଛି ମନ୍ଦିର ପ୍ରଶାସନ ।ଯେଉଁ…