Browsing Category
ରାଜ୍ୟ
କରୋନା ପାଇଁ ନରବଳୀ! କଟୁରିରେ କାଟି ଅଲଗା କଲେ ମୁଣ୍ଡ-ଗଣ୍ଡି
ନରସିଂହପୁର,୨୮ ।୫(ଓଡିଶା ଭାସ୍କର): କଟକ ଜିଲ୍ଲା ନରସିଂହପୁର ବନ୍ଧହୁଡା ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ । ମାଆ ବ୍ରାହ୍ମଣୀ ଦେଇ ମନ୍ଦିର ଭିତରେ ଗାଁର ଜଣେ ବ୍ୟକ୍ତିଙ୍କ ମୁଣ୍ଡ ହାଣି ହତ୍ୟା କରିଛନ୍ତି ପୂଜାରି…
ରାଜ୍ୟରେ ଆଜିଠୁ ଗଡ଼ିବ ଘରୋଇ ବସ
ଭୁବନେଶ୍ୱର,୨୮/୫(ଓଡିଶା ଭାସ୍କର): ରାଜ୍ୟରେ ଆଜିଠୁ ଗଡିବ ଘରୋଇ ବସ । ବସ ଚଳାଚଳ ନେଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଛି। କିନ୍ତୁ ବସ୍ ଭଡା ବଢିବ ନାହିଁ । ସିଟ୍ ସଂଖ୍ୟା ଅନୁଯାୟୀ ବସରେ ଯାତ୍ରା କରିବେ ଯାତ୍ରୀ ।…
ଦୁଇ ହୋମଗାର୍ଡ କରୋନା ଆକ୍ରାନ୍ତ
ଗଂଜାମ, ୨୭/୫(ଓଡ଼ିଶା ଭାସ୍କର): ଗଞ୍ଜାମରେ ପ୍ରଥମ ଥର ପାଇଁ ୨ ହୋମ୍ଗାର୍ଡ ଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ପୋଲସରା ଥାନା ଅଧୀନରେ ଦୁହେଁ କାର୍ଯ୍ୟରତ…
ବିଳମ୍ବିତ ରାତିରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡି
ପୁରୀ, ୨୭ା୫(ଓଡ଼ିଶା ଭାସ୍କର): ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ । ରାତି ୧ଟାରୁ ଭୋର୍ ୪ଟା ମଧ୍ୟରେ ସ୍ନାନଯାତ୍ରା ପହଣ୍ଡି ହେବ । ପରେ ଭୋର୍ ୪ଟା ୩୦ ସମୟରେ ମଙ୍ଗଳ ଆଳତି ହେବ । ଭୋର୍…
ଗ୍ରୀଷ୍ମ ପ୍ରବାହ ନେଇ ୬ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତାତି ବଢ଼ିବ ବୋଲି ମଧ୍ୟ ସୂଚନା ରହିଛି ।ପଶ୍ଚିମ ଓଡ଼ିଶାର ୬ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି…
ବଢ଼ିବନି ବସ୍ ଭଡ଼ା: ଏସଟିଏ
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତାକାଲିଠାରୁ ଗଡ଼ିବ ଘରୋଇ ବସ୍ । ବସ୍ ଭଡ଼ାକୁ ନେଇ ସୂଚନା ଦେଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ । ଏନେଇ ଟ୍ୱିଟ ଜରିଆରେ ବସ୍ ଭଡ଼ା ବଢ଼ିନଥିବା ସ୍ପଷ୍ଟ କରିଛି ଏସଟିଏ ।…
ସତର୍କ ରହିବାକୁ ପୋଲିସ କମିଶନରଙ୍କ ଅନୁରୋଧ
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): କରୋନା ମୁକାବିଲାକୁ ନେଇ ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଆମେ ସମସ୍ତଙ୍କ ସହଯୋଗ କାମନା କରୁଛୁ । ଏବେ ବି କରୋନା ଭଳି…
ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୮୧୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୯ କରୋନା ଆକ୍ରାନ୍ତଙ୍କ…
ପଙ୍ଗପାଳ ଭୟ, ଚାଷୀଙ୍କୁ ସତର୍କ କରାଇଲା ଓୟୁଏଟି
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ପ୍ରଥମେ କରେନା, ଦ୍ୱିତୀୟରେ ଅମ୍ଫାନ ବାତ୍ୟା ଏବେ ପଙ୍ଗପାଳ ଭୟ ଚାଷୀଙ୍କୁ ଘାରିଛି । ପଙ୍ଗପାଳ ପ୍ରଥମେ ରାଜସ୍ଥାନ ପରେ ମଧ୍ୟପ୍ରଦେଶରେ ଫସଲ ନଷ୍ଟ କରିବା ଘଟଣା ଘଟିଥିଲା । ଏହି…
ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍
ଭୁବନେଶ୍ୱର, ୨୭ା୫(ଓଡ଼ିଶା ଭାସ୍କର): ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଯେତିକି ସିଟ୍ ସେତିକି ଯାତ୍ରୀ…