Browsing Category
ରାଜନୀତି
ରାଜଧାନୀରେ ପୌର ନିର୍ବାଚନ ହିଂସା : ଜିଜିପି କଲୋନୀରେ ବୁଲିଲା ଖଣ୍ଡା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଘଟି ଯାଇଛି ହିଂସାକାଣ୍ଡ । ଗତକାଲି ପୌର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଥିବା ବେଳେ ଆଜି ଘଟିଯାଇଛି ହିଂସାକାଣ୍ଡ । ରାଜଧାନୀ ଉପକଣ୍ଠରେ ରହିଥିବା ଜିଜିପି କଲୋନୀରେ…
ପୌର ନିର୍ବାଚନ: ଅପରମ୍ପାର ସଫଳତା ସହିତ ବିଜେଡିକୁ ୫୦ ପ୍ରତିଶତ ଭୋଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷ ହୋଇଛି ପୌର ନିର୍ବାଚନ । ଅଦ୍ଭୂତପୂର୍ବ ପ୍ରଦର୍ଶନ ସହିତ ବିପୁଳ ବିଜୟ ହାସଲ କରିଛି ବିଜେଡି । ଦଳ ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡିକୁ ମିଳିଛି ସମୁଦାୟ ୪୮ ପ୍ରତିଶତ ଭୋଟ ।…
‘ବିଜେପି କାଶ୍ମୀର ପଣ୍ଡିତଙ୍କ କେତେ ଥଇଥାନ କରିଛି, ଫିଲ୍ମର ଆୟ ଅର୍ଥକୁ କାହିଁକି ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉନି’
ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ କାଶ୍ମୀର ଫାଇଲ୍ସକୁ ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ଯେ ବିଜେପି ସରକାର ଗଠନ ହେବା ପରେ କେତେ…
ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ସିଟ୍ ପୋଛିନେଲା BJD: ଗୋଟିଏ ବି ଆସନ ହାତେଇ ପାରିଲେନି BJP ଓ Congress
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ମୋଟ ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଛି ।…
ବ୍ରହ୍ମପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ପରାଜିତ ପ୍ରାର୍ଥୀଙ୍କ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡ । ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ପରାଜିତ…
ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ: ୩ ମହାନଗର ମେୟର ସହ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସିରୁ ୭୩ ଆସନରେ ବାଜିମାତ କଲା ବିଜେଡି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ପୌର ନିର୍ବାଚନରେ ବିଜୁ ଜନତାଦଳର ଐତିହାସିକ ବିଜୟ ହୋଇଛି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ରାଜ୍ୟବାସୀ ବିପୁଳ ସମର୍ଥନ ଦେଇଛନ୍ତି । ୩ ମହାନଗର ନିଗମରେ…
‘ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବିଜୟ’: ପୌର ପରିଷଦ ନିର୍ବାଚନ ବିଜୟ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନରେ ପୁଣି ଦେଖିବାକୁ ମିଳିଛି ବିଜେଡି ଜଲୱା । ୧୦୫ ଏନଏସି/ମ୍ୟୁନିସିପାଲିଟି ପଦରୁ ୭୩ ପଦରେ ବାଜିମାତ କରିଛି ବିଜେଡି, ଏହା ସହ ୩ ମହାନଗର ନିଗମରେ ମଧ୍ୟ ବାଜିମାତ୍ କରିଛି…
କଟକରେ ବି ବିଜେଡିର ବାଜିମାତ୍: ସୁବାଷ ସିଂହ ହେଲେ ନୂଆ ମେୟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ପୌର ନିର୍ବାଚନ ଫଳାଫଳ । ୩ ମହାନଗର ନିଗମ ଏବଂ ୧୦୫ ପୌର ପରିଷଦର ଫଳାଫଳ ଆସିସାରିଛି । ଆଉ ପୌର ନିର୍ବାଚନରେ ବିପୁଳ ଭୋଟରେ ବାଜିମାତ୍ କରିଛି ବିଜେଡି ।
ଏହାରି ମଧ୍ୟରେ କଟକ…
ପୌର ନିର୍ବାଚନରେ ବିଜେଡିର ବାଜିମାତ୍: ବିପୁଳ ଭୋଟ ସହ ଭୁବନେଶ୍ୱରର ନୂଆ ମେୟର ହେଲେ ସୁଲୋଚନା ଦାସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ୩ ମହାନଗର ନିଗମ , ଏବଂ ୧୦୫ ପୌରଧ୍ୟକ୍ଷ୍ୟ ପଦ ପାଇଁ ଚାଲିଛି ଭୋଟ ଗଣତି । ସମଗ୍ର ରାଜ୍ୟରେ ପୌର ପରିଷଦ ଭୋଟରେ ଆଗରେ ରହିଛି ବିଜେଡି ।…
ଦରବୃଦ୍ଧିକୁ ନେଇ ସରକାରଙ୍କ ବିରୋଧରେ କଂଗ୍ରେସର ମୋର୍ଚ୍ଚା, ୩୧ ମାର୍ଚ୍ଚରୁ ଆରମ୍ଭ ହେବ ମହଙ୍ଗା ମୁକ୍ତ ଭାରତ ଅଭିଯାନ
ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ନିର୍ବାଚନରେ ପରାଜୟକୁ ସାମ୍ନା କରୁଥିବା କଂଗ୍ରେସ ଦଳ ଏବେ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ଜନମାନସକୁ ଫେରିବାକୁ ଚାହୁଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ୩୧…