fbpx
Browsing Category

ରାଜନୀତି

ଆଜି କର୍ଣ୍ଣାଟକରେ ୪ଟି ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ରାଜ୍ୟରେ ବିଜେପି ଗଡ଼କୁ ଦୃଢ଼ କରିବା ପାଇଁ କରିବେ ପ୍ରଚାର

ବେଙ୍ଗାଲୁରୁ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକରେ ରାଜ୍ୟ ବିଜେପି ୟୁନିଟକୁ ଦୃଢ଼ କରିବା ପାଇଁ ଜନ ସମାବେଶକୁ ସମ୍ବୋଧିତ କରିବେ । ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବେଲଗାୱି, ଉତ୍ତର କନ୍ନଡ଼, ଦାୱଣଗେରେ…

ବିଜେପି ବିଧାୟକଙ୍କ ବିବାଦୀୟ ବୟାନ; ‘ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବେକ କାଟି ଦିଅ’

ରାୟପୁର: ଛତିଶଗଡ଼ରେ ଜଣେ ବିଜେପି ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଧାୟକ ଲୋକମାନଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବେକ କାଟିବାକୁ…

ରାଜନେତାଙ୍କୁ ଛୋଟ ନିବେଦନ: ଅସହ୍ୟ ଗରମରେ କଲବଲ ହୋଇ ଭୋଟ ମାଗୁଛ, କିନ୍ତୁ ତାତିରୁ କିପରି ମୁକ୍ତି ମିଳିବ ସେଥିପ୍ରତି କାହାର ନଜର ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ଲୋକସଭା ନିର୍ବାଚନ ପାଇଁ ୭ମ ପର୍ୟ୍ୟାୟ ବିଶିଷ୍ଟ ମତଦାନ ଜାରି ରହିଛି । ଏହା ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ମତଦାନ ସରିଥିବା ବେଳେ ଆଗକୁ ଆଉ ୫ଟି ପର୍ୟ୍ୟାୟରେ ମତଦାନ ଗ୍ରହଣ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ଦଳରୁ ବହିଷ୍କାର ହେବା ସହ ଗିରଫ ହେଲେ ଉସମାନ ଗନି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିକାନେର ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଉସମାନ ଗନିଙ୍କୁ ଶନିବାର ସକାଳେ ପୁଲିସ ଗିରଫ କରିଛି। ବିକାନେରର ମୁକ୍ତା ପ୍ରସାଦ ଥାନା ଅଧିକାରୀ ଧୀରେନ୍ଦ୍ର ସିଂହ ଫୋନ୍ ଯୋଗେ…

କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ଓକିଲ ଉଜ୍ଜ୍ୱଳ ନିକମଙ୍କୁ ବିଜେପି ଦେଲା ଟିକେଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଆଜି ବିଜେପି ଏହାର ୧୫ ତମ ଲିଷ୍ଟ ଜାରି କରିଛି । ବିଜେପି ପୁନମ ମହାଜନଙ୍କ ଟିକେଟ କାଟି ଦେଇଛି । ଅନ୍ୟପକ୍ଷରେ ଆତଙ୍କବାଦୀ କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ପ୍ରସିଦ୍ଧ ସରକାରୀ…

ବିଧାନସଭା ନିର୍ବାଚନ ପାଇଁ ବିଜେଡିର ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି…

ଓଡ଼ିଶା ବିଧାନସଭା ନିର୍ବାଚନ: ୮ଟି ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଆଗକୁ ଆଉ ୫ଟି…

କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, ଟିକେଟ୍ କଟିବା ପରେ ବ୍ୟକ୍ତ କଲେ ଅସନ୍ତୋଷ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଏବେବି ପ୍ରଚାର କାର୍ଯ୍ୟ ମଧ୍ୟରେ ଜାରି ରହିଛି ଦଳ ଡିଆଁ । ଅନେକ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ମିଳିଥିବା ବେଳେ ସେମାନେ ଖୁସି ଅଛନ୍ତି ତ ଟିକେଟ ନ…

(Video) ଲୋକସଭା ନିର୍ବାଚନ-୨୦୨୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ହ୍ରାସ ରେକର୍ଡ, ଭୋଟ ଦେଲେ ୬୦.୯୬% ଭୋଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୮ଟି ଆସନରେ ୧୨୦୨ ପ୍ରାର୍ଥୀଙ୍କ ପାଇଁ ମତଦାନ କରିଛନ୍ତି ଦେଶର ନାଗରିକ । ତେବେ ଏହି ମତଦାନରେ ଏକ ନୂଆ…

୨୦୨୪ ଲଢ଼େଇରେ ଖଣ୍ଡପଡ଼ା ବିଧାନସଭା ଆସନ କାହା ହାତକୁ ଯିବ: ବିଜେଡିର ପ୍ରାର୍ଥୀ ଘୋଷଣାକୁ ସଭିଙ୍କ ଅପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯାଇଛି । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।…