Browsing Category

ଖେଳ

RCB ପାଇଁ ଦୁଃଖ ଖବର… ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଟିମର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ସାରା ଦେଶରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ ଖୁବ ଅଧିକ । ବର୍ତ୍ତମାନ ଏହି ଦଳକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାଙ୍ଗାଲୋରର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜ ନାଁ ଫେରାଇ…

୨ ଦିନରେ ୨ ଟ୍ରିପଲ ସେଞ୍ଚୁରୀ: ତନ୍ମୟଙ୍କ ପରେ ରେକର୍ଡ ଭାଙ୍ଗିଲେ ଧୋନୀଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ରେକର୍ଡ ବର୍ଷା ହେବା ଆରମ୍ଭ ହୋଇଯାଇଛି । ପ୍ରତିଦିନ ବିଶାଳ ରେକର୍ଡ ନିଜ ନାମରେ କରୁଛନ୍ତି ଷ୍ଟାର କ୍ରିକେଟର । ୨ ଦିନ ତଳେ ହାଇଦ୍ରାବାଦ ଷ୍ଟାର ଓପନର ତନ୍ମୟ ଅଗ୍ରୱାଲ ବିସ୍ଫୋରକ ତ୍ରିଶତକ…

ଟିମ ଇଣ୍ଡିଆର ପାକିସ୍ତାନ ଗସ୍ତକୁ ସରକାରଙ୍କ ମଞ୍ଜୁରୀ: ୬୦ ବର୍ଷ ଭିତରେ ପ୍ରଥମ ଥର ହେବ ଏମିତି

ନୂଆଦିଲ୍ଲୀ: ଏଥର ପାକିସ୍ତାନ ଗସ୍ତ କରିବ ଭାରତୀୟ ଦଳ । ୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ଯାଇ ସେଠାରେ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଭାରତ ସରକାର ପାକିସ୍ତାନ ଗସ୍ତ ପାଇଁ ଟିମ ଇଣ୍ଡିଆକୁ ଅନୁମତି…

No Tension… ପ୍ରଥମ ଟେଷ୍ଟରେ ଭାରତ ଜିତିବା ସୁନିଶ୍ଚିତ: ଇଂଲଣ୍ଡକୁ ମାତ୍ ଦେବ ରୋହିତ ସେନା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ଆରମ୍ଭ ପରେ ମଧ୍ୟ ଏବେ ସଂକଟରେ ପଡ଼ଇଛି ଟିମ ଇଣ୍ଡିଆ । ଓଲି ପୋପଙ୍କ ଶତକୀୟ ପାଳି ଭାରତ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଥମ ମ୍ୟାଚର ତୃତୀୟ ଦିନରେ ଇଂଲଣ୍ଡ…

ହକି ଜଗତରୁ ଅବସର ନେଲେ ଦୀପଗ୍ରେସ: ବିଦାୟ ଘୋଷଣା କଲେ ଓଡ଼ିଆ ଷ୍ଟାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଶାର ସୁପରଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କା । ୨୦୧୧ ମସିହାରେ ଡେବ୍ୟୁ କରିଥିବା ଦୀପଗ୍ରେସ ଆଜି ଆନ୍ତର୍ଜାତୀୟ ହକିରୁ ବିଦାୟ ନେଇଛନ୍ତି । ଓଡ଼ିଶାରୁ ବାହାରି…

ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବଡ ଖୁସି ଖବର; Aus-open-2024 ଜିତି ରୋହନ ବୋପନ୍ନା କଲେ ୱାର୍ଲ୍ଡ ରେକର୍ଡ

ମେଲବର୍ଣ୍ଣ: Aus-open-2024ରୁ ଭାରତୀୟ ଟେନିସ୍ ଫ୍ୟାନ୍ସଙ୍କ ଲାଗି ବହୁତ ବଡ ଖୁସି ଖବର । ସୁନାମଧନ୍ୟ ଟେନିସ୍ ଖେଳାଳୀ ରୋହନ ବୋପନ୍ନା ନିଜର ଅଷ୍ଟ୍ରେଲିଆନ ପାର୍ଟନର ମାଥ୍ୟୁ ଏବଡେନଙ୍କ ସହ ମିଶି ପୁରୁଷ ଡବଲ୍ସ ଟାଇଟେଲ…

୨୬ ଛକା, ୩୪ଟି ଚୌକା… Triple Century ସହ ବିଶ୍ୱ ରେକର୍ଡରେ ଏଣ୍ଟ୍ରି କଲେ ତନ୍ମୟ ଅଗ୍ରୱାଲ

ନୂଆଦିଲ୍ଲୀ: କ୍ରିକେଟରେ ପ୍ରତିଦିନ କିଛି ନା କିଛି ରେକର୍ଡ ସୃଷ୍ଟି ହୋଇଥାଏ ଏବଂ ଅନେକ ରେକର୍ଡ ଭାଙ୍ଗିଥାଏ । ଏଭଳି ଅନେକ ରେକର୍ଡ ରହିଛି, ଯାହା ଦୀର୍ଘ ଦିନରୁ କୌଣସି ଖେଳାଳି ଭାଙ୍ଗିବାରେ ସଫଳ ହୋଇ ପାରି ନାହାନ୍ତି ।…

ଅକ୍ଷର ପଟେଲଙ୍କ ଏହି ଭୁଲ ପାଇଁ ଭୋଗୁଛି ଟିମ ଇଣ୍ଡିଆ: ହାରିପାରେ ପ୍ରଥମ ଟେଷ୍ଟ!

ନୂଆଦିଲ୍ଲୀ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଇଂଲଣ୍ଡ । ଓଲି ପୋପଙ୍କ ବିସ୍ଫୋରକ ଶତକ ସହ ମ୍ୟାଚର ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଭାରତ ଉପରେ ଭାରୀ ପଡ଼ିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା…

(Video) ପୁଅ ଭାରତୀୟ ବ୍ୟାଟ୍ସମ୍ୟାନ, ହେଲେ ବାପା ଡେଲିଭରୀ କରୁଛନ୍ତି ଏଲପିଜି ସିଲିଣ୍ଡର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହଙ୍କ ବାପା ଉତ୍ତର ପ୍ରଦେଶର ଏକ ଏଲପିଜି ଡେଲିଭରୀ କମ୍ପାନୀ ପାଇଁ କାମ କରିବା ଜାରି ରଖିଛନ୍ତି । ଅନ୍ୟପଟେ ଏହି ଯୁବ ଖେଳାଳି ରାଷ୍ଟ୍ରୀୟ ଟିମରେ ନିଜର ସ୍ଥାନ…

ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ସହ ଧୋକା ! ଅମ୍ପାୟାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ହାଇଦ୍ରାବାଦ ଟେଷ୍ଟର ତୃତୀୟ ଦିନରେ ନିଜର ୪ର୍ଥ ଟେଷ୍ଟ ଶତକ ପୁରା କରିବେ ବୋଲି ଫ୍ୟାନ୍ସମାନେ ଆଶାୟୀ ଥିଲେ । କିନ୍ତୁ ସମସ୍ତଙ୍କୁ ନିରାଶ କରି ୮୭ ରନରେ…