Browsing Category
ଖେଳ
ପ୍ରଥମ ଥର ଆଇପିଏଲ୍ ଅକ୍ସନରେ ନଜର ଆସିଲେ ସୁହାନା ଖାନ୍ ଓ ଆର୍ଯ୍ୟନ୍, ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ: ଆଇପିଏଲ୍ ମେଗା ଅକ୍ସନ୍ ୨୦୨୨ ପୂର୍ବରୁ ଶୁକ୍ରବାର ଦିନ ପ୍ରୀ-ଆଇପିଏଲ୍ ନିଲାମୀ ବ୍ରିଫିଂର ଆୟୋଜନ କରାଯାଇଥିଲା । ଏହି ସମୟରେ କୋଲକାତା ନାଇଟ୍ ରାଇର୍ଡସ୍ ତରଫରୁ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନ୍ ଓ…
ଜଣେ ନୂଆ କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ଦେଖିବ ସାରା ଦୁନିଆ, ପିତାଙ୍କ ପଦାଙ୍ଗ ଅନୁସରଣ କଲେ ୧୧ ବର୍ଷିୟ ଜୁନିୟର
ନୂଆଦିଲ୍ଲୀ: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ ବିଶ୍ୱର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ଭାବେ ଜଣାଶୁଣା । ତେବେ ନିକଟରେ ରୋନାଲଡୋଙ୍କ ପୁତ୍ର କ୍ରିଷ୍ଟିଆନୋ ଜୁନିୟର ତାଙ୍କ ପିତାଙ୍କ ପଦାଙ୍ଗ ଅନୁସରଣ କରିଛନ୍ତି ।…
IPL 2022: ଅଶ୍ୱିନୀ-ଶ୍ରେୟସ୍-ୱାର୍ନର୍, ମେଗା ଅକ୍ସନରେ ଅଛନ୍ତି ଏହି ୧୦ ମାର୍କି ପ୍ଲେୟର୍; ଯାହାଙ୍କ ଉପରେ ବର୍ଷିବ ଟଙ୍କା
ନୂଆଦିଲ୍ଲୀ: ଆଜିଠାରୁ ୨ଦିନ ଧରି ଚାଲିବ କ୍ରିକେଟର୍ ଆଇପିଏଲ୍ ନିଲାମ । ଆଇପିଏଲ୍ ୨୦୨୨ ନିଲାମରେ ୫୯୦ କ୍ରିକେଟର୍ ଙ୍କ ନାଁ ସାମିଲ ରହିଛି । ନିଲାମରେ ଥିବା କ୍ରିକେଟରଙ୍କ ମଧ୍ୟରେ ରହିଛି ୨ ଓଡ଼ିଆଙ୍କ ନାଁ । ଆଜି ଦିନ…
ଆଜିଠାରୁ IPL-୨୦୨୨ ନିଲାମ ଆରମ୍ଭ: ଦୁଇ ଓଡ଼ିଆ ହିରୋଙ୍କୁ କେଉଁ ଦଳ କିଣିବ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦୁଇଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ର ମେଗା ଅକ୍ସନ ଆରମ୍ଭ ହେଉଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆ) ପକ୍ଷରୁ ମୋଟ ୫୯୦ ଜଣ ଖେଳାଳିଙ୍କ ଲିଷ୍ଟ…
ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ: ଷ୍ଟାଡିୟମ୍ରେ ଦର୍ଶକଙ୍କୁ ମ୍ୟାଚ୍ ଉପଭୋଗ ସୁଯୋଗ ଦେବା ପାଇଁ ବିସିସିଆଇକୁ ଅନୁରୋଧ
କୋଲକାତା: ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜ ଆଉ ପାଞ୍ଚ ଦିନ ପରେ ସ୍ଥାନୀୟ ଇଡେନ ଗାର୍ଡନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେଣୁ ଏହି ସିରିଜ ଉପଭୋଗ କରିବା ପାଇଁ ସ୍ଥାନୀୟ କ୍ରିକେଟ ପ୍ରେମୀଙ୍କ…
IPL 2022: ଅକ୍ସନ୍ ପୂର୍ବରୁ ବିସିସିଆଇ ବଦଳାଇଲା ଖେଳାଳୀଙ୍କ ଫିଟନେସ୍ ଗାଇଡଲାଇନ୍
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବା ନେଇ ଆଶଙ୍କା କରାଯାଉଛି । ଚଳିତ ଥର ଆଇପିଏଲ୍ ରେ ୮ଟି ଟିମ୍ ନୁହେଁ ବରଂ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ତେଣୁ ଆଇପିଏଲ୍…
ଆଇପିଏଲ୍-୧୫ ନିଲାମ, ଅନକ୍ୟାପଡ୍ ଖେଳାଳିଙ୍କୁ ବଡ ସୁଯୋଗ ସମ୍ଭାବନା
ନୂଆଦିଲ୍ଲୀ: ଦେଶ ବିଦେଶର ପୁରୁଖା ଖେଳାଳିଙ୍କୁ କିଣିବା ପାଇଁ ସବୁ ଫ୍ରାଞ୍ଚାଇଜଙ୍କର ଲକ୍ଷ୍ୟ ଥିବା ବେଳେ ଅନେକ ଅନକ୍ୟାପଡ୍ ଖେଳାଳିଙ୍କୁ ବଡ ସୁଯୋଗ ମିଳିବା ନିଶ୍ଚିତ । କାରଣ ସେମାନେ ଆଜି ପର୍ଯ୍ୟନ୍ତ କୌଣସି…
ଆଜିଠୁ ଆଇପିଏଲ-୧୫ର ମେଗା ନିଲାମି: ୫୯୦ ଖେଳାଳିଙ୍କୁ କିଣିବେ ବିଭିନ୍ନ ଫ୍ରାଞ୍ଚାଇଜ, ଖେଳାଳି ନିଲାମ ପାଇଁ ୯୦୦ କୋଟି ଟଙ୍କା
ବେଙ୍ଗାଲୁର: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ତମ ସଂସ୍କରଣ ପାଇଁ ଏଠାରେ ଶନିବାର ଓ ରବିବାର ଦିନ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ସମସ୍ତ ଫ୍ରାଞ୍ଚାଇଜ…
ଆୟରଙ୍କ ଅର୍ଦ୍ଧଶତକ ଓ ଦୀପକ ଚହରଙ୍କ ଅଲରାଉଣ୍ଡ ସଫଳତା: ସିରିଜ କ୍ଲିନ୍ ସୁଇପ୍ କଲା ଭାରତ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତି ନେଇଛି ଭାରତ । ଅନ୍ତିମ ଦିନିକିଆରେ ଦଳ ୯୬ ରନରେ ବିଜୟୀ ହେବା ସହିତ ୩-୦ରେ କ୍ଲିନ ସୁଇପ୍ କରିଛି । ପ୍ରତ୍ୟାବର୍ତ୍ତନ ମ୍ୟାଚ ଖେଳୁଥିବା ଶ୍ରେୟସ…
ଅନ୍ତିମ ଦିନିକିଆ: ପ୍ରତ୍ୟାବର୍ତ୍ତନରେ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ; ୨୬୬ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ରନର ଟାର୍ଗେଟ ଦେଇଛି ଭାରତ । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୨୬୬ ରନ ସଂଗ୍ରହ କରି ସମସ୍ତ ୱିକେଟ…