Browsing Category
ଖେଳ
ହକି ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ମନା, କ୍ରୀଡ଼ା ସଚିବଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ହେବାକୁ ଯାଉଛି ଜୁନିୟର ହକି ମହାକୁମ୍ଭ । ଏଥର କଳିଙ୍ଗ ଷ୍ଟାଡିୟମରେ ହେବ ଜୁନିୟର ହକି ଷ୍ଟାଡିୟମ । ୨୪ ତାରିଖରେ ଆରମ୍ଭ ହେବ ହକି ମହାକୁମ୍ଭ । ଏଥିରେ ୧୬ଟି ଟିମ୍ ବିଶ୍ୱକପରେ…
ଟି-ଟେଣ୍ଟି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ: ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ, ବନ୍ଧୁ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ନିଆରା ଲଢ଼େଇ
ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଦେଖିବାକୁ ମିଳିବ ନିଆରା ଲଢ଼େଇ । ଏକଦା ଦୁଇ ଓପନର ଯୋଡିଦାର ଓ ବନ୍ଧୁ ଥିବା ଜଷ୍ଟିନ ଲାଙ୍ଗର ଓ ମାଥ୍ୟୁ ହେଡେନଙ୍କ ମଧ୍ୟରେ ହେବ ଏହି ମୁକାବିଲା ।…
ଡାରିଲ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ: ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ: ଓପ୍ନର ଡେରିଲ୍ ମିଚେଲଙ୍କ ଲଢୁଆ ଅର୍ଦ୍ଧଶତକ ସହିତ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ୧୬୭ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ୧୩ ରନରେ ୨ଟି…
ମୋଇନ ଅଲୀଙ୍କ ଅର୍ଦ୍ଧଶତକ: ସେମିରେ ନ୍ୟୁଜିଲାଣ୍ଡ ପାଇଁ ୧୬୭ ରନର ଲକ୍ଷ୍ୟ
ନୂଆଦିଲ୍ଲୀ: ଆରମ୍ଭ ହୋଇ ଯାଇଛି ଟି-୨୦ ବିଶ୍ୱକପର ନକଆଉଟ ପର୍ଯ୍ୟାୟ । ପ୍ରଥମ ସେମିରେ ପରସ୍ପର ସମ୍ମୁଖୀନ ହୋଇଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪ ୱିକେଟ ହରାଇ ୧୬୬ ରନ ସଂଗ୍ରହ…
ଆଇପିଏଲ ଟାଇଟଲ ଜିତିବା ଅନ୍ତର୍ଜାତୀୟ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ: ଗାଭାସ୍କର
ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଧଳା ବଲ୍ କ୍ରିକେଟ୍ର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ…
ସୁଶୀଲ କୁମାର ଏକାଡେମୀରେ ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା: ଜାଣନ୍ତୁ ଭାଇରାଲ ଖବର ପଛର ସତ୍ୟତା;ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଜାତୀୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏମିତି ଏକ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଖବରଟି ବେଶ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହାକୁ ବିଶ୍ୱାସ…
ପଦ୍ମଶ୍ରୀ ଆଓ୍ଵାର୍ଡ ପାଇବା ପରେ ମୁଖ୍ୟମନ୍ତ୍ରୀ ବାସଭବନ ବାହାରେ ଧାରଣାରେ ବସିଲେ ‘ପହିଲମାନ’
ନୂଆଦିଲ୍ଲୀ : ମୁକ ପହିଲମାନ ନାମରେ ପ୍ରସିଦ୍ଧ ହରିୟାଣାର ବୀରେନ୍ଦ୍ର ସିଂହଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ…
ICC ଟି-୨୦ ରାଙ୍କିଙ୍ଗ: ୮ମ ସ୍ଥାନରେ କୋହଲି; ରାହୁଲ ଶ୍ରେଷ୍ଠ ଭାରତୀୟ
ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ର୍ୟାଙ୍କିଙ୍ଗ ହ୍ରାସ ପାଇଥିବା ବେଳେ କେ ଏଲ…
ଟି-୨୦ ବିଶ୍ୱକପ୍ ଫାଇନାଲ୍ ଉପଭୋଗ କରିବେ ୨୫ ହଜାର ଦର୍ଶକ, ସମସ୍ତ ଟିକେଟ୍ ବିକ୍ରି ଶେଷ
ଦୁବାଇ: ଆସନ୍ତା ୧୪ ତାରିଖ ଦିନ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚକୁ ଉପଭୋଗ କରିବେ ୨୫ ହଜାର ଦର୍ଶକ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୫…
ଟି-ଟ୍ୱେଣ୍ଟି ବିଶ୍ୱକପ୍: ପ୍ରଥମ ସେମି ଫାଇନାଲ୍ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ, ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ…
ଅବୁଧାବି: ଆଜି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେଣୁ ଏହି ସୁଯୋଗରେ ଇଂଲଣ୍ଡ ବିରୋଧଟ୍ଟା ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚ ପରାଜୟର ଚରମ ପ୍ରତିଶୋଧ ନେବା ପାଇଁ…