Browsing Category
ଖେଳ
ଜିତିଗଲା ଶ୍ରୀଲଙ୍କା; ୨ୟ ମ୍ୟାଚ୍ ହାତରୁ ଗଲା
ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଡ୍ରାଇଭର ସିଟରେ ରହିଥିଲା ଭାରତ। ହେଲେ ହାରିଗଲା।ହାତରୁ ଗଲା ୨ୟ ମ୍ୟାଚ୍। ଫଳରେ ମୁକାବିଲା ଆଗକୁ କଡ଼ା ହେଇଗଲା।…
ସ୍ପିନରଙ୍କୁ ସଫଳତା: ଡ୍ରାଇଭର ସିଟରେ ଭାରତ
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଡ୍ରାଇଭର ସିଟରେ ରହିଛି ଭାରତ । ଭାରତୀୟ ବ୍ୟାଟ୍ସମ୍ୟାନ ପର୍ଯ୍ୟାପ୍ତ ରନ୍ କରିନଥିଲେ ହେଁ ବୋଲର ମାନେ ଚମକ୍ରାର ବୋଲିଂ କରି…
ଧୱନଙ୍କ ୪୦; ୧୩୩ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ରେ ଭାରତ ୧୩୨ ରନ୍ କରିଛି । ଭାରତ ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲରେ ସକ୍ଷମ ହୋଇନଥିବା ବେଳେ ଭାରତ ୫ ୱିକେଟ ହରାଇ ମାତ୍ର ୧୩୨ ରନ…
ଦ୍ୱିତୀୟ ଟି-୨୦ରେ ୪ ଖେଳାଳିଙ୍କ ପଦାର୍ପଣ; ପ୍ରଥମେ ବ୍ୟାଟିଂ କରିବ ଭାରତ
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଶ୍ରୀଲଙ୍କା ଅଧିନାୟକ ଦାସୁନ ସଣକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । କରୋନା…
TOKYO ୨୦୨୦: ଦମଦାର ବିଜୟ ସହିତ କ୍ୱାର୍ଟରରେ ପୂଜା ରାଣୀ
ନୂଆଦିଲ୍ଳୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳାଙ୍କ ଦବଦବା ଜାରି ରହିଛି । ବୁଧବାର ମହିଳା ବକ୍ସର ପୂଜା ରାଣୀ ନିଜ ଓଜନ ବର୍ଗର ମୁକାବିଲାରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ଦିନରୁ ମୀରାବାଇ ଚାନୁ…
ଦୂତୀ ଟୋକିଓରୁ ଦେଲେ ଚାନ୍ଦ ଭଳି ବାର୍ତ୍ତା… ଜାଣିଲେ ଆପଣ ବି ଖୁସି ହୋଇଯିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ଓଡ଼ିଶାର ସ୍ପ୍ରିଣ୍ଟର୍ ତଥା କ୍ରୀଡ଼ାବିତ୍ ଦୂତୀ ଚାନ୍ଦ ବର୍ତ୍ତମାନ ଟୋକିଓ ଅଲିମ୍ପିକ୍ସର କ୍ରୀଡ଼ାଗ୍ରାମରେ । ତାଙ୍କୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଅନେକ ଆଶା ଓ ବିଶ୍ୱାସ ସୃଷ୍ଟି…
ଟୋକିଓ ଅଲିମ୍ପିକ୍: ଚିୟୁଙ୍ଗଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସିନ୍ଧୁ
ନୂଆଦିଲ୍ଲୀ: ଆଜି ହେଉଛି ଟୋକିଓ ଅଲିମ୍ପିକ-୨୦୨୦ର ଷଷ୍ଠ ଦିବସ । ଆଜି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ଦେଶ ପାଇଁ ଖୁସି ଖବର ଆଣିଛନ୍ତି । ସେ ହଂକଂର ଚିୟୁଙ୍ଗ ନଗନ ୟିଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତ…
ଟୋକିଓ ଫ୍ଲାଇଟ ମିସ୍ କଲେ ବିନେଶ ଫୋଗଟ; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ରେସଲର ବିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ଟୋକିଓରେ ଭାରତର ସର୍ବଶ୍ରେଷ୍ଠ ପଦକ ଆଶା ରହିଥିବା ବିନେଶ ଫ୍ରାଙ୍କଫର୍ଟରୁ ଟୋକିଓ ନିମନ୍ତେ ଧରିବାକୁ ଥିବା ବିମାନ ମିସ କରିଛନ୍ତି ।…
ପିଜ୍ଜା ଖାଇଲେ ଚାନୁ; ଫଟୋ ଶେୟାର କଲେ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ମୀରାବାଇ ସାଇଖୋମ ଚାନୁଙ୍କ ଦୀର୍ଘଦିନର ଇଚ୍ଛା ପୂରଣ ହୋଇଛି । ରୌପ୍ୟ ପଦକ ବିଜୟୀ ହେବା ପରେ ସେ ବର୍ତ୍ତମାନ ପିଜା ଖାଇ ପାରିବେ ବୋଲି ଚାନୁ ଘୋଷଣା କରିଥିଲେ ।…
ଆଇସୋଲେସନରେ ଟିମ୍ ଇଣ୍ଡିଆ ; ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ରହିଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍ ଆଇସୋଲେସନରେ ରହିଛନ୍ତି । ଦ୍ୱିତୀୟ ଟି-୨୦ ମୁକାବିଲା ଖେଳାଯିବାର ଠିକ୍ ପୂର୍ବରୁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା…