CHARIDHAM
Browsing Category

Breaking News

କର୍ମଚାରୀଙ୍କ ରାଜ୍ୟ ଜୀବନ ବୀମା ପକ୍ଷରୁ ନିଯୁକ୍ତି: ଆଶାୟୀଙ୍କ ପାଇଁ ବାହାରିଲା ଚାକିରି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । କର୍ମଚାରୀଙ୍କ ରାଜ୍ୟ ଜୀବନ ବୀମା (ଇଏସଆଇସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର ହସ୍ପିଟାଲରେ ଭର୍ତ୍ତି: ତଳେ ପଡ଼ିଯିବା ପରେ ଅଣ୍ଟାରେ ଲାଗିଲା ଗମ୍ଭୀର ଆଘାତ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେସିଆର ତଳେ ପଡ଼ିଯିବା ଫଳରେ ତାଙ୍କର ଅଣ୍ଟାରେ…

ଦୁଇଟି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କଲା RBI: ଆକାଉଣ୍ଟରୁ କ୍ୟାଶ୍ ଉଠାଇ ପାରିବେ ନାହିଁ ଗ୍ରାହକ

ନୂଆଦିଲ୍ଲୀ: ବ୍ୟାଙ୍କିଂ ନିୟମ ଉଲ୍ଲଂଘନ ଓ ଅନ୍ୟ କିଛି କାରଣରୁ ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ…

ସର୍ଭେରୁ ବଡ଼ ଖୁଲାସା: ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କିଣି ନାହାନ୍ତି

ନୂଆଦିଲ୍ଲୀ: ଭାରତର ଲୋକଙ୍କ ମଧ୍ୟରେ ଚୀନ ବିରୋଧୀ ଭାବନା ବଢ଼ିବାରେ ଲାଗିଛି । ଗତ ୧୨ ମାସ ମଧ୍ୟରେ ୪୫ ପ୍ରତିଶତ ଭାରତୀୟ ଚାଇନିଜ୍ ସାମଗ୍ରୀ କ୍ରୟ କରିନାହାନ୍ତି । ଏଥିସହିତ ଇ-ବାଣିଜ୍ୟ, ଗେମିଂ ଫଟୋ ଏଡିଟିଂ ଓ ସୋସିଆଲ…

ବଲିଉଡ୍ ଅଭିନେତା ଜୁନିୟର ମେହମୁଦଙ୍କ ପରଲୋକ: ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ…

T-20 World Cup ଦଳକୁ ଫେରିବେ ପୂର୍ବତନ ଅଧିନାୟକ! ବିଶ୍ୱକପ ପୂର୍ବରୁ ଦେଲେ ସଂକେତ

ନୂଆଦିଲ୍ଲୀ: କ୍ରିକେଟ ପ୍ୟାନ୍ସମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଜଣେ ଷ୍ଟାର କ୍ରିକେଟର । ଦଳରୁ ଅନେକ ଦିନ ଦୂରରେ ରହିବା ପରେ ପୁଣିଥରେ ଦଳ ପାଇଁ…

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ବାଲେଶ୍ବର: ଓଡ଼ିଶା ଉପକୂଳ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଆଜି, ୦୭ ଡିସେମ୍ବର, ୨୦୨୩ରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି । ଅଗ୍ନି-୧ ହେଉଛି ଏକ…

ଗୁରୁତ୍ୱପୂର୍ଣ୍ଣ ସୂଚନା: ଆସନ୍ତାକାଲି ଏହି ୮ ଜିଲ୍ଲା ପାଇଁ ରହିଛି ବର୍ଷା ସମ୍ଭାବନା

ଓଡିଶା ଭାସ୍କର: ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଆସନ୍ତାକାଲି ବା ଶୁକ୍ରବାର ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ…

Facebook-Instagramରୁ ହଟିଯିବ ଏହିସବୁ ଫିଚର୍: ବନ୍ଦ କରିବା ପାଇଁ Meta ତରଫରୁ ଘୋଷଣା

ନୂଆଦିଲ୍ଲୀ: ଆଜିକାଲି ଯୁବପିଢୀଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଅଧିକାଂଶ ସମୟ ଅତିବହାହିତ ହେଉଛି । ଫେସବୁ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପଶି ରହୁଛନ୍ତି ପିଲାଠୁ ବୁଢା ।…

୪ ଜଣ ପର୍ଯ୍ୟଟକ କଲେ ଆତ୍ମହତ୍ୟା, ଶେଷରେ ଛାଡିକି ଗଲେ ସୁଇସାଇଡ୍ ନୋଟ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ୪ଜଣ ପର୍ଯ୍ୟଟକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି । ସୁଇସାଇଡ କରିଥିବା ସମସ୍ତ ପର୍ଯ୍ୟଟକ ଆନ୍ଧ୍ରପ୍ରଦେଶର ବୋଲି…