Browsing Category

Breaking News

ଭୁବନେଶ୍ୱର ଡିସିପିଙ୍କ ସୂଚନା, ଦୀପାବଳିରେ ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ

ଭୁବନେଶ୍ୱର: ଦୀପାବଳି ଉପଲକ୍ଷେ ରାଜଧାନୀରେ ମଦୁଆ ଓ ଶବ୍ଦ ପ୍ରଦୂଷଣକାରୀଙ୍କ ବିରୁଦ୍ଧରେ କଠୋର ହୋଇଛନ୍ତି ପୋଲିସ । ସହରରେ ମଦ ପିଇ ଉତ୍ପାତ କଲେ ପୋଲିସ ସିଧା ଥାନାକୁ ଉଠାଇ ଆଣିବ । ଏ ବିଷୟରେ ସୂଚନା ଦେଇଛନ୍ତି…

୨୦ ଟଙ୍କାରେ ୨ ଲକ୍ଷ ଟଙ୍କାର ଫାଇଦା: ମୋଦୀ ସରକାରଙ୍କ ଏହି ଯୋଜନା ଅତ୍ୟନ୍ତ ଲାଭଦାୟକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଏପରି ଦୁଇଟି ଯୋଜନା ରହିଛି, ଯେଉଁଥିରେ ଆପଣ ଅଳ୍ପ ନିବେଶ କରି ବୀମା କଭର ପାଇପାରିବେ । ଏହିପରି ଏକ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷ ବିମା (PMSBY) । ପ୍ରଧାନମନ୍ତ୍ରୀ…

ଦିୱାଲିରେ ମିଳିଲାନି ବୋନସ୍‌, ରାଗରେ ମାଲିକଙ୍କ ଜୀବନ ନେଇଗଲେ ଦୁଇ କର୍ମଚାରୀ

ନାଗପୁର: ମହାରାଷ୍ଟ୍ର ନାଗପୁରରେ ଶନିବାର ଦୀପାବଳି ବୋନସ୍ ଦେବାକୁ ମନା କରିଦେବାରୁ ଢାବା ମାଲିକଙ୍କୁ ତାଙ୍କର ୨ କର୍ମଚାରୀ ପିଟି ପିଟି ମାରି ଦେଇଛନ୍ତି । ମୃତକ ହେଉଛନ୍ତି ରାଜୁ ଢେଙ୍ଗରେ ଯାହାଙ୍କୁ ଶନିବାର ନାଗପୁର…

(video)ନେଦରଲ୍ୟାଣ୍ଡ ବିରୁଦ୍ଧରେ ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳୀ ମନାଇଲେ ଦୀପାବଳି, ବିସିସିଆଇ ସେୟାର କଲା ଭିଡିିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଆଜି ଅର୍ଥାତ୍ ଦିୱାଲି ଦିନରେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ଆଇସିସି ବିଶ୍ୱକପ୍ ୨୦୨୩ର ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି ମୁକାବିଲାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଖେଳାଳି ବଡ…

(Video) ଭାରତୀୟ କ୍ରିକେଟ ଟିମ୍ ଏପରି Celebrate କଲେ ଦିୱାଲୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଥିଲେ। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କ ଫଟୋ ଏବେ ଭାଇରାଲ ହେଉଛି। ତେବେ ଆଜି ଅର୍ଥାତ୍ ଦିୱାଲୀ ଦିନ ଭାରତକୁ ବିଶ୍ୱକପରେ…

ରାଜନୈତିକ ଶତ୍ରୁତା ନେଲା ଭୟଙ୍କର ରୂପ: ବୋମାମାଡ଼ରେ ୮ ଆହତ

ନୟାଗଡ଼: ଦେଶରେ ଆସନ୍ତା ବର୍ଷ ପାଇଁ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ତେବେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖାଯାଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ…

ଭାଙ୍ଗିନାହାନ୍ତି ପରମ୍ପରା, ଏଥର ବି ଯବାନଙ୍କ ସହ ଦିୱାଲି ମନାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୮ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ରବିବାର ସକାଳେ ସେ ଯବାନଙ୍କ ସହ ଦୀପାବଳି ପାଳନ କରିବା ଲାଗି ହିମାଚଳ…

ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା, ଟନେଲ ଭିତରେ ଭୂସ୍ଖଳନ: ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଟନେଲରେ ଭୂସ୍ଖଳନ ହେତୁ ଏହା ଘଟିଛି । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କିରା…

ଲଜ୍ୟାଜନକ! ୪ ବର୍ଷର ଶିଶୁ ସହ ଦୁଷ୍କର୍ମ କଲା ସବ୍-ଇନିସ୍ପେକ୍ଟର, ଅଭିଯୁକ୍ତଙ୍କୁ ପିଟିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କ ସୁରକ୍ଷା ଦିଏ ପୋଲିସ । ହେଲେ ପୋଲିସ ଯଦି ଦୁଷ୍କର୍ମ କରିବ ତେବେ ଲୋକେ ଭରଷା କରିବେ କାହାକୁ । ଆଜ୍ଞା ହଁ ଏପରି ଏକ ଘଟଣା ରାଜସ୍ଥାନର ଏକ ୪ ବର୍ଷର ଝିଅକୁ ପୋଲିସ ବିଭାଗର…

ଚିଲିକା ମଝିରେ ଖରାପ ହୋଇଗଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୩୦ରୁ ଅଧିକ ଯାତ୍ରୀ

ଭୁବନେଶ୍ୱର: ବାରମ୍ବାର ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଖରାପ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଜି ସକାଳୁ ସକାଳୁ ପୁଣି ଏପରି ଏକ ଖବର ସାମ୍ନାକୁ ଆସିଛି । କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ମଝିରେ ଡଙ୍ଗା…