Browsing Category

Breaking News

ଯଦି ‘ଇଣ୍ଡିଆ’ ମେଣ୍ଟରୁ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ଏହି ପ୍ରାର୍ଥୀତ୍ୱକୁ ଅନ୍ୟ ଦଳ ଗ୍ରହଣ କରିବେ ତ?

ଓଡିଶା ଭାସ୍କର; ୨୦୨୪ରେ ବିଜେପି ସରକାରଙ୍କୁ ପରାସ୍ତ କରିବା ଆଶାରେ ରହିଛନ୍ତି ବହୁ ପ୍ରମୁଖ ବିରୋଧୀ ଦଳ । ଏହାକୁ ନେଇ ସମସ୍ତ ମୋଦି ବିରୋଧୀ ଦଳ ମେଣ୍ଟ ମଧ୍ୟ ବାନ୍ଧି ସାରିଛନ୍ତି । ଯେଉଁ ମେଣ୍ଟର ନାମ ‘ଇଣ୍ଡିଆନ…

ଧୀରେ ଧୀରେ ସମ୍ପୂର୍ଣ୍ଣ ଅନୁମତି ମିଳିବ… Same Sex Marriage ଉପରେ ସୁପ୍ରିମ ନିଷ୍ପତ୍ତିରେ ଦୂତୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ଦେବା ପାଇଁ ମନା କରି ସାରିଛନ୍ତି ସୁପ୍ରିମକୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟକୁ ପରିବର୍ତ୍ତନର ଅଧିକାର କେବଳ ସଂସଦ ପାଖରେ ରହିଛି । ତେଣୁ ଏଥିପାଇଁ ଏକ କମିଟି ଗଠନ ପାଇଁ…

ଆଗାମୀ ମ୍ୟାରେଜ ସିଜନରେ ୩୫ ଲକ୍ଷ ହୋଇପାରେ ବିବାହ, ୪.୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବ୍ୟବସାୟ!

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ଏଥିରେ ଅଧିକରୁ ଅଧିକ ବ୍ୟବସାୟ ହେବାର ଆଶା ରଖାଯାଇଛି । ହେଲେ ଏହି ପାର୍ବଣ ଋତୁ ସରିବା ମାତ୍ରେ ବିବାହ ସିଜନ ଆରମ୍ଭ ହୋଇଯିବ । ତେବେ ଏହି ଆଗାମୀ ବିବାହ ସିଜନରେ…

ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ପାକିସ୍ତାନର ସବୁ ଖେଳାଳି: ସମସ୍ୟାରେ ଅଧିନାୟକ

ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ଟିମକୁ ଭାରତ ଏକ ବଡ଼ ଝଟକା ଦେଇଛି । ୭ ୱିକେଟରେ ମାତ୍ ଦେଇ ଦଳର ମନୋବଳକୁ ଭାଙ୍ଗି ଦେଇଛି ରୋହିତ ସେନା । ଏବେ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳିବ ବାବର ଆର୍ମି । କିନ୍ତୁ…

Big Breaking ବାହାନଗା ଟ୍ରାଜେଡି: ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବାହାନଗା ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର, ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍ । ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟଙ୍କ ଅନୁମତି । ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ADJ…

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’; ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା…

National Film Awards 2023: ଅଲ୍ଲୁ ଅର୍ଜୁନ ଶେଷ୍ଠ ଅଭିନେତା, ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅଭିନେତ୍ରୀ ୱାହିଦା ପାଇଛନ୍ତି ଦାଦା ସାହେବ ଫାଲକେ ପୁରଷ୍କାର । ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଫାଲକେ ଆୱାର୍ଡ । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ…

Same Sex Marriageକୁ କାହିଁକି ମିଳିଲାନି ମାନ୍ୟତା? ସମସ୍ୟା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘଦିନରୁ ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ…

୨୦୩୫ ସୁଦ୍ଧା ଭାରତ ସ୍ଥାପନ କରିବ ନିଜସ୍ୱ ମହାକାଶ କେନ୍ଦ୍ର, 2040 ମସିହାରେ ଚନ୍ଦ୍ରକୁ ଯିବ ମାନବ….

ଓଡିଶା ଭାସ୍କର; ଚନ୍ଦ୍ର ଅଭିଯାନରେ ଏକ ଐତିହାସିକ ସଫଳତା ହାସଲ କରିବା ପରେ ବର୍ତ୍ତମାନ ଅନ୍ୟାନ୍ୟ ଅଭିଯାନକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ)। ସୂର୍ୟ୍ୟ ଅଭିଯାନ ଲଞ୍ଚ ପରେ ଏବେ…

ଦଶତୁଠରେ ବୁଡ଼ି ୨ ଭାଇ ମୃତ : ଜଣକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଜଗତସିଂହପୁର : ଅଘଟଣ ଉପରେ ଅଘଟଣ! ଜଗତସିଂପୁର ଜିଲ୍ଲାର ବାରେଡିଆ ଗାଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାରେଡିଆ ଗାଁର ଦେବୀନଦୀରେ ଦଶତୁଠ ଚାଲିଥିବା ବେଳେ ଅଘଟଣ ଘଟିଛି । ଦଶତୁଠରେ ବୁଡ଼ି ଯାଇଛନ୍ତି ଦୁଇ…