Browsing Category

Breaking News

ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣରେ ଥରି ଉଠିଲା ୟୁକ୍ରେନ, ଏହା ସବୁଠୁ ଭୟାବହ ଆକ୍ରମଣ ବୋଲି କହିଲେ ୟୁକ୍ରେନ୍‌ ଅଧିକାରୀ

ଓଡିଶା ଭାସ୍କର: ଶକ୍ତି ପଦର୍ଶନ କରିବାକୁ ଯାଇ ଏବେ ୟୁକ୍ରେନକୁ ଖଣ୍ଡ ବିଖଣ୍ଡିତ କରିବାରେ ଲାଗିଛି ରୁଷିଆ। ୟୁକ୍ରେନର ଅନେକ ଅଞ୍ଚଳ ଉପରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ ୟୁକ୍ରେନ୍‌…

ପିଏମ ମୋଦୀଙ୍କ ଏହି ଯୋଜନା ଉପରେ RBIର ବଡ ଘୋଷଣା: ଆଉ ଦୁଇ ବର୍ଷ ପାଇଁ ମିଳିବ ଫାଇଦା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏମପିସିର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା ଅନେକ ଘୋଷଣା କରାଯାଇଛି । ଯେଉଁଥିରେ ପିଏମ୍ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରାଯାଇଛି ।…

ହଜିଗଲା ମାନବିକତା, ନାବାଳିକା ସହ ଦୁଷ୍କର୍ମ ମାମଲାରେ ଏଫଆଇଆର୍ ଲେଖିବାକୁ ମହିଳା ପୋଲିସ ମାଗିଲେ ୨୦୦ ଟଙ୍କା ଲାଞ୍ଚ

ବରେଲୀ: ଉତ୍ତରପ୍ରଦେଶ ବରେଲୀ ଜିଲ୍ଲାରେ ପୋଲିସର ଲଜ୍ଜାଜନକ କାରନାମା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ମାମଲାରେ ଫରିଦପୁର ଥାନାର ମହିଳା ହେଲ୍ପ ଡେସ୍କରେ ନିୟୋଜିତ ପୋଲିସ କର୍ମୀ ପୀଡିତାଙ୍କୁ…

ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହେବ ହାଲୁକା ବର୍ଷା : ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଅଞ୍ଚଳରୁ ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ମୌସୁମୀ ବାୟୁଅପସରଣ ପାଇଁ ପାଗ ସମ୍ପୂର୍ଣ୍ଣ ଭାବେ ଅନୁକୂଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…

ଭାରତକୁ ପୁଣି ଏକ ପଦକ: ମୋଟ ପଦକ ସଂଖ୍ୟା ୯୧ରେ ପହଞ୍ଚିଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି…

Big Breaking: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଜାଣନ୍ତୁ କାହାକୁ ମିଳିବ ଏହି ଆୱାର୍ଡ

ନୂଆଦିଲ୍ଲୀ: ନର୍ଗେସ ମହମ୍ମଦିଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଇରାନର ୫୧ ବର୍ଷୀୟା ମହିଳା ନର୍ଗେସ ମହମ୍ମଦିଙ୍କୁ ଏହି ନୋବେଲ ଶାନ୍ତି ପୁରସ୍କାର ମିଳିବା ନେଇ ନିଶ୍ଚିତ ହୋଇଛି । ନର୍ଗେସ ମହମ୍ମଦି ମହିଳା…

ପୁଣି ଦୁଇଟି ପଦକ ଜିତିଲା ଭାରତ: ଆର୍ଚେରୀ ଓ ସିପକଟାକ୍ରେ ଦଳକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି…

(Video) ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ କାର ଉପରେ ଆକ୍ରମଣ, ଉତ୍ତ୍ୟକ୍ତ ଜନତା ଗାଡ଼ିର ଭାଙ୍ଗିଦେଲେ କାଚ, ଦେଖନ୍ତୁ ଭିଡିଓ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ନିର୍ବାଚନ ଘୋଷଣା ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଚଳିତ ମାସ ୨୧ ଅକ୍ଟୋବରରେ ନିଜ ଦେଶକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ନୱାଜ…

ସାମ୍ନାକୁ ଆସିଲା ବିଚିତ୍ର ମାମଲା, ବ୍ୟାଙ୍କରେ ଜମା ଲୋକଙ୍କ ୨ କୋଟି ମୂଲ୍ୟର ଗହଣା ହୋଇଗଲା ନକଲି

ନୂଆଦିଲ୍ଲୀ: ଗୁଜୁରାଟର ବେରାବଲ ସହରରେ ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି । ଏହି ମାମଲାରେଏକ ଘରୋଇ ବ୍ୟାଙ୍କର ସେଲସ୍ ମ୍ୟାନେଜର ଗ୍ରାହକଙ୍କ ୨ କୋଟି ମୂଲ୍ୟର ସୁନା ଗହଣାକୁ ନକଲି କରି ଦେଇଛନ୍ତି । ଏହି ମାମଲାରେ…

ସେମିରେ ହାରିଲା ପାକିସ୍ତାନ: ପୁରୁଷ କବାଡ଼ି ଫାଇନାଲରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି…