CHARIDHAM
Browsing Category

Breaking News

ଆମେରିକାରେ ପୁଣି ଗୁଳିକାଣ୍ଡ, ୩ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକା ଜର୍ଜିଆର ରାଜଧାନୀ ଆଟଲାଣ୍ଟାଠାରେ ଶନିବାର ଏକ ସପିଂ ମଲ୍ ନିକଟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ଏପି ରିପୋର୍ଟ…

ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନ୍ୟୁୟର୍କ: ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକରଙ୍କ କଶ୍ମୀର ପ୍ରସଙ୍ଗକୁ କଡ଼ା ଜବାବ ଦେଇଛି ଭାରତ। ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଥମ ସଚିବ ପେଟାଲ…

ରାଜ୍ୟ ଗ୍ରନ୍ଥାଗାରକୁ ଏକ ହଜାର ବିରଳ ଓ ପ୍ରାଚୀନ ଓଡ଼ିଆ ପୁସ୍ତକ ପ୍ରଦାନ କଲେ ଚନ୍ଦ୍ରଭାନୁ ଶତପଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପାଠକ ପାଠିକାଙ୍କ ପାଇଁ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଏକ ମହତ କାର୍ଯ୍ୟ କରିଛନ୍ତି । ଶ୍ରୀ ଶତପଥୀ ଏକ ହଜାର ବିରଳ ଓ ଦୁର୍ଲ୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକକୁ ହରେକୃଷ୍ଣ ମହତାବ…

ସଫେଇ କର୍ମଚାରୀଙ୍କ ଅଜବ କାରନାମା: ମଦ ପିଇବା ପାଇଁ କବାଡ଼ିବାଲାକୁ ବିକି ଦେଲେ ବଣ୍ଡଲ ବଣ୍ଡଲ ସରକାରୀ ଫାଇଲ୍

ନୂଆଦିଲ୍ଲୀ: ମଦ୍ୟପାନ ଆମର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଜାଣି ସୁଦ୍ଧା ଅନେକ ଲୋକ ମଦନିଶାରେ ମସଗୁଲ ରହିଥାନ୍ତି । ଅତ୍ୟଧିକ ମଦ୍ୟପାନ କରିବା କାରଣରୁ ଅନେକ ଲୋକଙ୍କର ଜୀବନ ଚାଲିଯିବା ସହିତ ଅନେକ ବହୁ ଗୁରୁତର…

‘ମୁଁ ତୁମ ଭଉଣୀକୁ ମାରିଦେଇଛି, ଘରକୁ ଆସି ତା’ର ଅନ୍ତିମ ସଂସ୍କାର କର’, ପତ୍ନୀଙ୍କୁ ହତ୍ୟା କରି ଶାଳକକୁ ଡାକିଲା ଭିଣୋଇ

ଓଡ଼ିଶା ଭାସ୍କର: ମୁଁ ତୁମ ଭଉଣୀକୁ ହତ୍ୟା କରିଛି, ଆସି ତା'ର ଅନ୍ତିମ ସଂସ୍କାର କର। ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଫୋନରେ ଏକଥା କହିବା ପରେ ଶାଶୁଘର ଲୋକେ ଆଶ୍ଚର୍ଯ୍ୟ। ପତ୍ନୀଙ୍କୁ ହତ୍ୟା କରିବାର…

Facebook ଲଞ୍ଚ କଲା ନୂଆ ଫିଚର: ଏଣିକି ଆପଣମାନେ କ୍ରିଏଟ କରିପାରିବେ ଅନେକ ପର୍ସନାଲ ପ୍ରୋଫାଇଲ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମେଟା ନିକଟରେ ଫେସବୁକରେ ଏକ ନୂଆ ଫିଚର ଯୋଡ଼ିଛି । ଏହି ଫିଚରର ସହାୟତାରେ ଆପଣ ଗୋଟିଏ ଆକାଉଣ୍ଟରେ ଅଲଗା ଅଲଗା ପ୍ରୋଫାଇଲସ କ୍ରିଏଟ କରିପାରିବେ । ଏହି ଫିଚର ୟୁଜର୍ସଙ୍କୁ ନିଜର…

(Video) ମହାନତାର ପ୍ରମାଣ ଦେଲେ ଅଧିନାୟକ: ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନ ପୁଣି ଫେରିଲେ କ୍ରିଚକୁ

ନୂଆଦିଲ୍ଲୀ: କ୍ରିକେଟକୁ ଭଦ୍ରଲୋକଙ୍କର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ ସ୍ଲେଜିଂ କାରଣରୁ ଦୁଇପକ୍ଷର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ହେଉଥିବାର ଦେଖାଯାଇଥାଏ । ସେହିପରି ଅନେକ ଖେଳାଳି ପଡ଼ିଆରେ ନିଜର…

ମେରୀ ମାଟି ମେରା ଦେଶ ଅଭିଯାନ : ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ…

ସାଇବର ଆତଙ୍କବାଦ ଓ କଳାଧନ କାରବାର ରୋକିବା ପାଇଁ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀଙ୍କୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇବର ଆତଙ୍କବାଦ ଓ କଳାଧନ କାରବାରକୁ ରୋକିବା ପାଇଁ ଏକ ବୈଶ୍ୱିକ ନ୍ୟାୟିକ ପ୍ରକ୍ରିୟା ପ୍ରସ୍ତୁତ କରିବା ଲାଗି ଆଇନଜୀବୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ନୂଆଦିଲ୍ଳୀ…

ଏହି ଯୋଜନାରୁ ଜବରଦସ୍ତ ଲାଭ ପାଇବେ ମହିଳା: ଏବେ ୨୧ ବର୍ଷରୁ ଅଧିକ ଅବିବାହିତା ମହିଳା ମଧ୍ୟ ସାମିଲ

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ଅନେକ କାମ କରାଯାଉଛି । ନିକଟରେ ମୋଦୀ ସରକାର ସଂସଦରେ ମହିଳାଙ୍କ ପାଇଁ ନାରୀ ଶକ୍ତି ବନ୍ଦନ ଆଇନ (ମହିଳା ସଂରକ୍ଷଣ ବିଲ୍) ପାରିତ କରିଛନ୍ତି । ଏହା ଯୋଗୁଁ…