Browsing Category

Breaking News

(Video) ଓ’ ମ୍ୟାଡାମ୍, ତୁମର ଯଦି ସାବିତ୍ରୀ କରିବାର ଏତେ ସଉକ, ତେବେ ଥରେ ସାବିତ୍ରୀ ଓଷାର ବହି ପଢ଼- ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି…

ଦିଲ୍ଲୀ ଗ୍ରାଉଣ୍ଡରେ ମାହି ଦେଲେ ଅବସରର ସଂକେତ! ଚେନ୍ନାଇର ବିସ୍ଫୋରକ ଇନିଂସ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବିସ୍ପୋରକ ଇନିଂସ ଖେଳ ଦେଖାଇଛି ଚେନ୍ନାଇ ସୁପର କିଙ୍ଗସ । ମାତ୍ର ୨୦ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୨୪ ରନର ଏକ ବିଶାଳକାୟ ଟାର୍ଗେଟ ଦେଇଛି ଧୋନୀ ବାହିନୀ । ଓପନର…

ଭାରତରେ ୧୦,୦୦୦ ଓ ୫,୦୦୦ ଟଙ୍କିଆ ନୋଟ୍ କେବେ ବନ୍ଦ ହୋଇଥିଲା: ଦେଶରେ କେବେଠାରୁ ଆରମ୍ଭ ହୋଇଥିଲା ବିମୁଦ୍ରୀକରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପରେ ଗ୍ରାହକମାନେ ଆଉ ଏହି ନୋଟକୁ ବଦଳାଇ ପାରିବେ ନାହିଁ ।…

ମୋଦୀ-ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ ଭେଟ: ହିରୋସୀମାରେ ଏକାଠି ହେଲେ ଭାରତ ଓ ୟୁକ୍ରେନର ଦୁଇ ଶୀର୍ଷ ନେତା

ନୂଆଦିଲ୍ଲୀ: ଜାପାନର ହିରୋସୀମାଠାରେ ଆଜି ବିଶ୍ୱର ଅନ୍ୟତମ ଦୁଇ ପ୍ରମୁଖ ନେତା ଏକାଠି ହୋଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ପ୍ରଥମ…

DFCCILରେ ୫୩୫ଟି ପଦ ଖାଲି: ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଡେଡିକେଟେଡ ଫ୍ରେଇଟ କରିଡର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଡିଏଫସିସିଆଏଲ)…

VIDEO: ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭେଟିବାକୁ ଆସିଲେ ଜୋ ବାଇଡେନ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନରେ ଯୋଗ ଦେବା ପାଇଁ ଜାପାନ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ସାକ୍ଷାତ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଦେଖା…

ଇସ୍ତଫା ଦେଲେ ପାକିସ୍ତାନର ହକି କୋଚ୍, ୧୨ ମାସ ହେଲା ମିଳିନଥିଲା ଦରମା

ନୂଆଦିଲ୍ଲୀ: ପାକିସ୍ତାନ ବର୍ତମାନ ଗମ୍ଭୀର ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ସରକାର ଋଣ ଭାରରେ ବୁଡି ରହିଥିବା ବେଳେ ଲୋକମାନେ ଦିନକୁ ମୁଠାଏ ଖାଇବା ପାଇଁ ମଧ୍ୟ ସଂଘର୍ଷ କରୁଥିବା ଖବର ସାମ୍ନାକୁ ଆସିଛି।…

ଓଡ଼ିଶାର ୨ ନୂଆ ରେଳ ଲାଇନକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶାର ୨ଟି ନୂଆ ରେଳ ଲାଇନକୁ ସ୍ୱତନ୍ତ୍ର ପ୍ରକଳ୍ପକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୬.୫ କିମି ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ୍ ଲାଇନକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ୧୬.୫ କିମି ନୂଆ ଲାଇନରେ…

କାଟିଦେଲେ ଚାରୋଟି ଆଙ୍ଗୁଠି, ଜଳାଇଦେଲେ ଏସିଡରେ, ୯ବର୍ଷର ଶିଶୁକୁ ଏପରି ହତ୍ୟା କଲେ ଦୁର୍ବୁତ୍ତ

ନୂଆଦିଲ୍ଲୀ: ଚାରି ଦିନ ପୂର୍ବେ ଭୈଶାଲିର ଜାନ୍ଦା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଘରୁ ନିଖୋଜ ହୋଇଯାଇଥିବା ୯ ବର୍ଷର ବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବରୁ ଦୁର୍ଗନ୍ଧ ବାହାରୁଥିଲା। ମୃତ ଝିଅର ଜେଜେବାପା…

ଆରମ୍ଭ ହେଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ‘ବିଜେଡି ମୁକ୍ତ ଓଡ଼ିଶା’ ନାରା ଦେଲେ ନେତା

ଭୁବନେଶ୍ୱର: ''ବିଜେଡି ମୁକ୍ତ ଓଡ଼ିଶା ବିଜେପି ଲକ୍ଷ୍ୟ''। ଶନିବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଏହି ନାରା ସହିତ ନେତାମାନେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡ଼ିକୁ ରାଜ୍ୟରୁ ମୂଳପୋଛ କରିବାକୁ ଯୋଜନା…