Browsing Category

Breaking News

ଆଜି PlayOff ପାଇଁ ଲଢିବେ ରାଣା-ସାମସନ୍: ଟପ୍-୪ରେ ସ୍ଥାନ ପାଇବା ପାଇଁ ହେବ କଡା ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୩ରେ ହେବ ଏକ କଡା ମୁକାବିଲା । ପ୍ଲେ-ଅଫ୍ ର ଟପ୍ ୪ ତାଲିକାରେ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଏହି ହାଇ ଭୋଲ୍ଟେଜ ମୁକାବିଲାରେ ମୁହାଁମୁହିଁ…

ମୋଦୀ-ନବୀନ ସାକ୍ଷାତ: ୨୦୨୪ରେ ଏକାକୀ ଲଢ଼ିବ BJD, ମୁଖ୍ୟମନ୍ତ୍ରୀ ରଖିଲେ ୪ଟି ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସାରା ଦେଶରେ ଏବେ ନିର୍ବାଚନୀ…

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ; ମେଡିକାଲ କଲେଜରେ ୫% ସଂରକ୍ଷଣ !

ନୂଆଦିଲ୍ଲୀ : ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ । ସେମାନଙ୍କ ପିଲାମାନଙ୍କୁ ବଡ ବଡ ବେସରକାରୀ ସ୍କୁଲରେ ପାଠ ପଢାଇବାକୁ ଉଚିତ୍ ମନେ କରୁଛନ୍ତି । ଏସବୁ ମଧ୍ୟରେ ପୁଣି ଛାତ୍ରଛାତୀଙ୍କୁ ସରକାରୀ ମୁହାଁ କରିବା…

BJPର ପୂର୍ବତନ ବିଧାୟକ ରମେଶ ଶର୍ମାଙ୍କ ପରଲୋକ: ଶୋକ ପ୍ରକାଶ କଲେ ଶିବରାଜ

ନୂଆଦିଲ୍ଲୀ: ବିଜେପିର ଜଣେ ପୂର୍ବତନ ବିଧାୟକଙ୍କର ଆଜି ମୃତ୍ୟୁ ଘଟିଛି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ରମେଶ ଶର୍ମା ଆଉ ନାହାନ୍ତି । ଗୁଟୁ ଭାଇ ନାମରେ ପରିଚିତ ଥିବା ରମେଶ ଆଜି ହାର୍ଟ ଆଟାକରେ ପରଲୋକ…

ମୋଦୀଙ୍କ ନାଁରେ ଯୌନ ଅଭିଯୋଗ ! ୧୫ ବର୍ଷ ଧରି ସହିଛି… ‘ତାରକ ମେହେତା କା ଉଲଟା ଚଷମା’ ନିର୍ମାତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ୍ ଶୋ 'ତାରକ ମେହେତା କା ଉଲଟା ଚଷମା' କିଏ ବା ନ ଦେଖନ୍ତି । ଏହି ଟିଭି ଶୋ ବହୁ ବର୍ଷ ଧରି ଛାଲିଆସୁଛି । ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଶୋ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି…

ବୈଜ୍ଞାନିକମାନେ ବିକଶିତ କଲେ ଏକ ସ୍ୱତନ୍ତ୍ର ‘ବ୍ରେନ୍ ଚିପ’: ମଣିଷ ଭାବିଲା ପରେ ରୋବୋଟ କାର୍ଯ୍ୟ କରିବ, ଦିବ୍ୟାଙ୍ଗଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ: ମଣିଷକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଅନେକ ସମୟରେ ଏନେଇ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।…

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ: ଜଟଣୀରେ ହେବ କ୍ୟାନସର ହସ୍ପିଟାଲ , ଭର୍ଚୁଆଲ୍ ମୋଡରେ କଲେ ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଖୋର୍ଦ୍ଧାସ୍ଥିତ ଜଟଣୀରେ କର୍କଟ ରୋଗ ପାଇଁ ହସ୍ପିଟାଲର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି । ହୋମି ଭବା କର୍କଟ ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ରର…

ଆଜି ବର୍ଷିବ ! ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ ଘଡ ସହ ବର୍ଷା ହେବାର ସମ୍ଭାବାନା ରହିଛି । ମୋଟ ୮ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜିଲାକୁ…

ଇମ୍ରାନ ଖାନଙ୍କ ଗିରଫ ଅବୈଧ! ଘଣ୍ଟାକରେ ହାଜର ହେବାକୁ ଆଦେଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ଇମ୍ରାନ ଖାନଙ୍କ ଗିରଫ ମାମଲାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ବର୍ତ୍ତମାନ ପିଯିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ସପୋର୍ଟ କରୁଥିବାର…

ଇଟାଲୀର ମିଲାନ ସହରରେ ବଡ ଧମାକା ; ପାର୍କିଂରେ ଥିବା କାରରେ ବିସ୍ଫୋରଣ, ଧୂଆମୟ ସାରା ସହର

ନୂଆଦିଲ୍ଲୀ : ଇଟାଲୀର ମିଲାନ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ପରେ ଅନେକ ଗାଡିରେ ନିଆଁ ଲାଗିଯାଇଥିଲା। ପ୍ରାରମ୍ଭିକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେଠାରେ ପାର୍କିଂ ହୋଇଥିବା ଏକ ଭ୍ୟାନରେ ହଠାତ୍…