Browsing Category
Breaking News
ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ୁଛି କିଡନୀ ରୋଗ: ଦୁଇଟି ଗାଁରେ ୨୯ ଜଣଙ୍କ ମୃତ୍ୟୁ ଘଟିଲାଣି, ଭୟରେ ଗାଁ ଛାଡ଼ୁଛନ୍ତି ଅଞ୍ଚଳବାସୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ପରିବେଶ ଅଧିକରୁ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ମଣିଷର ଅନେକ ଦାୟିତ୍ୱହୀନତା କାର୍ଯ୍ୟ, ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ବର୍ଜ୍ୟବସ୍ତୁର କୁପରିଚାଳନା…
ପାକିସ୍ତାନରେ ହିନ୍ଦୁମାନେ ପାଳନ କଲେ ଠାକୁରାଣୀ ଉତ୍ସବ, ଭାରତରୁ ମଧ୍ୟ ଯାଇଥିଲେ ଲୋକ, ଜାଣନ୍ତୁ ପୂରା ଖବର
ଇସଲାମାବାଦ: ଭାରତ ଏବଂ ପାକିସ୍ତାନ ଏକସାଙ୍ଗରେ ସ୍ୱାଧୀନ ହୋଇଥିଲେ । ହେଲେ ଦେଶ ବିଭାଜନ ହେବା ପରେ ପାକିସ୍ତାନରେ ଏପରି କିଛି ହିନ୍ଦୁ ମନ୍ଦିର ଅଛି ଯେଉଁଠାରେ, ଧାର୍ମିକ ଉତ୍ସବ ପାଳନ କରାଯାଏ । ସେଥି ମଧ୍ୟରୁ…
ଓଡ଼ିଶାରେ ପାଆନ୍ତୁ ଚାକିରି: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ରାଜ୍ୟର ସମସସ୍ତ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଏକାଧିକ ବର୍ଗରେ ଶତାଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ବ୍ୟାଙ୍କ ମିତ୍ର,…
ପାଣିପାଗ ସୂଚନା! ରାଜ୍ୟରେ ଆହୁରି ୪ ଦିନ ରହିବ କାଳବୈଶାଖୀ: ତଳକୁ ଖସିବ ପାରଦ
ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କିଛିଟା ଅଞ୍ଚଳରେ କାଳବୈଶାଖୀ ଲାଗି ରହିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାଳବୈଶାଖୀର ପ୍ରଭାବରେ…
Video: ନବୀନ-ଉଲ-ହକଙ୍କ ସହ ମୁହାଁ ମୁହିଁ ପରେ ଗମ୍ଭୀରଙ୍କ ସହ ଯୁକ୍ତିତର୍କ କଲେ ବିରାଟ, କାଟିଲା ଫି’
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୪୩ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ୧୮ ରନରେ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ହରାଇଛି । ଏହି ମ୍ୟାଚ ମଧ୍ୟରେ ଏକ ହାଇଭୋଲଟେଜର ଡ୍ରାମା ଦେଖିବାକୁ ମିଳିଥିଲା । ମ୍ୟାଚ ଚାଲିଥିବା…
ସମ୍ବଲପୁର ଝାମେଲା: ଝାରସୁଗୁଡାରେ ବିଜେପିର ୪ ଜଣିଆ ଟିମ, ବ୍ରିଜେଶ ଲାଲାଙ୍କ ନେତୃତ୍ୱରେ ହେବ ସ୍ଥିତି ଅନୁଧ୍ୟାନ
ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ବର୍ତ୍ତମାନ ଟିକିଏ ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟିର ଏକ ଟିମ୍ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ରାଜଧାନୀ…
ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ; ଜିଅନ୍ତା ଜଳିଗଲେ ୪ ଜଣ ଶିଶୁ, ଅଧା ଡର୍ଜନରୁ ଅଧିକ ଗୁରୁତର
ମୁଜାଫରପୁର : ବିହାରର ମୁଜାଫରପୁରରୁ ଏକ ବଡ ଖବର ଆସିଛି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ନିଆଁରେ ଡର୍ଜନରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି ।…
Twitter ସର୍ଭର ପୁଣି ଡାଉନ୍: ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ଲୁ ଟିକ ସର୍ଭିସ, ନ୍ୟୁଜ୍ ପଢ଼ିବା ପାଇଁ ପେଡ୍ ସେବା ପରି ଏକାଧିକ ପ୍ରସଙ୍ଗକୁ ନେଇ କମ୍ପାନୀ ଚର୍ଚ୍ଚାରେ…
ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । ତାଙ୍କର ମୃତ୍ୟୁରେ ରାଜ୍ୟର ସାମ୍ବାଦିକତା ଜଗତରେ ଶୋକର ଲହରୀ…
ବଢ଼ିଲା ଲକ୍ଷ୍ନୌ ସମେତ ଟିମ୍ ଇଣ୍ଡିଆର ଟେନସନ: ନେଟରେ ଅଭ୍ୟାସ ସମୟରେ ଆହତ ହେଲେ ଜୟଦେବ ଉନାଡକଟ
ଚଳିତ ଆଇପିଏଲର ସିଜନରେ ଆହତ ଖେଳାଳିଙ୍କ ତାଲିକାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦଳର ସଦସ୍ୟ ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ୩୦…