Browsing Category

Breaking News

IPL-2023ରେ କରୋନାର କହର: ପଜିଟିଭ ଚିହ୍ନଟ ହେଲେ ଏହି କମେଣ୍ଟେଟର

ନୂଆଦିଲ୍ଲୀ: ଧିରେ ଧିରେ ରୋମାଞ୍ଚକର ରୂପ ନେବାକୁ ଆରମ୍ଭ କରିଛି ଆଇପିଏଲ-୨୦୨୩ର ଏହି ସିଜନ । ଏହାସହିତ କରୋନା ମହାମାରୀର କଳା ନଜର ମଧ୍ୟ ଏହା ଉପରେ ପଡିଥିବା ଦେଖାଦେଇଛି । ୪ ବର୍ଷ ପରେ ଆଇପିଏଲ ପୁରୁଣା ଫର୍ମକୁ…

Video: ହିମସ୍ଖଳନରେ ୭ ପର୍ଯ୍ୟଟକଙ୍କ ମୃତ୍ୟୁ, ୮୦ ରୁ ଅଧିକ ଫସି ରହିଥିବାର ଆଶଙ୍କା

ନୂଆଦିଲ୍ଲୀ: ସିକ୍କିମର ନାଥୁଲା ଅଞ୍ଚଳରେ ଅଜି ଏକ ହିମସ୍ଖଳନରେ ୭ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ସେହିପରି ପାଖାପାଖି ୮୦ ପର୍ଯ୍ୟଟକ ବରଫ ମଧ୍ୟରେ ଫଶି ରହିଛନ୍ତି ବୋଲି ଆଶଙ୍କା ରହିଛି ।…

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା! କ୍ୟାବିନେଟ ସବ-କମିଟି ଗଠନ କଲେ ଅର୍ଥମନ୍ତ୍ରୀ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସରେ ରାଜ୍ୟରେ ଝାରସୁଗୁଡ଼ା ଉପନିର୍ବାଚନ ହେବାକୁ ଥିବାବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟର ବିଧାୟକମାନଙ୍କର ଦରମା ଓ ଭତ୍ତା ବଢ଼ିବା ଦାବି ପ୍ରସଙ୍ଗରେ ଆସିଛି ଏକ ନୂଆ…

ନଦୀରେ ଗାଧୋଇବାକୁ ଯାଇ ୩ ଛାତ୍ର ମୃତ, ଜଣେ ଗୁରୁତର

ଭଦ୍ରକ: ରାଜ୍ୟରେ ପୁଣି ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହି ଅଘଟଣଟି ସାତଭଉଣୀ ନିକଟ ଲାଙ୍ଗୁଡି ଅଞ୍ଚଳରେ ଘଟିଛି । ସମସ୍ତ ଛାତ୍ର ଚରମ୍ପା କଲେଜରେ ପଢୁଥିବା ନେଇ ଜଣାପଡିଛି ।…

ବଡ଼ ନିଷ୍ପତ୍ତି: ନର୍ସିଂ ପଢ଼ିବା ପାଇଁ NEET ପରୀକ୍ଷା ଦେବାକୁ ପଡ଼ିବ, ଚଳିତ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନର୍ସିଂକୁ ନେଇ କ୍ୟାରିୟର କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ବଡ଼ ଖବର ଆସିଛି । ରାଜ୍ୟ ସରକାର ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଏସ.ସି ନର୍ସିଂ ପଢ଼ିବାକୁ ହେଲେ ଏଣିକି…

ଖୁସି ଖବର: କୃଷକଙ୍କୁ ମିଳିବ ୨୦୦୦ ୟୁନିଟର ମାଗଣା ବିଜୁଳି, ଲାଭବାନ ହେବେ ୧୪ ଲକ୍ଷରୁ ଅଧିକ ଲୋକ

ନୂଆଦିଲ୍ଲୀ: ରାଜସ୍ଥାନ ସରକାର କୃଷକଙ୍କୁ ଉର୍ଜା ମିତ୍ର ଯୋଜନା ମାଧ୍ୟମରେ ୨ ହଜାର ୟୁନିଟ ବିଜୁଳି ମୁକ୍ତରେ ଦେଉଛନ୍ତି । ଏଥିରେ ପାଖାପାଖି ୧୪ ଲକ୍ଷ କୃଷକଙ୍କ ବିଜୁଳି ବିଲ୍ ଶୂନ ହୋଇଯିବ । ଅର୍ଥାତ ତାଙ୍କୁ ବିଜୁଳି…

ବଡ଼ ଝଟକା: ଭାରୋତ୍ତଳନକାରୀ ସଞ୍ଜିତା ଚାନୁ ୪ ବର୍ଷ ପାଇଁ ବ୍ୟାନ, NADAର କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ବଡ଼ ଖବର ଆସିଛି । କମନୱେଲଥ କ୍ରୀଡ଼ାରେ ଦୁଇ ଥର ଚାମ୍ପିୟନ ହୋଇଥିବା ଭାରତୀୟ ଭାରୋତ୍ତଳନକାରୀ ସଞ୍ଜିତା ଚାନୁଙ୍କ ଉପରେ ହୋଇଛି କଠୋର କାର୍ଯ୍ୟାନୁଷ୍ଠାନ । ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି…

ଜଙ୍ଗଲରୁ ଦ୍ୱିତୀୟ ଥର ବାହାରିଲା ‘ଓବାନ’, DFO କହିଲେ ସେ କାହାର କିଛି କ୍ଷତି କରିବ ନାହିଁ, ତାକୁ ବାହାରେ ବୁଲିବାକୁ ଦିଅ

ଭୋପାଲ: ଦେଶର ଚିତା ପ୍ରକଳ୍ପ ଅଧୀନରେ ପ୍ରଥମ ବ୍ୟାଚରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ପୁରୁଷ ଚିତା ଓବାନ୍ ବାରମ୍ବାର ମୂଳ ଅଞ୍ଚଳ ଛାଡି ପଳାୟନ କରୁଛି। କୌଣସି ପ୍ରକାରେ ତାଙ୍କୁ କୁନୋ ଠାରୁ ୨୦…

ସାମ୍ବାଦିକତା ଡିଗ୍ରୀ ଥିଲେ ମିଳିବ ସରକାରୀ ଚାକିରି: ମାସକୁ ୬୦ ହଜାର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କୁ…

ନକଲି IPS-ନକଲି CBI: ଠକିବାର ଗୋଟେ ସୀମା ଥାଏ, ମ୍ୟାରେଜ ସ୍ୱପ୍ନ ପୂର୍ବରୁ ଲାଗିଲା ଝଟକା

ନୂଆଦିଲ୍ଲୀ: ଆଜିକାଲି ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ପୋଲିସ ଯେତେ କଠୋର ଆଇନ ପ୍ରଣୟନ କଲେ ମଧ୍ୟ ଠକମାନେ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହୁଛନ୍ତି । ଏପରି କିଛି ଠକ ପୋଲିସ ଓ ଆଇନ ଆଖିରେ ଧୂଳି ଦେଇ ବହୁ ବଡ଼ ବଡ଼…