Browsing Category

Breaking News

ଆରପାରିର କରଣୀ ସେନା ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀ, ଏସଏମଏସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ

ଜୟପୁର:କରଣୀ ସେନାର ପ୍ରତିଷ୍ଠାତା ଲୋକେନ୍ଦ୍ର ସିଂ କଲଭୀଙ୍କ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ତାଙ୍କୁ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ଏସଏମଏସ ହସ୍ପିଟାଲରେ ତାଙ୍କ ଶେଷ…

SmartWatch ଉପରେ କରନ୍ତୁ ନାହିଁ ଭରଷା, ନଚେତ ବିପଦରେ ପଡିପାରେ ଆପଣଙ୍କ ଜୀବନ ! ଜାଣନ୍ତୁ କଣ କହିଲେ ଡାକ୍ତର

ନୂଆଦିଲ୍ଲୀ:ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ପାଖରେ ଯେପରି ଫୋନ ଥିବା ଥୟ ଠିକ ସେହି ପରି ଡିଜିଟାଲ୍ ସ୍ମାର୍ଟ ୱାଚ୍ ମଧ୍ୟ ସମସ୍ତଙ୍କ ପାଖରେ ଅଛି । ଯାହା ଦ୍ୱାରା ବିଭିନ୍ନ ଉପାୟରେ ସ୍ୱାସ୍ଥ୍ୟ ମନିଟରିଂ…

T20 ସିରିଜରେ ଅଲଗା ଅଲଗା ବସିବେ ପାକିସ୍ତାନ ଏବଂ ଆଫଗାନିସ୍ଥାନର ସମର୍ଥକ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ସାଧାରଣତଃ ପାକିସ୍ତାନୀ ଏବଂ ଆଫଗାନିସ୍ଥାନ ଖେଳାଳିଙ୍କ ମଧ୍ୟରେ ମଧୁର ସଂପର୍କ ଦେଖିବାକୁ ମିଳୁଛି । କାରଣ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ପାକିସ୍ତାନ ସୁପର ଲିଗ୍ ଖେଳନ୍ତି । ହେଲେ ଯେତେବେଳେ ଦୁଇ ଦେଶ…

GAIL Recruitment:୧୨୦ ପଦବୀ ପାଇଁ ବାହାରିଲା ନିଯୁକ୍ତି, ମାସକୁ ମିଳିବ ୬୦,୦୦୦ ଟଙ୍କା ଦରମା

ନୂଆଦିଲ୍ଲୀ:ସିନିୟର ଆସୋସିଏଟ୍ ଏବଂ ଜୁନିଅର ଆସୋସିଏଟ୍ ର ୧୨୦ ପଦବୀ ନିଯୁକ୍ତି ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ୍ (GAIL) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏଥି ପାଇଁ ମାର୍ଚ୍ଚ ୧୭ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ…

ଭୋପାଳ ଗ୍ୟାସ ଟ୍ରାଜେଡିରେ ଆଜି ହେବ ଶୁଣାଣି: ରାୟ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ: ଭୋପାଳ ଗ୍ୟାସ ଟ୍ରାଜେଡିକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ଦୁର୍ଘଟଣା ଉପରେ କେନ୍ଦ୍ର ଦାୟର କରିଥିବା କ୍ୟୁରେଟିଭ ପିଟିସନ ଉପରେ ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ରାୟ । ଦୁର୍ଘଟଣାର…

ପ୍ରତିଭାବାନ ୭ ବର୍ଷର ଭାରତୀୟ ଝିଅ ଦୁନିଆର ସର୍ବ କନିଷ୍ଠ ଯୋଗ ପ୍ରଶିକ୍ଷକ

ନୂଆଦିଲ୍ଲୀ: ପ୍ରଣବି ଗୁପ୍ତା ନାମକ ପ୍ରତିଭାବାନ ସାତ ବର୍ଷର ବାଳିକା ବିଶ୍ୱର ସର୍ବକନିଷ୍ଠ ଯୋଗ ପ୍ରଶିକ୍ଷକ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଆଲାଇନ୍ସ ସଂଗଠନ ଦ୍ୱାରା RYT୨୦୦ (ପଞ୍ଜୀକୃତ ଯୋଗ ଶିକ୍ଷକ) ଭାବରେ…

ନିମିଷକେ ଉଡ଼ିଗଲା ୫୬ ଜଣଙ୍କ ପ୍ରାଣବାୟୁ: ହଠାତ୍ ମାଡ଼ି ଆସିଲା ଝଡ଼ ତୋଫାନ, ଭୂକମ୍ପ

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱ ବିପଦ ଆଡ଼କୁ ମାଡ଼ି ଚାଲିଛି । ଜଳ, ସ୍ଥଳ, ଆକାଶ, ସୂର୍ଯ୍ୟ, ଧରିତ୍ରୀ, ଜଳବାୟୁକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ଭୟଙ୍କର ତଥ୍ୟ ଦେଉଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱ…

୮୩ ବର୍ଷୀୟ ବୃଦ୍ଧଙ୍କ ଚମତ୍କାର: ଗୋଟିଏ ଗଛରେ ଫଳୁଛି ୩୦୦ କିସମର ଆମ୍ବ, ଫଳରୁ ପ୍ରସ୍ତୁତ ହେବ କ୍ୟାନସର, ଏଡସ୍ ମେଡିସିନ୍

ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏ ଗଛରେ ଗୋଟିଏ କିସମର ଫଳ ଫଳିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ଯିବ ଗୋଟିଏ ଗଛରେ ୩୦୦ କିସମର ଫଳ ଫଳୁଛି ତେବେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । ତେବେ ଏପରି ଏକ ଅଦ୍ଭୂତ ଘଟଣା…

ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଏବଂ ୧୭ରେ ଘଡଘଡି ସହ ବର୍ଷା ଓ ପବନ ସମ୍ଭାବନା ରହିଥିବା…

ଦେଶରେ ଓଡ଼ିଶା ପ୍ରଥମ: ରାଜ୍ୟର ସମସ୍ତ ଟ୍ରେଜେରୀରେ ‘E-Voucher’ ବ୍ୟବସ୍ଥା ବାଧ୍ୟତାମୂଳକ: ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ସରକାରଙ୍କ ବଜେଟର ଆକାର ବୃଦ୍ଧି ପାଇବା ସହିତ ଫାଇନାନ୍ସିଆଲ ଟ୍ରାଞ୍ଜାକସନ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ସମୟର ଅପଚୟକୁ ରୋକିବା ଓ କାରବାର କ୍ଷେତ୍ରରେ ସ୍ୱଚ୍ଛତା…