Browsing Category

Breaking News

ଲଖୀମପୁର ହିଂସାକାଣ୍ଡ: ଅଭିଯୁକ୍ତ ଆଶୀଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉତ୍ତରପ୍ରଦେଶର ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଆସିଛି ନୂଆ ଅପଡେଟ୍ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ କୁମାର…

ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା: ଭାରତ ଏହି ସୂଚନା ଦେଇଥିବା ଦାବି କଲେ ମାଇକ…

ନୂଆଦିଲ୍ଲୀ: ଗତ ୨୦୧୯ର ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବାକୁ ଯୋଜନା କରୁଥିଲା । ସେଥିପାଇଁ ଭାରତ ମଧ୍ୟ ନିଜର ଦାୟିତ୍ୱ ନେଇ ପ୍ରସ୍ତୁତ ହେଉଥିଲା । ଭାରତର ତତ୍କାଳୀନ…

ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ ପଠାନ; ଦେଶର ୫୨୦୦ ବକ୍ସ ଅଫିସରେ ଜଲୱା ଦେଖାଇବ ଦୀପିକା ଏବଂ ଶାହାରୁଖଙ୍କ ଯୋଡି

ମୁମ୍ବାଇ: ବହୁ ପ୍ରତିକ୍ଷାର ଅନ୍ତ ପରେ ଆଜି ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ‘ପଠାନ୍’ ମୁକ୍ତି ଲାଭ କିରିଛି । ଯାହାକୁ ଦେଖିବା ଆଜି ଦେଖିବା ପାଇଁ ସିନେମାଘରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଛି । ତେବେ ଦୀପିକା…

ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀ ପଢ଼ିବେ ଯୁକ୍ତଦୁଇ ବିଜ୍ଞାନ: ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଯୁକ୍ତଦୁଇର ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ପଢ଼ିବେ ବିଜ୍ଞାନ ପାଠ । ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ଯୁକ୍ତଦୁଇ ବିଜ୍ଞାନର ବିଭିନ୍ନ ବହି ଉପଲବ୍ଧ ହେବ । ଏହାଫଳରେ ପିଲାମାନେ…

କ୍ରୁଡରେ ହ୍ରାସ ଯୋଗୁଁ ଅନେକ ସହରରେ ବଦଳିଲା ପେଟ୍ରୋଲ ଓ ଡିଜେଲ ଦର; ଜାଣନ୍ତୁ ଆପଣଙ୍କ ସହରର ନୂତନ ରେଟ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟରେ ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖାଯାଉଛି । ଅତୀତରେ ବ୍ୟାରେଲ ପିଛା ୧୦୦ ଡଲାର ସ୍ତରରେ ପହଞ୍ଚିଥିବା ଅଶୋଧିତ ତୈଳ ବର୍ତ୍ତମାନ ୮୦ ଡଲାର ପାଖାପାଖି ରହିଛି ।…

ବଡ଼ ଦୁଃଖ ଖବର: ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ସାନପୁଅଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା । ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର । ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ…

ନ୍ୟୁଜିଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କ୍ରିସ୍ ହିପକିନ୍ସ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ମିଳିଛି ନୂଆ ପ୍ରଧାନମନ୍ତ୍ରୀ । ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କ୍ରିସ ହିପକିନ୍ସ । ତେବେ ସେ ଅଧିକ ଉତ୍ସାହିତ ଓ ଶକ୍ତିଶାଳୀ ଅନୁଭବ କରୁଥିବା କାର୍ଯ୍ୟଭାର ଗ୍ରହଣ କରିବା…

C-DOT ପକ୍ଷରୁ ବାହାରିଲା ୩୯୫ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ (ସି-ଡଟ) ପକ୍ଷରୁ ୩୯୫ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରୋଜେକ୍ଟ ଇଞ୍ଜିନିୟର ପଦରେ…

ଦୋକାନ ଉପରେ ଆଖିବୁଜା ଗୁଳିମାଡ: ୩ ମୃତ, ୨୧ ଜଣ ଆହତ

ନୂଆଦିଲ୍ଲୀ:ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନାହିଁ । ଗତ କିଛି ଦିନ ହେବ ଲଗାତାର ଭାବବରେ ଆମେରିକାର ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହେଉଛି । ଫଳରେ କିଛି ଲୋକଙ୍କ ଜୀବନ ଯାଉଥିବାବେଳେ ଅନେକ ଲୋକ ଗୁରୁତର ଆହତ…

ହକି ବିଶ୍ୱକପ: ସେମିରେ ଅଷ୍ଟ୍ରେଲିଆ ଓ ବେଲଜିୟମ: ଆଜି ଦୁଇଟି କ୍ୱାର୍ଟର ଫାଇନାଲ ମୁକାବିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଷ ହକି ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହା ମଧ୍ୟରେ ସ୍ପେନକୁ ହରାଇ ପ୍ରଥମ ଦଳ ଭାବେ ଚଳିତ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅନ୍ୟପକ୍ଷରେ…