Browsing Category

Breaking News

ଡେଲିଭରି କରିବା ସମୟରେ ଆକ୍ରମଣ କଲା ପୋଷା କୁକୁର, ତିନି ମହଲା ବିଲଡିଂରୁ ଖସି ପ୍ରାଣ ହରାଇଲେ ସ୍ୱିଗୀ ଡେଲିଭରୀ ଏଜେଣ୍ଟ

ନୂଆଦିଲ୍ଲୀ: ହାଇଦ୍ରାବାଦ୍‌ରେ ଏକ ତିନି ମହଲା ବିଲଡିଂରୁ ଖସି ପଡ଼ିବାରୁ ଜଣେ ସ୍ୱିଗୀ ଡେଲିଭରୀ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ୨୩ ବର୍ଷୀୟ ମହମ୍ମଦ ରିଜୱାନ ଏଠାରେ ଖାଇବା ଡେଲିଭରୀ କରିବାକୁ ଆସିଥିଲା। ଏହି ସମୟରେ ଏକ…

ହାତରେ ଅମ୍ଳଜାନ ସିଲିଣ୍ଡର ଏବଂ ମୁହଁରେ ମାସ୍କ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ଆଲୋକିତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକମାନେ ସୋମବାର ଦିଲ୍ଲୀ ବିଧାନସଭା ଅଧିବେଶନରେ ଅମ୍ଳଜାନ ସିଲିଣ୍ଡର ନେଇ ଅମ୍ଳଜାନ ମାସ୍କ…

ମହିଳା ଆଇପିଏଲ୍ ମିଡିଆ ରାଇଟ୍ସ ପାଇଲା ଭାୟକମ୍ ୧୮, ବିସିସିଆଇ ପାଇବ ଏତିକି କୋଟି

ନୁଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଥିବା ମହିଳା ମହିଳା ଆଇପିଏଲ୍ ମିଡିଆ ରାଇଟ୍ସ ନିଲାମୀରେ ଭାୟକମ ୧୮କୁ ମିଳିଛି । ଆଗାମୀ ପାଞ୍ଚବର୍ଷ(୨୦୨୩-୨୭) ଯାଏଁ ମୋଟା ଅଙ୍କର ୯୫୧ କୋଟି ଟଙ୍କା ବ୍ୟୟରେ ଏହି ଅଧିକାର…

Video: ନେପାଳ ବିମାନ ଦୁର୍ଘଟଣାର ଠିକ୍ ପୂର୍ବରୁ ଭାରତୀୟ ଯାତ୍ରୀଙ୍କ ଫୋନରେ କଏଦ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ନେପାଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ଥିବା ୬୮ ଜଣଙ୍କ ଯାତ୍ରୀଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଯାହାକି ସେଠାକାର ଅଞ୍ଚଳ ସମେତ ପ୍ରତ୍ୟେକ ବ୍ୟକ୍ତିର ମନରେ ଭୟର…

‘ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି’: ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଶେୟାରଚାଟ୍‌

ନୁଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଶେୟାରଚାଟ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ଏହାର ନିଷ୍ପତ୍ତିକୁ ବାହ୍ୟ ଅର୍ଥନୈତିକ କାରଣକୁ ଦାୟୀ କରିଛି ଯାହା ଦ୍ୱାରା ଏହା…

ଚାଉଳବସ୍ତା ଚାପି ହୋଇ ଅଘଟଣ: ୨ମୃତ

ନୟାଗଡ଼: ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ…

ପୁଅକୁ ତଣ୍ଟିକାଟି ହତ୍ୟା ପରେ ମାଆ ର ଆତ୍ମହତ୍ୟା; ପୋଲିସର ଛାନଭିନ୍

କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟା ଆତ୍ମହତ୍ୟା ପରି ମାମାଲା ଦେଖିବାକୁ ମିଳିଛି । କିଏ ପ୍ରେମ ସମ୍ପର୍କକୁ ନେଇ କାହାକୁ ହତ୍ୟା କଲାଣି ତ ଆଉ କିଏ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲାଣି ।…

Video: ମଞ୍ଚ ଦୁଲୁକାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ, ସୁନ୍ଦର ନୃତ୍ୟରେ ଜିଣିଲେ ସମସ୍ତଙ୍କ ମନ

ସୁବର୍ଣ୍ଣପୁର: ନାଚିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆଉ ମଞ୍ଚ ଦୁଲୁକାଇଦେଲେ। ସୁବର୍ଣ୍ଣଉତ୍ସବ-୨୦୨୩ର ଦ୍ୱତିୟ ସନ୍ଧ୍ୟାରେ ବାଲ୍ୟ ବିବାହକୁ ନେଇ ଏକ ଗୀତରେ ନାଚିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରୱାଣେ।…

ବିଚାରପତିଙ୍କ ନିଯୁକ୍ତି କଲେଜିୟମରେ ସରକାରଙ୍କ ପ୍ରତିନିଧୀ ସାମିଲ କରନ୍ତୁ; ମୁଖ୍ୟବିଚାରପତିଙ୍କୁ ଚିଠି ଲେଖିଲେ ଆଇନ ମନ୍ତ୍ରୀ କିରନ ରିଜିଜୁ

ନୂଆଦିଲ୍ଲୀ: ବିଚାରପତି ମାନଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଜାରି ରହିଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆଇନ୍ ମନ୍ତ୍ରୀ କିରନ ରିଜିଜୁ ଏ ସଂକ୍ରାନ୍ତରେ ମୁଖ୍ୟବିଚାରପତି…

ଦିଲ୍ଲୀରେ ପ୍ରବଳ ଥଣ୍ଡା, ୧.୪ କୁ ଖସିଲା ପାରଦ

ନୁଆଦିଲ୍ଲୀ: ଦିଲ୍ଲୀବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି ଅସମ୍ଭାଳ ଜାଡ଼। ଆଜି ଦିଲ୍ଲୀରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ କରାଯାଇଛି। ପଞ୍ଜାବ, ହରିୟାଣ. ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର…